ଦେଶ- ବିଦେଶ ୭୦ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ଭାରତକୁ ଆସିଲେ ୮ ଟି ଚିତାବାଘ Sep 17, 2022 ସ୍ୱତନ୍ତ୍ର ଜମ୍ବୋ ଜେଟ୍ ଯୋଗେ ନାମୀବ୍ୟIରୁ ଭାରତ ଅଣାଯାଇଛି ୮ ଚିତାବାଘ । ଆଜି ସକାଳେ ସ୍ୱତନ୍ତ୍ର ବିମାନଟି ମଧ୍ୟପ୍ରଦେଶର ଗ୍ୱାଲିୟର ସ୍ଥିତ ଭାରତୀୟ ବାୟୁ ସେନା ଷ୍ଟେସନରେ ଳ୍ୟାଣ୍ଡ୍ କରିଥିଲା। ଏହାସହ ଦୀର୍ଘ ୭୦ ବର୍ଷ…