ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ ୩, ୨୦୫ କରୋନା ସଂକ୍ରମିତ ଚିହ୍ନଟ ଓ ୩୧ ମୃତ May 4, 2022 ଦିଲ୍ଲୀ: ମେ ୦୪ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୨୦୫ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୦ ଲକ୍ଷ ୮୮ ହଜାର ୧୧୮ ଜଣ କରୋନାରେ ସଂକ୍ରମିତ…