୨୪ ଘଣ୍ଟାରେ ଦେଶରେ ୬, ୫୩୧ କରୋନା ସଂକ୍ରମିତ ଏବଂ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୫୭୮
ଦିଲ୍ଲୀ: ଡିସେମ୍ବର ୨୭ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬, ୫୩୧ ରହିଛି । ୨୪ ଘଣ୍ଟା ମଧ୍ୟରେ ୭, ୧୪୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮. ୪୦ ପ୍ରତିଶତ ରହିଛି ।…