କଟକ ବଡମେଡିକାଲରେ ପାଣ୍ଡିଆନ

କଟକ,୨୨/୧: ଅଚାନକ କଟକ ବଡ ମେଡିକାଲ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ବୁଧବାର ଭୋରୁ ହଠାତ କଟକ ବଡ ମେଡିକାଲରେ ପହଞ୍ଚିଥିଲେ ପାଣ୍ଡିଆନ। ସେଠାରେ ପ୍ରସ୍ତାବିତ ଏସିବିର ଦ୍ୱିତୀୟ କ୍ୟାମ୍ପସ ଓ ମାରିଟାଇମ ମ୍ୟୁଜିୟମକୁ ମାଣ୍ଡିଆନ ବୁଲି ଦେଖିଥିଲେ। ୫ଟି ସଚିବଙ୍କ ସହ ଜଳ ସମ୍ପଦ, ପର୍ଯ୍ୟଟନ ଓ ପୂର୍ତ୍ତ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି ଓ କଟକ ଜିଲ୍ଲାପାଳ ଉପସ୍ଥିତ ଥିଲେ। ତେବେ କଟକ ମହାନଦୀ ପଠାରେ ପର୍ଯ୍ୟଟନର ବିକାଶ ପାଇଁ ବୃହତ ପ୍ରକଳ୍ପ ହେବାକୁ ଯାଉଛି। ପର୍ଯ୍ୟଟନର ବିକାଶ ପାଇଁ ବୃହତ ପ୍ରକଳ୍ପ ଘୋଷଣା କରିପାରନ୍ତି ରାଜ୍ୟ ସରକାର।

Comments are closed.