ବେନାମୀ ଚିଠି ଖୋଲିଲା ମୃତ୍ୟୁ ରହସ୍ୟ,୧୦ ମାସ ଧରି ନିଖୋଜ ଥିଲେ ଛାତ୍ରୀ
ନୂଆପଡା : ନିଖୋଜ ହେବାର ୧୦ ମାସ ପରେ ଘରକୁ ଆସିଲା ଏକ ବେନାମୀ ଚିଠି I ପରିବାର ଲୋକେ ଚିଠି ପଢି ହୋଇଗଲେ ହତବାକ I ଚିଠିର ସୂଚନା ମୁତାବକ ୧୦ ମାସ ପୂର୍ବରୁ ତାଙ୍କ କଲେଜ ପଢୁଆ ଝିଅକୁ ହତ୍ୟା କରି ନିକଟସ୍ଥ ଧାନ ବିଲରେ ପୋତି…