Browsing Tag

Aam Aadmi Party (AAP)

ପଞ୍ଜାବରେ ଆପ୍‌ ସରକାରଙ୍କ ବଡ଼ ଘୋଷଣା: ଜୁଲାଇରୁ ୩୦୦ ୟୁନିଟ୍‌ ମାଗଣା ବିଦୁ୍ୟତ

ଚଣ୍ଡୀଗଡ଼: ଏପ୍ରିଲ ୧୬: ପଞ୍ଜାବରେ ଆପ୍‌ ସରକାର କ୍ଷମତାସୀନ ହେବାର ମାସେ ହୋଇଯାଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପଞ୍ଜାବବାସୀଙ୍କୁ ଖୁସିର ଖବର ଶୁଣାଇଛନ୍ତି । ଜୁଲାଇ ପହିଲାରୁ ପ୍ରତି ପରିବାର ପାଇଁ ୩୦୦…

ନିଜ କଥା ରଖିଲା ଆପ୍‌: ୧ ଏପିଲ୍‌ରୁ ପଞ୍ଜାବରେ ମାଗଣା ବିଜୁଳୀ

ଚଣ୍ଡୀଗଡ଼: ମାର୍ଚ୍ଚ ୧୫: ପଞ୍ଜାବ ନିର୍ବାଚନ ସମୟରେ ଆପ୍‌ ଦଳର ମୁଖିଆ ଅରବିନ୍ଦ କେଜରୀୱାଲ ଭୋଟରମାନଙ୍କୁ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ଗରୀବ ପରିବାରକୁ ମାଗଣାରେ ପ୍ରତିଶ୍ରୁତି ଦେଇଥିଲେ । ଏବେ ତାହାକୁ ପୂରଣ କରିବା…

କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ପଞ୍ଜାବ: ଜାନୁଆରୀ ୧୨: ଭ।ରତର ନିର୍ବ।ଚନ ଆୟୋଗ ମତଦ।ନ ସୂଚୀ ଘୋଷଣ। ହେବ। ପରେ ଅରବିନ୍ଦ କେଜ୍ରିୱ।ଲ ପଞ୍ଜ।ବ ଗସ୍ତରେ ଆସିଛନ୍ତି। ଆସନ୍ତ। ସପ୍ତ।ହରେ ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପ।ଇଁ ଆମ୍ ଆଦମୀ ପ।ର୍ଟି ଏହ।ର…

ପୁଣି ଚର୍ଚ୍ଚାରେ ସିଦ୍ଧୁ

ଚଣ୍ଡିଗଡ: ଜାନୁଆରୀ ୧୧: ପୁଣି ଥରେ କଂଗ୍ରେସର ଅଭ୍ୟ।ନ୍ତରୀଣ କନ୍ଦଳକୁ ପଦ।ରେ ପକାଇଲେ ପଞ୍ଜ।ବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ଦଳ ବିପକ୍ଷ ବୟାନ ଦେଇ ପୁଣି ଚର୍ଚ୍ଚାରେ ସିଦ୍ଧୁ। କଂଗ୍ରେସର ବିଜୟ ପରେ ଗୋଟିଏ…