Feature କୁକୁରର ବିମାନ ଯାତ୍ରା Sep 20, 2021 ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ, ଯେଉଁଥିରେ ଲୋକମାନେ ନିଜ ପୋଷା ଜୀବଙ୍କ ପାଇଁ ଅନେକ କିଛି କରୁଥିବାର ଦେଖାଯାଇଥାଏ । ସେହିଭଳି ଏକ ଘଟଣା ଘଟିଛି ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ବିମାନରେ । ଏଥିରେ ଏକ…