Delhi NCR - Samaya Live

ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଦେବେ ଦିଲ୍ଲୀ ସରକାର
ଦିଲ୍ଲୀ: ଦିଲ୍ଲୀର ଏନସିଆରରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଗ୍ରେପ ଷ୍ଟେଜ-୩ ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅଧିନରେ ଦିଲ୍ଲୀରେ ଚାଲୁଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । ଏହାର ସିଧାସଳଖ ପ୍ରଭାବ ଶ୍ରମିକମାନଙ୍କ ଉପରେ ପଡ଼ିଛି । ଘର, ଅଟ୍ଟାଳିକା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯିବା ଫଳରେ ସେମାନଙ୍କ ରୋଜଗାରର ପନ୍ଥା ଚାଲିଯାଇଛି । ଏଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ସହାୟତା ରାଶି ମୁତାବକ ଦିଲ୍ଲୀର ପଞ୍ଜିକୃତ ଶ୍ରମିକଙ୍କୁ ୫ ହଜାର ଟଙ୍କା ଦିଆଯିବ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟର ଶ୍ରମମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦେଶ ଦେ ଇସାରିଛନ୍ତି । ପୂର୍ବରୁ ଏହିଭଳି ପ୍ୟାକେଜ କୋଭିଡ-୧୯ ସମୟରେ ମଧ୍ୟ ଦିଲ୍ଲୀ ସରକାର ଶ୍ରମିକମାନଙ୍କୁ ଯୋଗାଇଛନ୍ତି ।

ସୂଚନା ଥାଉଯେ, ଏନସିଆରରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢ଼ିଚାଲିଛି । ଫଳରେ ଧୀରେ ଧୀରେ ପବନର ଗୁଣବତ୍ତା ଖରାପ ହେବାରେ ଲାଗିଛି । ଏଠାରେ ଏୟାର କ ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୟୁଆର ଲଗାତର ଭାବେ ବଢିବାରେ ଲାଗିଛି ।

ଫ୍ଲିପ୍‌କାର୍ଟରୁ ବିଷ କିଣି କଲେ ଆତ୍ମହତ୍ୟା, କମ୍ପାନୀର ନିର୍ଦ୍ଦେଶକ ଏବଂ ପରିଚାଳକ ଗିରଫ
ଦିଲ୍ଲୀ : ଜାନୁଆରୀ ୦୪: ଗାଜିଆବାଦର ଜଣେ ବ୍ୟକ୍ତି ଫ୍ଲିପ୍‌କାର୍ଟରୁ ବିଷ ମଗାଇ ଆତ୍ମହତ୍ୟା କରିବା ପରେ କମ୍ପାନୀର ନିର୍ଦ୍ଦେଶକ ଏବଂ ପରିଚାଳକଙ୍କୁ ପୋଲିସ ଗିରଫ କରିଛି । ଏନେଇ ମୃତକଙ୍କ ଭାଇ ଗାଜିଆବାଦ କୋର୍ଟରେ କମ୍ପାନୀ ନାମରେ କେସ୍‌ କରିଥିଲେ । କୋର୍ଟର ଆଦେଶରେ ପୋଲିସ ଗିରଫ କରିଥିଲା ।

ସୂଚନା ଅନୁସାରେ, କ୍ୟାବ୍‌ ଡ୍ରାଇଭର୍‌ ଅବ୍‌ଦୁଲ ବାହିଦ୍‌ ୧୦ ଡିସେମ୍ବରରେ ୧୯୯ ଟଙ୍କା ଦେଇ ଫ୍ଲିପ୍‌କାର୍ଟରୁ ସଲ୍‌ଫସ୍‌ ମଗାଇଥିଲେ । ଏହାର ୬ଦିନ ପରେ ତାହାକୁ ଖାଇ ଆତ୍ମହତ୍ୟା କରିଥିଲେ । ଏହାପରେ ମସୁରୀରେ ରହୁଥିବା ତାଙ୍କ ସାନ ସହୀଦ୍‌ କୋର୍ଟରେ ଫ୍ଲିପ୍‌କାର୍ଟ କମ୍ପାନୀର ନିଦ୍ଦେର୍ଶକ ଏବଂ ସ୍ଥାନୀୟ ପରିଚାଳକଙ୍କ ନାମରେ କେସ୍‌ ଦାୟକ କରିଥିଲେ । ଏହାସହିତ ସେ ଗାଜିଆବାଦ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସାନ ଭାଇ ସହୀଦ୍‌ଙ୍କ ସୂଚନା ଅନୁସାରେ, ତାଙ୍କ ଭାଇ କ୍ୟାବ୍‌ ଚଳାଇ ଗୁଜୁରାଣ ମେଣ୍ଟଉଥିଲେ । ଲକ୍‌ଡାଉନ୍‌ ଫଳରେ ସେ ଅର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏଥିରେ ତାଙ୍କର ମାନସିକ ପ୍ରଭାବିତ ହୋଇଥିଲା ଏବଂ ସେ ଆତ୍ମହତ୍ୟ କରିଥିଲେ । ଏହାପରେ କୋର୍ଟ ଅଣଉଦ୍ଦ୍ୟେଶମୂଳକ ହତ୍ୟା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସକୁ ଆଦେଶ ଦେଇଥିଲା । ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି ।