ବାଘୁଣୀକୁ କରୋନା ସଂକ୍ରମଣ

ସମୟ ଲାଇଭ,6/4: ଆମେରିକାରେ ଏକ ବାଘୁଣୀ ଶରୀରରେ କରୋନା ଭୂତାଣୁ ମିଳିଛି | ନ୍ୟୁୟର୍କ ସହରର ବ୍ରୋଞ୍କ୍ଷ  ଚିଡ଼ିଆଖାନରେ ବାଘୁଣୀର ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ରୁ ଏପରି ସୂଚନା ମିଳିଛି | ବାଘୁଣୀ ଥରେ ଗତ 27 ମାର୍ଚ୍ଚ ଠାରୁ ଲକ୍ଷଣ ଦେଖିବାକୁ ମିଳିଛି | ଚିଡ଼ିଆ ଖାନାର କୌଣସି କର୍ମଚାରୀଙ୍କ ଠାରୁ ବାଘୁଣୀକୁ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି | ତେବେ କେଉଁ କର୍ମଚାରୀଙ୍କ ଠାରୁ ଭୁତାଣୁ ସଂକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ |

ଅନ୍ୟପଟେ ଉକ୍ତ ଚିଡ଼ିଆ ଖାନରେ 3 ସିଂହ ଓ 3 ବାଘଙ୍କ  ଥରେ ମଧ୍ୟ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଇଛି |

Comments are closed.