ରାଜନୀତି ଆନ୍ଧ୍ରପ୍ରଦେଶରେ ଏକାବେଳେକେ ୨୪ ମନ୍ତ୍ରୀଙ୍କ ଇସ୍ତଫା Apr 8, 2022 ନୂଆଦିଲ୍ଲୀ: ଅପ୍ରେଲ ୦୮: ଆନ୍ଧ୍ରପ୍ରଦେଶରେ ଘନଉଛି ରାଜନୀତି । ଏକାବେଳେକେ ୨୪ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏସ.ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସବୁ ମନ୍ତ୍ରୀ…