BOLLIWOOD - Samaya Live

ଚର୍ଚ୍ଚାରେ ରଣବୀର
ରଣବୀର ସିଂ ବର୍ତ୍ତମାନ ଅନେକ କଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି କଥା ପାଇଁ ସେ ବିବାଦରେ ଥିବାବେଳେ କିଛି ପାଇଁ ଚର୍ଚ୍ଚାରେ । ନିକଟରେ କାନ୍ତାରା ଫିଲ୍ମକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଖୁବ ବିବାଦରେ ରହିଥିଲେ ରଣବୀର । ସେଥିରେ ଥିବା ଦେବୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହା ପରେ ଖୁବ ବିବାଦ ଘରେକୁ ଆସିଥିଲା । ବିବାଦ ବଢିବାରୁ ରଣବୀର କ୍ଷମା ମଧ୍ୟ ମାଗିଥିଲେ । ତେବେ କେବଳ ବିବାଦ ନୁହେଁ ନିଜର ଅପକମିଂ ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି ରଣବୀର । ଆଗକୁ ତାଙ୍କୁ ଫିଲ୍ମ ଧୁରନ୍ଦରରେ ଦେଖିବାକୁ ମିଳିବ, ଯାହାର ଆଗୁଆ ଟିକେଟ ବିକ୍ରି ସରିଛି । ଏହି ଫିଲ୍ମ ପାଇଁ ଆଗୁଆ ପାଖାପାଖି ୬୫ ହଜାରରୁ ଅଧିକ ଟିକେଟ ଆଗୁଆ ବିକ୍ରି ସରିଥିବା ଜଣା ପଡିଛି । ଫିଲ୍ମଟି ଡିସେମ୍ବର ୫ରେ ପରଦାକୁ ଆସୁଛି, ଯାହାକୁ ନେଇ ମେକର୍ସଙ୍କ ସହିତ ଫ୍ୟାନମାନେ ଖୁବ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମଟିକୁ ଆଦିତ୍ୟଧର ନିର୍ଦ୍ଦେଶନା ଦେଇଥିବାବେଳେ ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଆର୍‌ ମାଧବନ, ଅର୍ଜୁନ ରାମ୍ପପାଲ, ଅକ୍ଷୟ ଖାନ୍ନାଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି ।

ଘୁଞ୍ଚିଲା ଫିଲ୍ମ ଲାଲ୍‌ ସିଂ ଚଡାର ରିଲିଜ ଡେଟ୍‌
ମୁମ୍ବାଇ: ଫେବୃଆରୀ ୧୭: ନିକଟରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଲ ସିଂ ଚଡା ନିଜର ରିଲିଜ ଡେଟ୍‌ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି । ୩ ଖାନଙ୍କ ମଧ୍ୟରୁ ସବୁଠୁ ରାଗି ଖାନ୍‌ ଅର୍ଥାତ ହିଟ୍‌ ମେସିନ ଆମିର ଖାନ୍‌ ନିଜ ଅଭିନୀତ ପିଲ୍ମ ଲାଲ ସିଂ ଚଡାର ରିଲିଜ ଡେଟ ଘୁଞ୍ଚାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ନିର୍ଦ୍ଧାରିତ ଡେଟରେ ତେଲୁଗୁ ଷ୍ଟାର ୟାଶଙ୍କ ଅଭିନୀତ ଫିଲ୍ମ କେଜିଏଫ୍‌-୨ ରିଲିଜ ହେବାକୁ ଯାଉଛି । ତେବେ ଏହାକୁ ନଜରରେ ରଖି ପ୍ରଡକ୍ସନ ହାଉସ ଏହି ଫିଲ୍ମକ ଡେଟ୍‌ ଏପ୍ରିଲ ୧୪ ପରିବର୍ତ୍ତେ ଅଗଷ୍ଟ ୧୧କୁ ବାଛିଛନ୍ତି । କିନ୍ତୁ ଏହି ଡେଟରେ ମଧ୍ୟ ଖାଲି ନାହିଁ ଥିଏଟର । ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷା ବନ୍ଧନ ମଧ୍ୟ ସେମ୍‌ ଡେଟରେ ବଡ ପରଦାକୁ ଆସିବ । ତେବେ ଅକ୍ଷୟଙ୍କ ଫ୍ୟାନବେସ୍‌ ଲାଲ୍‌ ସିଂ ଚଡା ପାଇଁ ମଧ୍ୟ କଡା ଟକର ହେବ ବୋଲି ସିନେ ସମିକ୍ଷକମାନେ ମତ ଦେଉଛନ୍ତି । ତେବେ ଆଗ ପଛ ହୋଇ ଜନତାଙ୍କ ଆଗକୁ ଆସି ନିଜ ଭାଗ୍ୟ ପରଖୁଥିବା ଏହି ଫିଲ୍ମ ଗୁଡିକ କେତେ ଲୋକପ୍ରିୟ ହୋଇ ପାରୁଛି ତାହା ଦେଖିବାକୁ ବାକି ରହିଲା ।

ଚର୍ଚ୍ଚାରେ ଫିଲ୍ମ ଲାଲ୍‌ ସିଂ ଚଡ୍ଡ।
ମୁମ୍ବ।ଇ: ଜାନୁଆରୀ ୨୨: ବଲିଉଡ ଅଭିନେତ। ଅମିର ଖ।ନ ତ।ଙ୍କର ଫିଲ୍ମ ଲ।ଲ ସିଂହ ଚଡ୍ଡ। ପ।ଇଁ ଏବେ ଚର୍ଚ୍ଚ।ରେ । କରୋନ। ଭ।ଇରସ କ।ରଣରୁ ସ୍ଥିତିକୁ ଦୃଷ୍ଟିରେ ରଖି କୁହ।ଯ।ଉଥିଲ। ଯେ, ଫିଲ୍ମ ଲ।ଲ ସିଂହ ଚଡ୍ଡ। ଏପ୍ରିଲ ୧୪ରେ ସିନେମ। ହଲରେ ରିଲିଜ ହେବ ନ।ହିଁ । ଅନ୍ୟପଟେ ଗୁଜବ ହେଉଥିଲ। କି କେଜିଏଫ ଚ।ପ୍ଟର ୨ ପ।ଇଁ ଅମିର ଖ।ନ ନିଜର ଫିଲ୍ମର ରିଲିଜ୍ ତ।ରିଖ ବଦଳ।ଇ ପ।ରନ୍ତି। କ।ରଣ ଦୁଇଟି ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ସ।ମ୍ନ।କୁ ଆସୁଛି । କିନ୍ତୁ ଏବେ ଅମିର ଖ।ନ ଏହି ସବୁ ଗୁଜବ ଉପରେ ପୂର୍ଣ୍ଣଛେଦ ପକ।ଇ ଘୋଷଣ। କରିଛନ୍ତି ତ।ଙ୍କ ଫିଲ୍ମର ରିଲିଜ ତ।ରିଖ ବଦଳିବ ନ।ହିଁ। ଫିଲ୍ମ ନିର୍ଦ୍ଧ।ରିତ ତ।ରିଖରେ ହିଁ ରିଲିଜ୍ ହେବ।

ଲ।ଲ ସିଂହ ଚଡ୍ଡ। ରେ ଅମିର ଖ।ନଙ୍କ ସହିତ କରୀନ। କପୁର ନଜର ଆସିବେ। ଏହ। ଏକ ରୋମ।ଣ୍ଟିକ ଫିଲ୍ମ। ଏଥିରେ ଅମିର ଖ।ନ ଶିଖ ଭୂମିକ। ନିଭ।ଇଛନ୍ତି। ଅମିର ଖ।ନଙ୍କ ଏହି ଫିଲ୍ମ ହଲିଉଡର କ୍ଲ।ସିକ।ଲ ଫିଲ୍ମ ଫରେଷ୍ଟ ଗମ୍ପର ଅଫିସିୟ।ଲ ହିନ୍ଦୀ ରିମେକ ଅଟେ। ଏହି ଫିଲ୍ମ ଜରିଆରେ ଅମିର ଓ କରୀନ। ପରଦ।ରେ ତୃତୀୟ ଥର ପ।ଇଁ ଏକ।ସ।ଙ୍ଗରେ ନଜର ଆସିବେ। ପୂର୍ବରୁ ଦୁଇଟି ଫିଲ୍ମ ଥ୍ରୀ ଇଡିଅଟ, ଓ ତଲ।ସରେ ଏକ। ସ।ଙ୍ଗରେ ଦର୍ଶକଙ୍କ ସ।ମ୍ନ।କୁ ଆସିଛନ୍ତି ଏହି ଯୋଡି।