ବୋକା ବନିଲା ପୋଲିସ ଧରିଲା ସ୍ପେଶାଲ ସ୍କ୍ୱାଡ, ଚମ୍ପଟ ମାରିଲା ଥାନାରୁ
Edited by Papu Mohanty
ଭୁବନେଶ୍ୱର,(ସବୁ୍ୟ)): May 19: ଏୟାରପୋର୍ଟ ଥାନାରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀ ଚମ୍ପଟ ମାରିଛି । ତାକୁ ଧରିବାପାଇଁ ତନାଘନା ଚାଲିଛି ବୋଲି ମଧ୍ୟ କୁହାଯାଉଥିଲାବେଳେ ପୁନର୍ବାର ମଙ୍ଗଳବାର…