ଅପରାଧ ଇରାନ: ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ଗୁଳିମାଡ଼,୫ ମୃତ ୧୦ ଆହତ Nov 17, 2022 ଇରାନ : ଇରାନର ଦକ୍ଷିଣ-ପଶ୍ଚିମ ସହରର ଇଜେହ ରେ ହୋଇଛି ଆଖିବୁଜା ଗୁଳିମାଡ଼ I ହିଜIବ ବିରୋଧୀ ଆନ୍ଦୋଳନ ବେଳେ ଏହି ଗୁଳିମାଡ଼ ହୋଇଛି I ଏହି ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ…