ମନୋରଞ୍ଜନ ଫେରୁଛନ୍ତି ସୁସ୍ମିତା Sep 3, 2022 ଆର୍ଯ୍ୟା ଓ ଆର୍ଯ୍ୟା ୨ ପରେ ସୁସ୍ମିତାଙ୍କ କ୍ରେଜ ପୁଣି ଫେରିଛି । ସୁସ୍ମିତାଙ୍କ ଆଗାମୀ ପ୍ରୋଜେକଫକୁ ଚାହିଁରହିଥିବା ଫ୍ୟାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ସୁସ୍ମିତା । ଆଗକୁ ସୁସ୍ମିତାଙ୍କୁ ଏକ ବାୟୋପିକରେ ଦେଖିବାକୁ ମିଳିବ…