ସାମ୍ବାଦିକଙ୍କୁ ଆକ୍ରମଣ ଓ ମହିଳାଙ୍କୁ ଅସଦାଚରଣ ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ନବରଙ୍ଗପୁର ଏଏସପିି
ନବରଙ୍ଗପୁର : ସାମ୍ବାଦିକଙ୍କୁ ଆକ୍ରମଣ ଓ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା । ଶେଷରେ ବଦଳିଲେ ନବରଙ୍ଗପୁର ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା । କଟକ କମ୍ୟୁନିକେସନ ଏଏସପି ଭାବେ ବଦଳି ଆଦେଶନାମା ଜାରି କଲେ ରାଜ୍ୟ…