ଜିଲ୍ଲା ୬୪ ବସ୍ତା ଗଞ୍ଜେଇ ଜବତ, ୨ ଜଣଙ୍କୁ ବାନ୍ଧିଲା ପୁଲିସ Jun 10, 2022 ମାଲକାନଗିରି: ଫିଲ୍ମ ଷ୍ଟାଇଲରେ ୬୪ ବସ୍ତା ଗଞ୍ଜେଇ ଜବତ କରିଛି ମାଲକାନଗିରି ପୁଲିସ୍ ।ଏଥିସହ ୨ ଜଣ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି । ଜବତ ୬୪ଟି ବସ୍ତାରେ ମୋଟ ୧୫୯୬ କେଜି ଗଞ୍ଜେଇ ରହିଥିଲାଛ ଏତେ ପରିମାଣର ଗଞ୍ଜେଇ…