ପୋଲିସ ଉପରୁ ତୁଟୁଛି ଆସ୍ଥା ,ବୃଦ୍ଧି ପାଇବାରେ ଲାଗିଛି ଚୋରି ହତ୍ୟା ଅସାମାଜିକ କାର୍ଯ୍ୟଳାପ
ତରଭା : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ହତ୍ୟା ଡକାୟତି ଗୋରୁଚାଲାନ ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ କଳାପ ବଢ଼ିଚାଳିଛି । ପ୍ରତ୍ୟେକ ଦିନ ଛୋଟ ବଡ଼ ଚୋରି ଓ ଅସାମଜିକ କାର୍ଯ୍ୟକଳାପ ଘଟଣାମାନ…