Browsing Tag

newborn-in-india-in-2020

ନୂଆବର୍ଷର ପ୍ରଥମ ଦିନରେ ଭାରତରେ ଜନ୍ମନେଲେ ୬୯,୦୦୦ ଶିଶୁ

ସମୟ ଲାଇଭ,୨/୧: ୨୦୨୦ ବର୍ଷର ପ୍ରଥମ ଦିନରେ ସାରା ବିଶ୍ୱରେ ୩, ୮୬,୦୦୦ ଶିଶୁ ଜନ୍ମ ନେଇଥିବାବେଳେ ଭାରତରେ ୬୯,୦୦୦ ଶିଶୁ ଜନ୍ମ ନେଇଛନ୍ତି। ଏ ନେଇ ୟୁନିସେଫ୍ ସୂଚନା ଦେଇଛି। ମୋଟ ନବଜାତକଙ୍କ ମଧ୍ୟରୁ ସର୍ବାଧିକ ଭାରତରେ ଜନ୍ମ…