ଦେଶ- ବିଦେଶ ଅହମଦାବାଦ ସିରିଏଲ୍ ବୋମା ବିସ୍ପୋରଣରେ ୩୮ ଜଣ ଦୋଷୀଙ୍କୁ ଫାଶୀ Feb 18, 2022 ଅହମଦାବାଦ: ଫେବୃଆରୀ ୧୮: ୨୦୦୮ରେ ଅହମଦାବାଦରେ ସଙ୍ଗଠିତ ହୋଇଥିବା ସିରିଏଲ୍ ବୋମା ବିସ୍ପୋରଣ ଘଟଣାରେ ଆଜି ଅହମଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଣି କରିଛି । ଦୋଷୀ ସାବ୍ୟସ୍ତ ୪୯ଜଣଙ୍କ…