ପାଣିପାଗ କାଳବୈଶାଖୀ ପ୍ରଭାବରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି May 21, 2022 ଭୁବନେଶ୍ୱର: ମଇ ୨୧: ୧୪ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ବଜ୍ରପାତର ଆଶଙ୍କା । ଏନେଇ ସତର୍କ ସୂଚନା ଜାରି କରାଯାଇଛି । ଏହି ୧୪ ଜିଲ୍ଲା ଗୁଡ଼ିକ ହେଲା-କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ,…