ଇସ୍ରାଏଲଠାରେ ଅନୁଷ୍ଠିତ ‘ମିସ୍ ୟୁନିଭର୍ସ ୨୦୨୧’ର ବିଚାରକ ହେବେ ଉର୍ବଶୀ
ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ଅଭିନୟ ସହ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଫ୍ୟାଶନ୍ ସେନ୍ସକୁ ନେଇ ଇଣ୍ଡଷ୍ଟ୍ରୀରେ ବେଶ୍ ଜଣାଶୁଣା । କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଉର୍ବଶୀ ତାଙ୍କର ଟ୍ୟାଲେଣ୍ଟ୍କୁ ପ୍ରମାଣିତ…