Browsing Tag

balanga asi

ପୁଣି ଖାକିରେ ଲାଗିଲା ଦାଗ: ବଳଙ୍ଗା ଥାନା ଏଏସଆଇ ଅଟକ

ସମୟ ଲାଇଭ,୩/୧: ପୁଣି ଖାକିରେ ଲାଗିଲା ଦାଗ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଚିତରଞ୍ଜନ ଦାଶଙ୍କୁ ଅଟକ…