୧୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଲେ: ଓଡ଼ିଶାରେ ମୋଟ ସୁସ୍ଥ ହେଲେଣି ୫୩୫୩ ଜଣ
ଭୁବନେଶ୍ୱର: ଜୁଲାଇ ୦୧: ଆଜି ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ରୁ ସର୍ବାଧିକ ୪୮, ଜଗତସିଂହପୁର ରୁ ୩୧, ବାଲେଶ୍ୱର ରୁ ୨୬ ଜଣ, କଟକ ରୁ ୨୫ ଜଣ, ଯାଜପୁର ରୁ ୧୨ ଜଣ, ଖୋର୍ଦ୍ଧା ରୁ ୧୨ ଜଣ, କେନ୍ଦ୍ରାପଡ଼ା ଓ…