Browsing Tag

Asia Cup 2022

ମହିଳା ଏସିଆ କପ: ଭାରତ-ଶ୍ରୀଲଙ୍କା ଫାଇନାଲ

ଢାକା: ମହିଳା ଏସିଆ କପ ଟି-୨୦ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ । ଗୁରୁବାର ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତୀୟ ମହିଳା ଦଳ ଅପେକ୍ଷାକୃତ ଦୁର୍ବଳ ଥାଇଲାଣ୍ଡକୁ ୭୪ ରନରେ ହରାଇଥିବା…

ଏସିଆ କପ୍‌ ଟି-୨୦ରେ ପାକିସ୍ତାନର ଶୋଚନୀୟ ପରାଜୟ

ଦୁବାଇ : ଏସିଆ କପ୍‌ ଟି-୨୦ ପ୍ରତିଯୋଗିତରା ଫାଇନାଲରେ ପାକିସ୍ତାନର ଶୋଚନୀୟ ପରାଜୟ ଘଟିଛି । ପାକିସ୍ତାନ ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ୱିକେଟ ହରାଇ ୧୪୭ରନ୍‌ କରିଥିଲା । ଶ୍ରୀଲଙ୍କା ପାକିସ୍ତାନକୁ ୨୩ରନ୍‌ରେ ପରାସ୍ତ କରି…

ଏସିଆ କପ୍‌: ମ୍ୟାଚ ଛଡାଇ ନେଲେ ରିଜୱାନ, ନୱାଜ୍‌

ଦୁବାଇ : ଏସିଆ କପ୍‌ ସୁପର-୪ ମହାମୁକାବିଲାରେ ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତନ ମୁହାଁମୁହିଁ ହୋଇଛନ୍ତି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ୫ ୱିକେଟ୍‌ରେ…

ଏସିଆ କପ୍‌ ଟି-୨୦: ଶ୍ରୀଲଙ୍କାର ବିଜୟଲକ୍ଷ୍ୟ ୧୮୪

ଦୁବାଇ : ଏସିଆ କପ୍‌ ଟି-୨୦ ପ୍ରତିଯୋଗିତାର ଗ୍ରୁପ୍‌ ବି’ର ଶେଷ ମ୍ୟାଚରେ ବାଂଲାଦେଶ ଦଳ ଶ୍ରୀଲଙ୍କା ସମ୍ମୁଖରେ ୧୮୪ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି କର ବା ମର ମ୍ୟାଚରେ ବାଂଲାଦେଶ ୨୦ ଓଭରରେ ୭ ୱିକେଟ୍‌ ହରାଇ…

ଆଜିଠୁ ଏସିଆ କପ: ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମ୍ୟାଚ୍‌

ଦୁବାଇ : ଏସିଆ କପ୍‌ ଟି-୨୦ ପ୍ରତିଯୋଗିତା ଶନିବାରଠୁ ୟୁଏଇରେ ଆରମ୍ଭ ହେବାକୁଯାଉଛି । ଆର୍ଥିକ ଓ ରାଜନୈତିକ ସଂକଟ ଦେଇ ଶ୍ରୀଲଙ୍କା ଗତି କରୁଛି । ତେଣୁ ଏସିଆ କପ୍‌ ଶ୍ରୀଲଙ୍କାରୁ ୟୁଏଇକୁ ସ୍ଥାନାନ୍ତର ହୋଇଥିଲା । ଏହା…

ଏସିଆ କପ୍‌: ଲକ୍ଷ୍ମଣ ଟିମ୍‌ ଇଣ୍ଡିଆର ମଧ୍ୟବର୍ତ୍ତୀକାଳିନ ମୁଖ୍ୟ କୋଚ

ମୁମ୍ବାଇ : ଏସିଆ କପ୍‌ ପୂର୍ବରୁ ଭାରତକୁ ଝଟକା ଲାଗିଛି । ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ କରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ପ୍ରତିଯୋଗିତାର ମଧ୍ୟଭାଗ ବେଳକୁ ଦ୍ରାବିଡ଼ ଦଳ ସହ ଯୋଗଦେବାର ସମ୍ଭାବନା ରହିଛି । ତେଣୁ…

ଏସିଆ କପ୍‌ କ୍ରିକେଟ୍‌: ବଢ଼ୁଛି ଭାରତ-ପାକ୍‌ ମ୍ୟାଚ ଉତ୍କଣ୍ଠା

ନୂଆଦିଲ୍ଲୀ : ୨୭ରୁ ଏସିଆ କପ୍‌ ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହେବାକୁଯାଉଛି । ବିଶ୍ୱକପ୍‌ ପୂର୍ବରୁ ଏସିଆ ମହାଦେଶର ସବୁଠୁ ବଡ଼ ପ୍ରତିଯୋଗିତା । ତେଣୁ ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ଟାଇଟଲ ଦାବିଦାର ଦଳ ଭାରତ ଏସିଆ…

ଏସିଆ କପ୍‌ କ୍ରିକେଟ: ଗତକାଲିଠାରୁ ଟିକେଟ୍‌ ବିକ୍ରି

ନୂଆଦିଲ୍ଲୀ : ଏସିଆ କପ୍‌ ଟି-୨୦ କ୍ରିକେଟ୍‌ ଆଗାମୀ ୨୭ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁଯାଉଛି । ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ୨ ସପ୍ତାହରୁ କମ୍‌ ସମୟ ବାକିଥିବା ବେଳେ ୧୫ ତାରିଖରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ…

ଏସିଆ କପ୍‌: କୋଚ୍‌ ରାହୁଲଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ଦିଲ୍ଲୀ : ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଜିମ୍ବାେୱ ଗସ୍ତ କରି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ । ଲୋକେଶ ରାହୁଲ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଳାଇବେ । ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ…

ପନ୍ତ ନା କାର୍ତ୍ତିକ

ଦିଲ୍ଲୀ: କିଛି ମାସ ହେବ ଭାରତୀୟ ଦଳକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭେଟେରାନ ୱିକେଟ୍‌କିପର ଦିନେଶ କାର୍ତ୍ତିକ । ଗତ ଆଇପିଏଲ୍‌ରେ କାର୍ତ୍ତିକ ଧମାକାଦାର ବ୍ୟାଟିଂ କରି ଶ୍ରେଷ୍ଠ ଫିନିସର ହେବାର ଗୌରବ ଅର୍ଜନ କରିଥିଲେ…