Browsing Tag

Car Festival

ଆଜି ଶ୍ରୀଜିଉଙ୍କ ସୁନାବେଶ

ପୁରୀ: ଜୁଲାଇ ୨୧: ଆଉ ମାତ୍ର କିଛି ସମୟର ଅପେକ୍ଷା । ଦିବ୍ୟ ସୁନାଳଙ୍କାରରେ ଆପାଦ ମସ୍ତକ ମଣ୍ଡିତ ହୋଇ ଚତୁର୍ଦ୍ଧା ମୂର୍ତ୍ତି ଦିବ୍ୟ ରୂପକାନ୍ତିରେ ଭକ୍ତଙ୍କୁ ଦର୍ଶନ ଦେବେ । ଠାକୁରଙ୍କର ଏହି ରଥ ଉପରେ ସୁନାବେଶକୁ ବଡ଼ଚଢ଼ାଉ…

ରଥଯାତ୍ରା ପ୍ରସଙ୍ଗ; ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ

ଭୁବନେଶ୍ୱର :ଜୁନ ୨୧: ରଥଯାତ୍ରା ସଂପର୍କରେ ସୋମବାର ସୁପ୍ରିମକୋର୍ଟଙ୍କ ଚୁଡାନ୍ତ ରାୟ ଆସିବାକୁ ଥିବାବେଳେ ରବିବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ବିନା ଭକ୍ତରେ…

ଶଙ୍କରାଚାର୍ଯ୍ୟ ନୀତିକାନ୍ତି ନିଷ୍ପତ୍ତି ନେବେ : ଗଜପତି

ଭୁବନେଶ୍ୱର(ସବୁ୍ୟ) : ଜୁନ ୧୮:ରଥ ଯାତ୍ରାକୁ ବନ୍ଦ ନେଇ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେବ । କି;ୁ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ମାନିବାକୁ ପଡିବ । ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ହେବନି ପୁରୀ ରଥଯାତ୍ରା

ଭୁବନେଶ୍ୱର : ଜୁନ ୧୮:ଚଳିତ ବର୍ଷ ପୁରୀରେ ରଥଯାତ୍ରା ହେବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କର ଏହି ନିର୍ଦ୍ଦେଶ ଫଳରେ ରଥଯାତ୍ରା ହେବ କି ନହେବ ସେଥିନେଇ ଲାଗି ରହିଥିବା ଦ୍ୱନ୍ଦ ଏବେ ଦୂର…

ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ମାମଲା

By Papu Mohanty ଭୁବନେଶ୍ୱର : May 21:ପୁରୀ ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲାବେଳେ ଏଥିରେ କେନ୍ଦ୍ର ଓ ରାଜ୍ୟ…

ରଥଖଳାରେ ନିର୍ମାଣ ହେବ ରଥ; ଯାତ୍ରା ନିଷ୍ପତ୍ତି ନେବେ ରାଜ୍ୟସରକାର

Edited by Papu Mohanty ଭୁବନେଶ୍ୱର, (ସବୁ୍ୟ): 07/05:ରଥ ନିର୍ମାଣ ନେଇ କେନ୍ଦ୍ରସରକାର ରାଜ୍ୟକୁ ଦେଇଛନ୍ତି ସବୁଜ ସଙ୍କେତ । ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଓଡିଶା ମୁଖ୍ୟ ସଚିବଙ୍କୁ ଚିଠି ଲେଖି…