ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ ୬, ୯୯୦ ସଂକ୍ରମିତ ଏବଂ ୧୯୦ ମୃତ Nov 30, 2021 ଦିଲ୍ଲୀ: ନଭେମ୍ବର ୩୦: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୯୯୦ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୦, ୧୧୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୩୫ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ…