ଅପରାଧ ରାଜସ୍ଥାନରେ ୧୪୪ ଧାରା ଜାରି Jun 29, 2022 ରାଜସ୍ଥାନ: ଜୁନ ୨୯: ରାଜସ୍ଥାନରେ ଲାଗୁ ହେଲା ୧୪୪ ଧାରା । ରାଜସ୍ଥାନ ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ଏକ ମାସ…
ଓଡ଼ିଶା ସିଂହନାଥ ପୀଠରେ ୧୪୪ ଧାରା ଜାରି Jan 13, 2022 ନରସିଂହପୁର: ଜାନୁଆରୀ ୧୩: କରୋନ। ସଂକ୍ରମଣକୁ ଦୃଷ୍ଟିରେ ରଖି, ଆଜିଠୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ବେଳ।ଭୂମି ବନ୍ଦ ରଖିବ।କୁ ନିଷ୍ପତି ନେଇଛି ଜିଲ୍ଲ। ପ୍ରଶ।ସନ । ଗୋପ।ଳପୁର, ସୋନପୁର ସମେତ ଜିଲ୍ଲ।ର ସମସ୍ତ…
ଓଡ଼ିଶା ଦୀପାବଳିରେ ଶ୍ରୀମନ୍ଦିର ବନ୍ଦ: ମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା Nov 1, 2021 ପୁରୀ: ନଭେମ୍ବର ୦୧: ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ ସକାଶେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁସାରେ ଭକ୍ତିମାନେ…
ଜିଲ୍ଲା ୧୩ ରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ, ନିୟୋଜିତ ହେବେ ୧୦ ପ୍ଲାଟୁନ୍ ଫୋର୍ସ Oct 11, 2021 ଭବାନୀପାଟଣା,ଅକ୍ଟୋବର ୧୧: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆସନ୍ତା ଅକ୍ଟୋବର ୧୩ ତାରିଖରେ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । ଏଥିନିମନ୍ତେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।…