ବିଶ୍ବ ୨୦୨୩ ସୁଦ୍ଧା ଚାଇନାକୁ ପାର କରିବ ଭାରତ ଜନସଂଖ୍ୟା Nov 15, 2022 ନୂଆଦିଲ୍ଲୀ : ଆଜି ୧୫ ନଭେମ୍ବର I ଅର୍ଥାତ୍ ଆଜି ବିଶ୍ୱ ଜନସଂଖ୍ୟା ୮ (୮୦୦ କୋଟି) ବିଲିୟନ ପାର କରିଛି । ମିଳିତ ଜାତିସଂଘର ରିପୋର୍ଟରେ ଏହି ବିଷୟରେ ସୂଚନା ଦିଆ ଯାଇଛି । ମିଳିତ ଜାତିସଂଘ ଏହାକୁ ମାନବ ବିକାଶରେ ଏକ…