ନୂଆଦିଲ୍ଲୀ : ନରେଲା ପ୍ଲାଷ୍ଟିକ ଫାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ,୨ ମୃତ
ନୂଆଦିଲ୍ଲୀ : ମଙ୍ଗଳବାର ସକାଳ ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍ ଏରିଆର ତିନି ମହଲା ପ୍ଲାଷ୍ଟିକ୍ କାରଖାନାରେ ଘଟିଛି ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିବ ସହିତ ନିଆଁ ଓ ଧୂଆଁ ମଧ୍ୟରେ ଅନେକ ଲୋକ…