୧୨୦ ଘଣ୍ଟାର ପରେ ଅତର ବ୍ୟବସାୟୀଙ୍କ ଘରେ ଶେଷ ହେଲା ରେଡ: କାନ୍ଥ, ଚଟାଣ ଏବଂ ବେଡ୍ ଭିତରେ ଲୁଚାଇଥିଲେ ଟଙ୍କା
ଲକ୍ଷ୍ନୌ: ଡିସେମ୍ବର ୨୭: ଉତ୍ତର ପ୍ରଦେଶର କାନପୁରରେ ଗୁରୁବାରଠାରୁ ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ବିଭିନ୍ନ ଠିକଣାରେ ରେଡ୍ ଚାଲିଥିଲା । ଆଜି ରେଡ୍ ଶେଷ ହୋଇଛି । ଅଭିନେତା ଅଜୟ ଦେବଗନ୍ଙ୍କ ଫିଲ୍ମ ‘ରେଡ୍’ ଭଳି…