Browsing Tag

#puri

ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କଲେ ମନ୍ତ୍ରୀ

ପୁରୀ: ଜୁଲାଇ ୩୧: (ସବ୍ୟୁ):ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଅଚାନକ ପୁରୀ ଗସ୍ତରେ ଆସି ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କରିଛନ୍ତି । ବଡଦାଣ୍ଡ ରେ ଥିବା ଟ୍ୟାପ୍‌ରୁ ମନ୍ତ୍ରୀ ଜଳ…

ଦେଶର ପ୍ରଥମ ସହର ଭାବେ ପୁରୀ ରେ ‘ ଡ୍ରିଙ୍କ ଫ୍ରମ ଟ୍ୟାପ’

ପୁରୀ:(ସବ୍ୟୁ): ଜୁଲାଇ ୨୭: ପାଇପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀସହରବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି…

ସ୍ୟାଣ୍ଡ ଆନିମେସନ୍‌ରେ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ

ପୁରୀ: (ସବ୍ୟୁ): ଜୁଲାଇ ୨୫: ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ମହିଳା ଭାରଉତ୍ତଳୋନକାରୀ ମୀରାବାଇ ଚାନୁଙ୍କୁ ସ୍ୟାଣ୍ଡ ଆନିମେସନ୍ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ମାନସ…

ତିନିରଥ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ

ପୁରୀ(ସବ୍ୟୁ): ଜୁଲାଇ ୨୫: ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ବିଜେ କରିବା ପରେ ମହାପ୍ରଭୁଙ୍କୁ ନବଦିନ ଯାତ୍ରାରେ ନେବା ଆଣିବା କରିଥିବା ସୁସଜ୍ଜିତ ୩ଟି ରଥକୁ ଭଙ୍ଗାଯିବା କାର୍ଯ୍ୟ ଜୁଲାଇ ୨୪ ତାରିଖରୁ ଆରମ୍ଭ ହୋଇଛି ।…

ଉପଲବ୍ଧ ହେଲା ନୀଳାଚଳ ଅବଢା

ପୁରୀ(ସବ୍ୟୁ): ଜୁଲାଇ ୨୫: ରତ୍ନ ସିଂହାସନାରୂଢ ହେବା ପରେ ୨୪ ତାରିଖରୁ ଚତୁର୍ଦ୍ଧାମୂତ୍ତିଙ୍କଠାରେ ଅନ୍ନ ମହାପ୍ରସାଦ ଭୋଗ କରାଯାଇଛି । ବହୁଶ୍ରଦ୍ଧାଳୁ ନୀଳା ଚଳ ଅବଢା ସେବନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପରମ୍ପରା…

ରଥଯାତ୍ରା, ଜଗନ୍ନାଥ ଦର୍ଶନ ଓ ଦର୍ଶନୀ ବନ୍ତ

ରିପୋର୍ଟ : ଜ୍ଞାନ ରଞ୍ଜନ ବିଶ୍ୱାଳ ପୁରୀ: ଜୁଲାଇ ୨୧: ପୁରୀ ଜିଲ୍ଲାର ଅର୍କକ୍ଷେତ୍ର କୋଣାର୍କ ନିକଟ ରେ ଗୋଧନପଡ଼ା ନାଁ ରେ ଗୋଟିଏ ଗାଁ ଅଛି I   ଏହି ଗାଁ ରେ  ଗୋଟିଏ   ବିଶାଳ ସୁଦୀର୍ଘ ବାଲିବନ୍ତ ରହିଛି। ଏହା ଦର୍ଶନୀ…

ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା; ସମସ୍ତଙ୍କୁ ଧନ୍ୟବାଦ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁଲାଇ ୨୦: କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଏହି କଠିନ ପରିସ୍ଥିତିରେ…

ବିନା ଭକ୍ତରେ ବାହୁଡିଲେ ମହାବାହୁ; ସିଂହଦ୍ୱାର ସମ୍ମୁଖରେ ତିନିରଥ

ପୁରୀ: ଜୁଲାଇ ୨୦: ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଷାଢ ଶୁକ୍ଲ ଏକାଦଶୀ ତିଥି ରେ ସଂପନ୍ନ ହୋଇଛି ମହାପ୍ରଭୁ ଙ୍କ ବାହୁଡାଯାତ୍ରା । ନବଦିନ ଯାତ୍ରା ରେ ଯାଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପ ରେ…

ମହାପ୍ରଭୁ ପିନ୍ଧିଲେ ପାଟରାକ୍ଷୀ: ବଳଭଦ୍ର ଜନ୍ମ ନୀତି ସମ୍ପନ୍ନ

ପୁରୀ: ଅଗଷ୍ଟ ୪:(ସବ୍ୟୁ):ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଭାବେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ପାଟରାକ୍ଷୀ ଲାଗି କରାଯାଇଛି । ଭୋଗମଣ୍ଡପ ଶେଷ ହେବା ପରେ ତିନିବାଡରେ ମଇଲମ୍ ଓ ମହାସ୍ନାନ…

ସୋମବାର ରାକ୍ଷୀ ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ଭୁବନେଶ୍ୱର : ଅଗଷ୍ଟ ୦୨:ସୋମବାର ରାକ୍ଷୀ ପୂର୍ଣ୍ଣିମା । ଖାଲି ମଣିଷ ନୁହଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ,…