ରାଜ୍ୟରେ ବଢ଼ୁଛି ଅନ୍ଧବିଶ୍ୱାସ: ୫ ଜଣଙ୍କ ମୃତୁ୍ୟ ପରେ ଗାଁରେ ବୁଲିଲା ଚୌକି
ନବରଙ୍ଗପୁର: ୧୦ ଦିନରେ ଗୋଟିଏ ସାହିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର କାରଣ ଖୋଜିବା ପରିବର୍ତ୍ତେ ଗାଁ ଲୋକେ ଦିଶାରୀ (ଗୁଣିଆ) ଡାକି ଗ୍ରାମଦେବୀଙ୍କୁ ସ;ୁଷ୍ଟ କରିବା ପାଇଁ ପୂଜା କଲେ । ଘୁଷୁରୀ ଓ କୁକୁଡ଼ା ବଳି ଦେଲେ ।…