movie - Samaya Live

ରିଲିଜ ପାଇଁ ପ୍ରସ୍ତୁତ ମିଶନ୍‌ ମଜନୁ
ନୂଆଦିଲ୍ଳୀ: ମାର୍ଚ୍ଚ ୦୯: ବର୍ତ୍ତମାନ କରୋନା ହ୍ରାସ ପାଇବା ପରେ ଶତ ପ୍ରତିଶତ କ୍ଷମତାରେ ସିନେମା ହଲ୍ ଗୁଡିକ ଖୋଲିଛି । ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଫିଲ୍ମ ରିଲିଜ୍ କରିବାକୁ ମଧ୍ୟ ଘୋଷଣା କରୁଛନ୍ତି । ଏହି ତାଲିକାରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦନଙ୍କ ଆଗାମୀ ଚଳଚ୍ଚିତ୍ର ମିଶନ୍ ମଜନୁର ରିଲିଜ୍ ତାରିଖ ସ୍ଥିର କରାଯାଇଛି। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁବାଲାର ଆର୍ଏସ୍ବିପି ଏବଂ ଗିଲ୍ଟି ବାଏ ଆସୋସିଏସନ୍ ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମଟି ୧୦ ଜୁନ୍ ୨୦୨୨ରେ ସିନେମାଘରେ ରିଲିଜ୍ ହେବ । ଶାନ୍ତନୁ ବାଗଚିଙ୍କ ଦ୍ୱାରା ନିର୍ଦ୍ଦେଶିତ ମିଶନ୍ ମଜନୁଙ୍କ କାହାଣୀଟି ୧୯୭୦ ଦଶକର ଏକ ଆକର୍ଷଣୀୟ ଥ୍ରୀଲର୍ ଅଟେ, ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ପାକିସ୍ତାନୀ ମାଟିରେ ଏକ ଗୁପ୍ତ ଅପରେସନ୍ ଚଳାଇଥିବେ। ଏକ୍ସପ୍ରେସନ୍ କୁଇନ୍ ଭାବରେ ଜଣାଶୁଣା ରଶ୍ମିକାଙ୍କୁ ପ୍ରଥମ ଥର ପାଇଁ ସିଦ୍ଧାର୍ଥଙ୍କ ସହ ବଡ ପରଦାରେ ଦେଖିବାକୁ ମିଳିବ । ଏହା ହେଉଛି ରଶ୍ମିକା ମନ୍ଦନାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ।

ଘୁଞ୍ଚିଲା ଫିଲ୍ମ ଲାଲ୍‌ ସିଂ ଚଡାର ରିଲିଜ ଡେଟ୍‌
ମୁମ୍ବାଇ: ଫେବୃଆରୀ ୧୭: ନିକଟରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଲ ସିଂ ଚଡା ନିଜର ରିଲିଜ ଡେଟ୍‌ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି । ୩ ଖାନଙ୍କ ମଧ୍ୟରୁ ସବୁଠୁ ରାଗି ଖାନ୍‌ ଅର୍ଥାତ ହିଟ୍‌ ମେସିନ ଆମିର ଖାନ୍‌ ନିଜ ଅଭିନୀତ ପିଲ୍ମ ଲାଲ ସିଂ ଚଡାର ରିଲିଜ ଡେଟ ଘୁଞ୍ଚାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ନିର୍ଦ୍ଧାରିତ ଡେଟରେ ତେଲୁଗୁ ଷ୍ଟାର ୟାଶଙ୍କ ଅଭିନୀତ ଫିଲ୍ମ କେଜିଏଫ୍‌-୨ ରିଲିଜ ହେବାକୁ ଯାଉଛି । ତେବେ ଏହାକୁ ନଜରରେ ରଖି ପ୍ରଡକ୍ସନ ହାଉସ ଏହି ଫିଲ୍ମକ ଡେଟ୍‌ ଏପ୍ରିଲ ୧୪ ପରିବର୍ତ୍ତେ ଅଗଷ୍ଟ ୧୧କୁ ବାଛିଛନ୍ତି । କିନ୍ତୁ ଏହି ଡେଟରେ ମଧ୍ୟ ଖାଲି ନାହିଁ ଥିଏଟର । ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷା ବନ୍ଧନ ମଧ୍ୟ ସେମ୍‌ ଡେଟରେ ବଡ ପରଦାକୁ ଆସିବ । ତେବେ ଅକ୍ଷୟଙ୍କ ଫ୍ୟାନବେସ୍‌ ଲାଲ୍‌ ସିଂ ଚଡା ପାଇଁ ମଧ୍ୟ କଡା ଟକର ହେବ ବୋଲି ସିନେ ସମିକ୍ଷକମାନେ ମତ ଦେଉଛନ୍ତି । ତେବେ ଆଗ ପଛ ହୋଇ ଜନତାଙ୍କ ଆଗକୁ ଆସି ନିଜ ଭାଗ୍ୟ ପରଖୁଥିବା ଏହି ଫିଲ୍ମ ଗୁଡିକ କେତେ ଲୋକପ୍ରିୟ ହୋଇ ପାରୁଛି ତାହା ଦେଖିବାକୁ ବାକି ରହିଲା ।

ବର୍ଷିଲେ କଙ୍ଗନା
ମୁମ୍ବାଇ: ସେପ୍‌ଟେମ୍ବର ୪ : କଙ୍ଗନାଙ୍କ ସିନେମା ‘ଥଲାଇବାର’ ରିଲିଜ୍‌ ଅନେକ ଦିନ ଧରି ଅଟକି ରହିଛି । ଯାହାକୁ ନେଇ କଙ୍ଗନା ବେଶ୍‌ ଚିନ୍ତାରେ ଅଛନ୍ତି । ଅନେକ ଥର କଙ୍ଗନା ସିନେମାର ରିଲିଜ୍‌କୁ ନେଇ ଅପିଲ୍‌ ମଧ୍ୟ କରିଛନ୍ତି । ସେହିଭଳି ନିଜ ସିନେମାର ପ୍ରମୋସନ ନକରିପାରିବାରୁ ଇନଷ୍ଟାଗ୍ରାମ ଉପରେ ବର୍ଷିଛନ୍ତି କଙ୍ଗନା । ସୂଚନା ଅନୁସାରେ କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟର ବାୟୋରେ ଥଲାଇବା ଟ୍ରେଲର ଲିଙ୍କ ସେୟାର କରିବାକୁ ଚାହୁଁଥିଲେ । ହେଲେ ଏହା ହୋଇପାରିଲା ନାହିଁ । ତେଣୁ କଙ୍ଗନା ନିଜର ଅସନ୍ତୋଷ ଜାହିର କରିଛନ୍ତି । ସେ ଏକ ପୋଷ୍ଟ ସେୟାର କରି ଇନ୍‌ଷଫାଗ୍ରାମକୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ତାଙ୍କ ଆକାଉଣ୍ଟ ଭେରିଫାଏଡ୍‌ ଆକାଉଣ୍ଟ ଯାହାର ଅର୍ଥ ଆକାଉଣ୍ଟରେ ତାଙ୍କର ହକ ଅଛି । ହେଲେ ତାଙ୍କୁ ନିଜ ସିନେମାର ଟ୍ରେଲର ଲିଙ୍କ ସେୟାର କରିବାକୁ ଅନୁମତି ଦରକାର ହେଉଛି । ଏତେ ବର୍ଷ ପରିଶ୍ରମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ମଧ୍ୟ ଏଭଳି ବ୍ୟବହାର । ଏହାସହ କଙ୍ଗନା କହିଛନ୍ତି କି ତାଙ୍କୁ ବର୍ତ୍ତମାନ ଇଂରେଜ ଶାସନ ଭଳି ଅନୁଭୂତି ହେଉଛି । କଙ୍ଗନା ଇନ୍‌ଷଫାସହିତ ସିନେମା ପ୍ରଯୋଜକଓ ମଲଫିପ୍ଲେକ୍ସ ଟିଏଟର୍‌ସଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ।