boots fashion - Samaya Live

ଫେରୁଛି ଟ୍ରେଣ୍ଡ
ଏଭଳି ଫ୍ୟାଶନ ଟ୍ରେଣ୍ଡ ରହିଛି ଯାହା ନବେ ଦଶକରେ ଖୁବ ପପୁଲାର ଥିଲା ଏବଂ ବର୍ତ୍ତମାନ ଏହା ପୁଣି ଫେରିବାରେ ଲାଗିଛି । ବର୍ତ୍ତମାନର ଯୁବପିଢି ଏହି ସବୁଟ୍ରେଣ୍ଡକୁ ଫଲୋ କରିବା ଆରମ୍ଭ କରିବାରେ ଲାଗିଛନ୍ତି । ଏହିଭଳି ଅନେକ ସ୍ନିକର ବ୍ରାଣ୍ଡ ବର୍ତ୍ତମାନ ଟ୍ରେଣ୍ଡକୁ ଫେରୁଛି । ଆସନ୍ତୁ ସେହିଭଳି କିଛି ସ୍ନିକର ସମ୍ପର୍କରେ ଜାଣି ପାରିବା ।

ନରମକୋର

ଏହା ନବେଦଶକର ଖୁବ ଷ୍ଟାଇଲିସ ସହିତ ପପୁଲାର ସ୍ନିକର ବ୍ରାଣ୍ଡ । ଏହାର ୟୁନିକ ଡିଜାଇନ ସବୁବେଳେ ଏହାକୁ ସ୍ବତନ୍ତ୍ର କରିଥାଏ । ଏହି ସ୍ନିକରକୁ ଯେ କୌଣସି ଡ୍ରେସ ପେୟାର ଯେପରି ଜିନ୍ସ, ଟ୍ରାଉଜର, ସ୍କର୍ଟ ଆଦିରେ ପିନ୍ଧା ଯାଇପାରିବ । ଏହାର ଏହିଗୁଣ କାରଣରୁ ବର୍ତ୍ତମାନର ଯୁବପିଢି ଏହାକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହା ଖୁବ ଭଲ ରିଫ୍ରେସିଭ ଭାଇବ ଦେଇଥାଏ ତେଣୁ ଆଜିକାଲିର ଜେନେରେସନ ଏହାକୁ ପସନ୍ଦ କରିବାରେ ଲାଗିଛନ୍ତି ।

ରେଟ୍ରୋ ସୋକର ସ୍ନିକର

ଏହି ସ୍ନିକରକୁ ବିଶେଷଭାବେ କ୍ଲାସିକ ଫୁଟବଲ ବୁଟ୍ସରୁ ପ୍ରେରଣା ନେଇ ନିର୍ମାଣ କରାଯାଇଛି । ବିଶେଷଭାବେ ୭୦ ଦଶକରେ ଯେଉଁ ପ୍ରକାରର ସ୍ନିକର ପିନ୍ଧୁଥିଲେ ସେଥିରୁ ପ୍ରେରଣା ନେଇ ଏହାକୁ ନିର୍ମାଣ କରାଯାଇଛି ।ଏହା ପିନ୍ଧିବାକୁ ଖୁବ ସଫ୍ଟ ଥିବାବେଳେ ଏହାର ଡିଜାଇନ ଖୁବ ଭଲ ହୋଇଥାଏ । ଏହାକୁ ସବୁପ୍ରକାର ଲୋକ ପିନ୍ଧିବାକୁ ପସନ୍ଦ କରିଥାଆନ୍ତି । ଏହାର ଡିଜାଇନ ଗୁଡିକ ଖୁବ ୟୁନିକ ଓ ହଟକେ ହୋଇଥାଏ ।

ଅଲଟ୍ରା ଚଙ୍କି ସ୍ନିକର

ଏହାର ଆଉ ଏକ ଭିନ୍ନ ନାମ ରହିଛି ଯାହାହେଲା ଡାଡ୍ ସୁ । ଏହା ସ୍ନିକର ଡିଜାଇନର ଲାଉଡେଷ୍ଟ ପାର୍ଟ । ଏହି ସ୍ନିକର ଗୁଡିକ ଖୁବ ବୋଲ୍ଡ ଡିଜାଇନକୁ ରିପ୍ରେଜେଣ୍ଟ କରିଥାଏ । ଏହା ଫ୍ୟାଶନ ସହିତ ରେଟ୍ରୋ ଆଥଲେଟିକ୍ ଇନ୍ଫ୍ଲୁଏନ୍ସକୁ ସାମିଲ କରିଥାଏ ।

କାନଭାସ ବୁଟି ସ୍ନିକର

ଏହା ଏକ ଅତି ସରଳ କାନଭାସ ସୁ ଓ ଲାଇଟ ୱେଟ ବୁଟର କମ୍ପିନେସନ ହୋଇଥାଏ । ଏହି ସ୍ନିକର ଗୁଡିକ ବେଶ୍ ପ୍ରାଟିକାଲ, ଷ୍ଟାଇଲିସ ଓ ଭର୍ସାଟାଇଲ ହୋଇଥାଆନ୍ତି । ଏହା ଯେଉଁମାନେ ରିଲାକ୍ସ ହେବାପାଇଁ ସ୍ନିକର ପିନ୍ଧନ୍ତି ସେମାନଙ୍କ ପାଇଁ ଏହା ଖୁବ ଭଲ ଅପସନ ହୋଇଥାଏ ।