Browsing Tag

2022 Birmingham Commonwealth Games

ବର୍ମିଂହାମର ସ୍ମୃତିସମ୍ପୁଟ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ହଟଚମଟ ଶେଷ ହୋଇଛି । ବର୍ମିଂହାମରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଲାଗିରହିଥିବା ଗହଳିଚହଳିରେ ବିରାମ ଲାଗିଛି । ଗୋଟିଏ ଦିନର ଅନ୍ତରାଳ ପରେ ଚାରିଆଡ଼େ ଖାଁ ଖାଁ । ହେଲେ ବର୍ମିଂହାମ ରାଜ୍ୟଗୋଷ୍ଠୀ…

ଐତିହାସିକ ମୁହୂର୍ତ୍ତ: ରାଜ୍ୟଗୋଷ୍ଠୀକ୍ରୀଡ଼ାରେ ପ୍ରଥମଥର ସାମିଲ ହୋଇଥିବା ମହିଳା କ୍ରିକେଟ୍‌ ଦଳଙ୍କୁ ରୌପ୍ୟ ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ସାମିଲ ମହିଳା ଟେ୍ୱଣ୍ଟି-୨୦ କ୍ରିକେଟକୁ ବଡ଼ ସଫଳତା ମିଳିଛି । ଭାରତୀୟ ମହିଳା ଖେଳାଳୀ ରୌପ୍ୟ ପଦକ ଜିତି ଦେଶର ଗୌରବ ବୃଦ୍ଧି କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ…

ରାଜ୍ୟଗୋଷ୍ଠୀ କ୍ରୀଡା: ଟ୍ରିପଲ ଜମ୍ପରେ ଭାରତର ଦମ୍‌ଦାର ପ୍ରଦର୍ଶନ

ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରାକ୍‌ ଆଣ୍ଡ୍‌ ଫିଲïରେ ଭାରତୀୟ ଖେଳାଳିମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି । ପୁରୁଷ ଟ୍ରିପଲ ଜମ୍ପରେ ଭାରତର ଏଲ୍‌ଡୋସ୍‌ ପଲ୍‌ ଓ ଅବଦ୍ଦୁଲ୍ଲା ଆବୁବାକର ପ୍ରଥମ ଓ ଦ୍ୱିତୀୟ…

ଭାରତ ପାଇଁ ଐତିହାସକ ମୁହୂର୍ତ୍ତ: ୧୬ ବର୍ଷ ପରେ ମହିଳା ହକିରେ ଭାରତକୁ କାଂସ୍ୟ

ବର୍ମିଂହାମ : ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ବା କମନୱେଲ୍ଥ ଗେମ୍ସ ମହିଳା ହକି ଦଳ ଐତିହାସିକ କାଂସ୍ୟ ପଦକ ଜିତିଛି । ପ୍ରାୟେ ଦେଢ଼ ଦଶନ୍ଧିରୁ ଅଧିକ ସମୟ ପରେ ଆଜି ପୁଣି ଭାରତ ପାଇଁ ଗୌରବ ଐତିହାସକ ସମୟ…

୩ଟି ସ୍ୱର୍ଣ୍ଣ ପଦକ ଜିତିଲେ ଭାରତୀୟ କୁସ୍ତି ଯୋଦ୍ଧା: ଆଜି ଗୋଟିଏ ଦିନରେ ୬ଟି ପଦକ

ବର୍ମିଂହାମ୍‌: ଗତକାଲିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁସ୍ତି ପର୍ଯାୟ ଆରମ୍ଭ ହୋଇଛି । ତେବେ ଆଜି ୮ମ ଦିନରେ କୁସ୍ତିରେ ବଜରଙ୍ଗ ପୁନିଆ, ଦୀପକ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ସ୍ୱର୍ଣ୍ଣ ପଦକ ଜିତି ଭାରତର ଗୌରବ ବୃଦ୍ଧି…

କମନ୍‌େୱଲ୍‌ଥ ଗେମ୍‌ସ: ଟେବୁଲ୍‌ ଟେନିସ୍‌ରେ ପଦକ ନିଶ୍ଚିତ କଲେ ଭବିନା

ବର୍ମିଂହାମ୍‌: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ ପ୍ରଦର୍ଶନ ଉଚ୍ଚକୋଟିର ରହିଛି । ପାରା ଆଥ୍‌ଲେଟ୍‌ ଭବିନା ପଟେଲ ପଦକ ନିଶ୍ଚିତ କରିଛନ୍ତି । ସେ ମହିଳା ଟେବୁଲ ଟେନିସ ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି…

କମନ୍‌େୱଲ୍‌ଥ ଗେମ୍‌ସ: ସେମିରେ ଭାରତୀୟ ମହିଳା ହକି

ବର୍ମିଂହାମ୍‌ : ଜମାଣିଆ ପ୍ରଦର୍ଶନ ସହ ଭାରତୀୟ ମହିଳା ହକି ଦଳ ରାଜ୍ୟଗୋଷ୍ଠୀ କ୍ରୀଡା ହକି ବର୍ଗର ସେମିଫାଇନାଲରେ ପ୍ରବେଶ କରିଛି । ବୁଧବାର କାନାଡାକୁ ୩-୨ ଗୋଲ୍‌ରେ ପରାସ୍ତ କରି ଭାରତ ଏହି ସଫଳତା ହାସଲ କରିଛି । ଭାରତ…

ଭାରୋତ୍ତୋଳନରୁ ନବମ ପଦକ: ଲଭପ୍ରୀତ ସିଂ ଜିତିଲେ ବ୍ରୋଞ୍ଜ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ଷଷ୍ଠ ଦିନ ଭାରୋତ୍ତୋଳନରୁ ଭାରତ ଆଉ ଏକ ପଦକ ଜିତିଛି । ଭାରତର ଲଭପ୍ରୀତ ସିଂ ପୁରୁଷ ୧୦୯ କେଜି ବର୍ଗରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ସଫଳତା ପୂର୍ବରୁ ଭାରତ ୮ଟି ପଦକ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସ୍‌ରେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପୁରୁଷ ଟେବୁଲ ଟେନିସ୍‌ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ମଙ୍ଗଳବାର ଟାଇଟଲ୍‌ ମୁକାବିଲାରେ ଭାରତ ୩-୧ ବ୍ୟବଧାନରେ ଭାରତ ସିଂଗାପୁରକୁ ଧରାଶାୟୀ କରିଥିଲା । ୨୦୧୮ ରାଜ୍ୟଗୋଷ୍ଠୀ…

ପ୍ରଥମ ରାଉଣ୍ଡରୁ ଦୂତି ବିଦା

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଆ ଝିଆ ଦୂତି ଚାନ୍ଦ ନିରାଶ କରିଛନ୍ତି । ମହିଳା ୧୦୦ ମିଟର ଇଭେଣ୍ଟରେ ଭାଗ ନେଇଥିଲେ ମଧ୍ୟ ଦୂତି ହିଟ୍‌ ପର୍ଯ୍ୟାୟରୁ ବିଦା ହୋଇଛନ୍ତି । ୧୦୦ ମିଟର ୫ମ ହିଟ୍‌୍‌ରେ ଦୂତି ଭାଗ…