୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ; ଓଡ଼ିଶାରେ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୫୧୮୯ ଜଣ
ଭୁବନେଶ୍ୱର: ଜୁନ ୩୦: ଆଜି ରାଜ୍ୟରେ ସୁସ୍ଥ ହେଲେ ୨୪୩ ଜଣ କରୋନା ସଂକ୍ରମିତ I ଗଜପତି ଜିଲ୍ଲାରୁ ସର୍ବାଧିକ ୫୯, ଗଂଜାମ ଜିଲ୍ଲାରୁ ୪୧, ଖୋର୍ଦ୍ଧା ରୁ ୩୮, କନ୍ଧମାଳ ରୁ ୧୭, ଝାରସୁଗୁଡା ରୁ ୧୫, ସୁନ୍ଦରଗଡ ରୁ ୧୦, ଭଦ୍ରକ,…