ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ ୧, ୫୮୧ ଜଣ କରୋନାରେ ସଂକ୍ରମିତ ଓ ୨ ହଜାରରୁ ଅଧିକ ସୁସ୍ଥ Mar 22, 2022 ଦିଲ୍ଲୀ: ମାର୍ଚ୍ଚ ୨୨ : କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି ଓ ପ୍ରାୟ ଏକ ହଜାର ଜଣ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା…