ବିଶ୍ବ ମହାକାଶରେ ପ୍ରସ୍ତୁତ ହେବ ମାଂସ Apr 2, 2022 ଦିଲ୍ଲୀ: ଆଜିକାଲି ମହାକାଶରେ ବିଭିନ୍ନ ପ୍ରକାରର ପରିବା ଓ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେଉଥିବାର ଘଟଣା ସାମନାକୁ ଆସୁଛି । କେତେବେଳେ ସେଠାରେ ଟାକୋ ପ୍ରସ୍ତୁତ ହେଲାଣି ତ କେତେବେଳେ ସେଠାରେ ଗଛ ଲାଗି ଲଙ୍କା ଫଳିଲାଣି ।…