ଓୟୁଏଟିରେ ପାଣ୍ଡିଆନ

ଭୁବନେଶ୍ୱର,୧୭/୨: ଅଚାନକ ଓୟୁଏଟିରେ ପହଂଚିଲେ ଫାଇଭ-ଟି ସଚିବ ଭି. କାର୍ତିକେୟାନ ପାଣ୍ଡିଆନ୍। ବଡି ଭୋରରୁ ପ୍ରାତଃ ଭ୍ରମଣରେ ଯିବା ସମୟରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ହଠାତ ପହଞ୍ଚିଥିଲେ ପାଣ୍ଡିଆନ। ସେ ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମୀର ବିକାଶ ନେଇ ଅଧିକାରୀଙ୍କ ସହ ଅଧିକ ଆଲୋଚନା ମଧ୍ୟ କରିଛନ୍ତି। ସେହିପରି ଓୟୁଏଟି ପରିସରରେ ଥିବା ହଷ୍ଟେଲ ଓ ମେସ ବ୍ୟବସ୍ଥାର ମଧ୍ୟ ତଦାରଖ କରିଛନ୍ତି।

Comments are closed.