Browsing Tag

Puri News

ଆସନ୍ତା କାଲି ଶ୍ରୀମନ୍ଦିର ବନ୍ଦ : ପବିତ୍ର ପଞ୍ଚକ ଉପଲକ୍ଷେ ଜଗା ଦର୍ଶନ ସମୟ ସୀମା ବୃଦ୍ଧି

ପୁରୀ: ନଭେମ୍ବର ୧୮: ମହାମାରୀ କୋଭିଡକୁ ନଜରେ ରଖି ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ । ପବିତ୍ର ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜଗା ଦର୍ଶନ ବ୍ୟବସ୍ଥା ସମୟରେ ସାମାନ୍ୟ ପରିବର୍ତ୍ତନ…

ଦୀପାବଳିରେ ଶ୍ରୀମନ୍ଦିର ବନ୍ଦ: ମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା

ପୁରୀ: ନଭେମ୍ବର ୦୧: ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ ସକାଶେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁସାରେ ଭକ୍ତିମାନେ…

ମମିତା ମେହେର ହତ୍ୟାକାଣ୍ଡ ଘଟଣା: ପୁରୀ ଓ ଜଗତସିଂହପୁରଠାରେ ବିଜେପିର ରାଲି

ପୁରୀ/ ଜଗତସିଂହପୁର: ଅକ୍‌ଟୋବର ୨୭: ଦିନକୁ ଦିନ ମମିତା ହତ୍ୟାକାଣ୍ଡ ମାମଲାରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ବଢ଼ି ବଢ଼ି ଚାଲୁଛି । ଗତକାଲି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସ ନବୀନ ନିବାସ…

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ୱର: ସେପ୍‌ଟେମ୍ବର ୧୭: ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଭିଡ଼ ହେବା ଆଶଙ୍କାରେ ନୂଆ ଏସ୍‌ଓପି ନିୟମ ଅନୁସାରେ ଶ୍ରୀମନ୍ଦିର ବନ୍ଦ କରାଯାଇଛି ।…

ପୁରୀ ସେବାୟତଙ୍କୁ ମିଳିବ ଘର: ଘର ନିର୍ମାଣ ପାଇଁ ପରିବାର ପିଛା ୨ଲକ୍ଷ ଟଙ୍କା

ଭୁବନେଶ୍ୱର: ଅଗଷ୍ଟ ୨୬: ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆସିଲା ଖୁସି ଖବର । ସେବାୟତ ପରିବାରଙ୍କୁ ମିଳିବ ଘର । ଏଥିପାଇଁ ୮ ଏକର ଜମିର ବ୍ୟବସ୍ଥା ମଧ୍ୟ କରାଯାଇଛି । ପରିବାର ପିଛା ୬ଶହ ବର୍ଗଫୁଟ ଜମି ମିଳିବା ସହିତ ଘର…

ଶ୍ରୀମନ୍ଦିର ଆଜି ଚାରିଘଣ୍ଟା ଭକ୍ତଙ୍କ ପାଇଁ ବନ୍ଦ

ଭୁବନେଶ୍ୱର: ଅଗଷ୍ଟ ୨୫ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି ହୋଇଥିବାରୁ ଆଜି ତିନି ଦିଅଁଙ୍କର ‘ବନକଲାଗି’ ରୀତିନୀତି ହେବାକୁ ଯାଉଛି । ଏହା ଏକ ଗୁପ୍ତ ନୀତି । ଏହି ନୀତି ସମୟରେ କୌଣସି ଭକ୍ତ ଠାକୁରଙ୍କୁ ଦର୍ଶନ…

ଖୋଲିଲା ଶ୍ରୀମନ୍ଦିରର, ଆଜିଠୁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର: ଅଗଷ୍ଟ ୨୩: ପ୍ରାୟ ୪ମାସର ବ୍ୟବଧାନ ପରେ ରାଜ୍ୟ ଓ ରାଜ୍ୟ ବାହାର ଭକ୍ତ ତଥା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ କଟକଣା ଯୋଗୁଁ ଦୀର୍ଘ ମାସ ଧରି ବନ୍ଦ…

ଆସନ୍ତା ୧୬ରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ଖୋଲିବ ସ୍ୱର୍ଗଦ୍ୱାର

ଭୁବନେଶ୍ୱର, ଅଗଷ୍ଟ ୧୪: ଦୀର୍ଘ ମାସର ବ୍ୟବଧାନ ପରେ ଆସନ୍ତା ୧୬ ତାରିଖରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ସ୍ୱର୍ଗଦ୍ୱାର ଖୋଲିବ ବୋଲି ପୁରୀ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କୋଭିଡ କଟକଣା ମଧ୍ୟରେ ଶବଦାହ…

ଆଜିଠୁଁ ପର୍ଯ୍ୟଟନଙ୍କ ପାଇଁ ଖୋଲିଲା ସୂର୍ଯ୍ୟ ମନ୍ଦିର

ଭୁବନେଶ୍ୱର: ଅଗଷ୍ଟ୨: କରୋନା ମହାମାରୀ ସକାଶେ ଗତ ତିନି ମାସରୁ ଊର୍ଦ୍ଧ୍ୱ ଦିନ ଧରି ବନ୍ଦ ଥିବା କୋଣାର୍କର ସୂର୍ଯ୍ୟ ମନ୍ଦିର ଆଜି ପର୍ଯ୍ୟଟନଙ୍କ ପାଇଁ ଖୋଲିଛି । ଗୋଟିଏ ଦିନରେ କେବଳ ୨ ହଜାର ପର୍ଯ୍ୟଟକ ମନ୍ଦିରକୁ ପ୍ରବେଶ…

ପୁରୀରେ ହେବ ନାହିଁ ମଦ୍ୟ କୁଡ଼ିଆ ଯୋଜନା

ଭୁବନେଶ୍ୱର: ଜୁଲାଇ ୩୦: ହିନ୍ଦୁମାନଙ୍କ ଧାର୍ମିକ ସହର ତଥା ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ବେଳାଭୂମିରେ ମଦ୍ୟ କୁଡ଼ିଆ ଯୋଜନା ପ୍ରତ୍ୟାହାର ହୋଇଛି । ରାଜ୍ୟର ଅନେକ ଛୋଟ ବଡ଼ ସଙ୍ଗଠନ ଏହି ଯୋଜନାକୁ ତୀବ୍ର ପତିବାଦ କରି ପୁରୀ…