ବଢ଼ୁଛି କରୋନା ଗ୍ରାଫ୍: ୨୪ ଘଣ୍ଟାରେ ଦେଶରେ ୨, ୫୪୧ ସଂକ୍ରମିତ ଓ ୩୦ ମୃତ
ଦିଲ୍ଲୀ: ଏପ୍ରିଲ ୨୫ : ଲଗାତାର କିଛି ଦିନ ହେବ ଦେଶରେ କରୋନ ଗ୍ରାଫ୍ ସମାନ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୫୪୧ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ…