ଖେଳ କମନ୍େୱଲ୍ଥ ଗେମ୍ସ: ଭାରୋତ୍ତୋଳନରେ ବିକାଶଙ୍କୁ ରୌପ୍ୟ Aug 3, 2022 ବର୍ମିଂହାମ : ଭାରୋତ୍ତୋଳନରେ ଭାରତୀୟଙ୍କ ପଦକ ଚମକ ଜାରି ରହିଛି । ପୁରୁଷ ୯୬ କିଗ୍ରା ଓଜନ ବର୍ଗରେ ଭାରତୀୟ ତାରକା ବିକାଶ ଠାକୁର ରୌପ୍ୟ ପଦକ ସଫଳତା ହାସଲ କରିଛନ୍ତି । ବିକାଶଙ୍କ ପଦକ ସଫଳତା ସହ ଭାରତ ମୋଟ ୧୨ଟି…
ଖେଳ ଲନ୍ ବୋଲ୍ସରେ ଇତିହାସ ରଚିଲା ଭାରତ Aug 3, 2022 ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବର୍ମିଂହାମ ସଂସ୍କରଣରେ ଭାରତର ପଦକ ଅଭିଯାନ ଜାରି ରହିଛି । ଖୁବ୍ କମ୍ ଲୋକ ଜାଣିଥିବା କ୍ରୀଡ଼ା ଲନ୍ ବୋଲ୍ସରେ ଭାରତୀୟ ମହିଳା ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଅନନ୍ୟ କୀର୍ତ୍ତିମାନର…
ଖେଳ କମନ୍େୱଲ୍ଥ ଗେମ୍ସ: କ ୍ୱାର୍ଟର ଫାଇନାଲରେ ବକ୍ସର ଅମିତ ପଙ୍ଘଲ Aug 2, 2022 ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘଲ । ସେ ୪୮ରୁ ୫୧ କେଜି ଫ୍ଲାଏେୱଟ ବର୍ଗର ପ୍ରଥମ ବାଉଟରେ ଏକତରଫା ବିଜୟ ହାସଲ କରିଛନ୍ତି । ଏହି ବିଜୟ…
ଖେଳ ମିଜୋରାମର ସୁନା ପୁଅ ଜେରେମୀ ଲାଲରିନୁଙ୍ଗା Aug 1, 2022 ବର୍ମିଂହାମ : ମିଜୋରାମ ଆଇଜୱାଲର ୧୯ ବର୍ଷୀୟ ଜେରେମୀ ଲାଲରିନୁଙ୍ଗା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱପ୍ନ ସାକାର କରିଛନ୍ତି । ପୁରୁଷ ୬୭ କିଲୋଗ୍ରାମ୍ ଭାରୋତ୍ତୋଳନରେ ସେ ସ୍ୱର୍ଣ୍ଣ ଜିତି ଦୁଇଟି ନୂଆ ରେକର୍ଡର…
ଖେଳ କମନ୍େୱଲ୍ଥ ଗେମ୍ସ: ଭାରତକୁ ପ୍ରଥମ ସୁନା ପଦକ ଦେଲେ ମୀରାବାଈ, ଏପର୍ଯ୍ୟନ୍ତ ଭାରତକୁ ୬ଟି ପଦକ Aug 1, 2022 ଦିଲ୍ଲୀ: ସାଇଖୋମ୍ ମୀରାବାଈ ଚାନୁ ପୁଣି ଥରେ ଭାରତର ଗର୍ବ ବଢ଼ାଇଛନ୍ତି । କମନ୍େୱଲ୍ଥ ଗେମ୍ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୩କୁ…
ଖେଳ କମନ୍େୱଲ୍ଥ ଗେମ୍ସରେ ମହିଳା କ୍ରିକେଟ୍: ପରାଜୟରୁ ଭାରତର ଅଭିଯାନ Jul 30, 2022 ବର୍ମିଂହାମ୍ : ରାଜ୍ୟଗୋଷ୍ଠୀ କ୍ରୀଡା ବିଗୁଲ ବାଜି ସାରିଛି । ମହିଳା କ୍ରିକେଟର ଉଦ୍ଘାଟନୀ ମ୍ୟାଚ୍ରେ ଭାରତକୁ ୩ ୱିକେଟ୍ରେ ହରାଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୪ ରନ୍…
ଖେଳ କମନ୍େୱଲ୍ଥ ଗେମ୍ସ: ପାକିସ୍ତାନ ବକ୍ସରଙ୍କୁ ହରାଇଲେ ଶିବ ଥାପା Jul 30, 2022 ବର୍ମିଂହାମ୍ : ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ମ୍ୟାଚ୍ରେ ଭାରତୀୟ ତାରକା ବକ୍ସର ଶିବ ଥାªା ଜମାଣିଆ ପ୍ରଦର୍ଶନ ଦେଖାଇଛନ୍ତି । ସେ ୬୩.୫ କିଲୋଗ୍ରାମ୍ ବର୍ଗର ରାଉଣ୍ଡ-୩୨ ମୁକାବିଲାରେ ପାକିସ୍ତାନର ସୁଲେମାନ ବାଲୋଚଙ୍କୁ…
ଖେଳ କମନ୍େୱଲ୍ଥ ଗେମ୍ସ: ଜିତିଲା ଭାରତୀୟ ମହିଳା ଟିଟି ଦଳ Jul 30, 2022 ବର୍ମିଂହାମ୍ : ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ଦିନ ଭାରତୀୟ ଟେବୁଲ ଟେନିସ୍ ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ ଦେଖାଇଛନ୍ତି । ମହିଳା ଟେବୁଲ ଟେନିସ୍ ଦଳ ଗ୍ରୁପ୍ ବି’ର ଏକ ମ୍ୟାଚ୍ରେ ଦ.ଆଫ୍ରିକାକୁ ୩-୦ରେ ହରାଇଛି । ଏହି…
ଖେଳ ଆଜିଠୁ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା , ଉଦ୍ଘାଟନୀରେ ସିନ୍ଧୁ ଧରିବେ ତ୍ରିରଙ୍ଗା Jul 28, 2022 ବର୍ମିଂହାମ୍ : ପ୍ରତୀକ୍ଷାର ଅନ୍ତଃ ଘଟିବାକୁ ଯାଉଛି । ଆଉ କେଇ ଘଣ୍ଟାର ଅପେକ୍ଷା ପରେ ଗୁରୁବାର ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା ବିଗୁଲ ବାଜିବ । ଅଂଶଗ୍ରହଣକାରୀ ସମସ୍ତ ରାଷ୍ଟ୍ର କ୍ରୀଡା ଗ୍ରାମ୍ରେ ପହଞ୍ଚି ସାରିଥିବା…
ଖେଳ ୧୯୯୮ରୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ Jul 26, 2022 ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଆସିଛି । ଖାସ୍ କରି ୨୦୧୦ ନୂଆଦିଲ୍ଲୀ ସଂସ୍କରଣରେ ଭାରତ ୧୦୧ ପଦକ ଜିତି ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲା । ବର୍ମିଂହାମ୍ ରାଜ୍ୟଗୋଷ୍ଠୀ…