ଦେଶରେ ସ୍ଥିର ରହିଛି କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୩, ୨୦୭ କରୋନା ସଂକ୍ରମିତ ଚିହ୍ନଟ ଓ ୨୯ ମୃତ
ଦିଲ୍ଲୀ: ମେ ୦୯ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୨୦୭ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୦୫ ହଜାର ୪୦୧ ଜଣ କରୋନାରେ ସଂକ୍ରମିତ…