testy food - Samaya Live

ସୁସ୍ବାଦୁ ୨୫
୨୦୨୫ ମସିହାରେ ସୋସିଆଲ ମିଡିଆର ଭାଇରାଲ ତାଲିକାରେ ସାମିଲ ହୋଇଥିଲା ଅନେକ ଖାଇବା, ଯେଉଁଗୁଡିକୁ ସମସ୍ତେ ଥରେଥରେ ଖାଉଥିବାର ଦେଖିବାକୁ ମିଳିଥିଲା । ଏଥିରେ କିଛି ଖାଇବା ଅତରଙ୍ଗୀ ଥିବାବେଳେ କିଛି ଥିଲା ବେଶ ସୁସ୍ବାଦୁ ଓ ସ୍ବାସ୍ଥ୍ୟକର । ଆସନ୍ତୁ ସେହିଭଳି କିଛି ବ୍ୟଞ୍ଜନ ସମ୍ପର୍କରେ ଅଳ୍ପରେ ଜାଣିବା, ୨୦୨୫ରେ ଟ୍ରେଣ୍ଡ ସାଜିଥିଲା ।

ମାଚା

୨୦୨୫ରେ ଗୋଟିଏ ଡ୍ରିଙ୍କ ଯାହା ସାରା ବର୍ଷ ଟ୍ରେଣ୍ଡରେ ଥିଲା ତାହା ହେଉଛି ମାଚା ଡ୍ରିଙ୍କ । ଏହା କଫିର ସ୍ବାସ୍ଥ୍ୟକର ବିକଳ୍ପ ଭାବେ ବ୍ୟବହାର କରାଯାଇଥିଲା । ଏହାକୁ ଅନେକ ପ୍ରକାରରେ ଲୋକ ପିଇବା ଆରମ୍ଭ କରିଥିଲେ । ଅନ୍ୟଦେଶ ଭଳି ଭାରତରେ ମଧ୍ୟ ଏହା ଖୁବ ଆଦୃତ ହୋଇଥିଲା । ଏହାର ଗ୍ରୀନ ରଙ୍ଗ ବିଶେଷଭାବେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଏହାର ବିଭିନ୍ନ ଭର୍ସନ ଯେପରି କପକେକ, କଫି, କୋଲ୍ଡକଫି ଭଳି ଖାଦ୍ୟ ଓ ପାନୀୟକୁ ଲୋକଙ୍କ ଭଲପାଇବା ମିଳିବାରେ ଲାଗିଲା । ଯାହା ଏହାକୁ ୨୦୨୫ ବର୍ଷର ଷ୍ଟାର ଫୁ଼ଡ ବନେଇ ଦେଇଥିଲା ।

ଚିପ୍ସ

ଆଉଏକ ଟ୍ରେଣ୍ଡ ସବୁଠାରେ ଦେଖିବାକୁ ମିଳିଥିଲା ତାହା ହେଉଛି ବିୱାଇଓସି ବା ବ୍ରିଙ୍ଗ୍ ୟୋର ଓନ ଚିପ୍ସ । ଏହି ଟ୍ରେଣ୍ଡରେ ଗ୍ରାହକଙ୍କୁ ନିଜ ପସନ୍ଦର ଏକ ଚିପ୍ସ ପ୍ୟାକେଟ ଦୋକାନରେ ଦେବାକୁ ହୋଇଥାଏ ଯେଉଁଥିରେ ଦୋକାନୀ ଗ୍ରାହକଙ୍କ ପସନ୍ଦ ହିସାବରେ ଚିକେନ, ସସ୍, ଚିଜ, ବିଭିନ୍ନ ପରିବା ଆଦି ମିଶାଯାଇଥାଏ । ଏହା ଖାଇବାକୁ ଖୁବ ସ୍ବାଦିଷ୍ଟ ହୋଇଥାଏ । ଏହାର ଖୁବ କ୍ରେଜ ବିଗତ ବର୍ଷରେ ଦେଖିବାକୁ ମିଳିଥିଲା । ଅନେକ ଗ୍ରାହକ ଏହି ଖାଦ୍ୟର ମଜା ଉଠାଇଥିଲେ । ଏପରିକି ଅନେକ ନୂଆ ଲୋକ ଏହାକୁ ବ୍ୟବସାୟ ଭଳି ମଧ୍ୟ ଆରମ୍ଭ କରିଥିଲେ, ଯାହା ମଧ୍ୟ ଖୁବ ଟ୍ରେଣ୍ଡିଂ ପାଲଟିଥିଲା । ସାଧାରଣ ଚିପ୍ସ ପ୍ୟାକେଟକୁ ଏକ ନୂଆ ରୂପ ଏହି ଟ୍ରେଣ୍ଡ କାରଣରୁ ମିଳିଥିଲା ।

କଙ୍ଗାରୁ ବିରିୟାନୀ

ଇଣ୍ଟରନେଟରେ ବିଗତ ବର୍ଷ ଗୋଟିଏ ଖାଦ୍ୟ ଉପରେ ଖୁବ ଆଲୋଚନା ଓ ବିବାଦ ଦେଖିବାକୁ ମିଳିଥିଲା, ଯାହା ହେଲା କଙ୍ଗାରୁ ବିରିୟାନୀ । ଏହି ବିରିୟାନୀ ସମ୍ପର୍କରେ ଜଣେ ଫୁଡ ବ୍ଲଗର ନିଜ ଭିଡିଓରେ ଅପଲୋଡ କରିବାପରେ ଏହା ଚର୍ଚ୍ଚାକୁ ଆସିଥିଲା । ଏହି ବିରିୟାନୀକୁ ସାଧାରଣ ବିରିୟାନୀ ପ୍ରକ୍ରିୟାରେ ସମସ୍ତ ମସଲା ବ୍ୟବହାର କରି ପ୍ରସ୍ତୁତ କରାଯାଇଥିଲା । ଏହାକୁ କିଛି ଲୋକ ପସନ୍ଦ କରିଥିବାବେଳେ କିଛି ନାପସନ୍ଦ କରୁଥିବାର ଦେଖିବାକୁ ମିଳିଥିଲା, ହେଲେ ଡିସ୍ଟି ନିଜର ୟୁନିକନେସ ପାଇଁ ଟ୍ରେଣ୍ଡରେ ରହିଥିଲା ।

ପାମ୍ପଡ ଅମଲେଟ

ସାଧାରଣ ଅଣ୍ଡା ଅମଲେଟ ଏଥର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା, ଯାହାର ନାଁ ଥିଲା ପାମ୍ପଡ ଅମଲେଟ । ଏହାକୁ ଟିକେ ଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଇଥିଲା । ସାଧାରଣ ତେଲରେ ପାମ୍ପଡକୁ ପକାଇ ଏହା ଉପରେ ଅଣ୍ଡା, କଟା ପିଆଜ, ଲଙ୍କା, ଚିଜଦେଇ ତାକୁ ଟାକୋ ଭଳି ଆକାର ଦେବାପରେ ପ୍ରସ୍ତୁତ ହୋଇଯାଉଥିବା ପାମ୍ପଡ ଅମଲେଟ । ଏହା ଖୁବ ସ୍ବାଦିଷ୍ଟ ସହ ଛୋଟ ଛୁଆଙ୍କର ପ୍ରଥମ ପସନ୍ଦ ପାଲଟିଥିବା ଦେଖଇବାକୁ ମିଳିଥିଲା ।

ଖେଚୁଡି ପରଟା

ଇଣ୍ଟରନେଟର ୨୦୨୫ର ଆଉ ଏକ ଭାଇରାଲ ଖାଇବା ଥିଲା ଖେଚୁଡି ପରଟା । ଖେଚୁଡିକୁ ବିଭିନ୍ନ ପ୍ରକାର ମସଲା ଦେଇ ଆଳୁଭଳି ପରଟା ଭିତରେ ଦେଇ ଏହାକୁ ପ୍ରସ୍ତୁତ କରାଯାଇଥିଲା । ତେବେ ଏହା ଜିରୋ ୱେଷ୍ଟ କାଟାଗୋରୀରେ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଥିଲା । ଅନେକଙ୍କ ସୋସିଆଲ ମିଡିଆରେ ଏହି ପରଟା ପ୍ରସ୍ତୁତିର ଭିଡିଓ ଦେଖିବାକୁ ମିଳିଥିଲା । ଲୋକମାନେ ଏହାକୁ ଖୁବ ପସନ୍ଦ କରିଥିଲେ ।

ଲାଉ ମୋମୋ

ମୋମୋର ଏକ ହେଲ୍ଦି ଭର୍ସନ ୨୦୨୫ରେ ଦେଖିବାକୁ ମିଳିଥିଲା । ସେଫ୍ ନେହା ଦିପକ  ଲାଉ ମୋମୋ ପ୍ରସ୍ତୁତ କରି ଏହାର ଭିଡିଓ ଅପଲୋଡ କରିଥିଲେ, ଯାହା ପରେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଥିଲା । ସମସ୍ତେ ଏହାକୁ ଖୁବ ପସନ୍ଦ କରିବାରେ ଲାଗିଥିଲେ । ଯେଉଁମାନେ ସ୍ବାସ୍ଥ୍ୟକୁ ଧ୍ୟାନ ଦିଅନ୍ତି ସେମାନଙ୍କ ପାଇଁ ଏହା ମୋମୋ ଖାଇବାର ଏକ ସ୍ବାସ୍ଥ୍ୟକର ବିକଳ୍ପ ଭାବେ ଉଭା ହୋଇଥିଲା ।

ଆମିଷ ନଡିଆ କେକ
ସାମଗ୍ରୀ - ମଇଦା ୧କପ, ଅଣ୍ଡା ୨ଟି, ଚିନି ଅଧାକପ, କ୍ଷୀର ଅଧାକପ, ରିଫାଇନ ତେଲ ଅଧାକପ, ବେକିଂ ପାଉଡର ୧ ଚାମଚ, ଭାନିଲା ଏସେନ୍ସ ୧ ଚାମଚ, ଲୁଣ, ନଡିଆ କୋରା ୨କପ ।
ପ୍ରଣାଳୀ - ମଇଦା ସହିତ ବେକିଂ ପାଉଡରକୁ ଭଲଭାବରେ ମିଶାନ୍ତୁ । ନଡିଆ କୋରାରେ ଦୁଇଟି ଅଣ୍ଡା ଭାଙ୍ଗି ଭଲକରି ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ତେଲ, କ୍ଷୀର, ଏସେନ୍ସ, ଲୁଣ, ଚିନି ମିଶାଇ ଫେଣ୍ଟନ୍ତୁ । ଶେଷରେ ମିଶ୍ରଣରେ ମଇଦା ପକାଇ ଫେଣ୍ଟନ୍ତୁ । ଏହାପରେ ଓଭେନ୍‌ରେ ଘିଅ ମାରି ମିଶ୍ରଣକୁ ଢାଳନ୍ତୁ । କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆମିଷ ନଡିଆ କେକ ।

ଆମ୍ବ ଜାମୁନ୍‌ ଫିରନୀ
ସାମଗ୍ରୀ - ୨୫୦ଗ୍ରାମ ଆମ୍ବର ବହଳିଆ ରସ, ୨ଗ୍ରାମ ଗୁଜୁରାତି ଗୁଣ୍ଡ, ୨୦୦ଗ୍ରାମ ଖୀର, ପୂର୍ବ ପ୍ରସ୍ତୁତ ଗୋଲାପ ଜାମୁ , ଏକ ଗ୍ରାମ ପେସ୍ତା, ୨୫୦ ଗ୍ରାମ ଚାଉଳ, ୩୫୦ ଗ୍ରାମଚିନି ।
ପ୍ରଣାଳୀ - ପ୍ରଥମେ ଚାଉଳକୁ ବତୁରାଇ ଧୋଇନିଅନ୍ତୁ । ଏହାପରେ ଖୀର ଗରମ କରନ୍ତୁ, ଏଥିରେ ଚାଉଳ ମିଶାଇ ଏହାକୁ ରାନ୍ଧନ୍ତୁ । ଏହାକୁ ସିଝିବାକୁ ଦିଅନ୍ତୁ । ପରେ ଏଥିରେ ଚିନି ମିଶାନ୍ତୁ । ଚିନି ଗୋଳାଇବା ପରେ ଏଥିରେ ଆମ୍ବରସ ଓ ଗୁଜୁରାତି ଗୁଣ୍ଡ ମିଶାନ୍ତୁ । କିଛି ସମୟ ପରେ ଏହାକୁ ନିଆଁରୁ କାଢି ଥଣ୍ଡା କରିବା ପରେ ଫ୍ରିଜ୍‌ରେ ରଖନ୍ତୁ । ଏହି ଥଣ୍ଡା ଫିରିନ୍‌କୁ କାଢି ସେଥିରେ ଗୋଲାପଜାମୁ ଓ ପେସ୍ତା ବାଦାମ ପକାଇ ପରଷନ୍ତୁ ମ୍ୟାଙ୍ଗୋ ଜାମୁନ୍‌ ଫିରିନ୍‌ ।

କ୍ରିମି ମସରୁମ୍‌ ଚିକେନ୍‌
ସାମଗ୍ରୀ- ୨୫୦ ଗ୍ରାମ ଚିକେନ୍‌, ଏକ ଚାମଚ ମିକ୍ସ ହର୍ବ, ଏକ ଚାମଚ ଲେମନ ପେପର, ଏକ ଚାମଚ ଅଲିଭ୍‌ ଅଏଲ୍‌, ଅଧା ଚାମଚ ରସୁଣ ପେଷ୍ଟ, ଗୋଟିଏ କଟା ପିଆଜ, କଟା ହୋଇଥିବା ବଟ୍‌ନ ଛତୁ, ଅଧା କପ କ୍ରିମ୍‌, ଅଧା କପ ଖୀର, ଏକ ଚାମଚ ସୋରିଷ ସସ୍‌, ଗୋଟିଏ ଚାମଚ ପାମେସାନ୍‌ ଚିଜ୍‌ (ଗ୍ରେଟେଡ୍‌), ଏକ ଚାମଚ ପାର୍ସଲେ (କଟା) ।
ପ୍ରଣାଳୀ- ପ୍ରଥମେ ଚିକେନ୍‌କୁ ମିକ୍ସ ହର୍ବ, ଲେମନ୍‌ ପେପର, ଅଲିଭ ତେଲ, ରସୁଣ ପେଷ୍ଟ ପକାଇ ଗୋଳାଇ ଅଲଗା ରଖନ୍ତୁ । ଏହାପରେ ପ୍ୟାନ୍‌ରେ ଅଲିଭ ତେଲ ପକାଇ ଏଥରେ କିଛି ରସୁଣ ପେଷ୍ଟ ପକାନ୍ତୁ । ତାପରେ ଏଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜିହେବା ପରେ ଏଥିରେ କଟା ହୋଇଥିବା ଛତୁ ପକାନ୍ତୁ ଏବଂ କିଛି ସମୟ ପାଇଁ ହାଇ ଫ୍ଲେମ୍‌ରେ ଭାଜନ୍ତୁ । କିଛି ସମୟ ଭାଜିବା ପରେ ଏଥିରେ ସୋରିଷ ପେଷ୍ଟ ପକାଇ କସନ୍ତୁ । ଏହାପରେ ଏଥିରେ ଲୁଣ ଏବଂ କ୍ରିମ ଓ ଖୀର ମିଶ୍ରଣକୁ ପକାନ୍ତୁ । ଏହାକୁ ୨ରୁ ୩ମିନିଟ୍‌ କସନ୍ତୁ । ଏହାପରେ ଚିଜ୍‌ ଓ ପାର୍ସଲେ ପକାଇ ଗୋଳାନ୍ତୁ । ଛତୁ ନରମ ହୋଇଯିବା ପରେ ପ୍ରସ୍ତୁତ ହୋଇଗଲା ମସରୁମ ସସ୍‌ । ଗ୍ରିଲ୍‌ ଚିକେନ୍‌ ପ୍ରସ୍ତୁତ କରିବା ପାଇଁ ଏ ଗ୍ରିଲ୍‌ ପ୍ୟାନ ପ୍ରସ୍ତୁତ କରନ୍ତୁ ଏବଂ ଏଥିରେ ଆଗରୁ ମ୍ୟାରିନେଟ୍‌ ହୋଇ ରହିଥିବା ଚିକେନ୍‌ ରଖନ୍ତୁ । ଏହାକୁ ୩ରୁ ୪ ମିନିଟ୍‌ ଧରି ସଠିକ୍‌ ଢଙ୍ଗରେ ଗ୍ରିଲ୍‌ କରନ୍ତୁ । ଏହାପରେ ସର୍ଭିଙ୍ଗ ପ୍ଲେଟ୍‌ରେ ମସରୁମ୍‌ ସସ୍‌ ଢାଳନ୍ତୁ ଏଥିରେ ଗ୍ରିଲï ଚିକେନ୍‌ ପକାଇ ପରଷନ୍ତୁ କ୍ରିମି ମସରୁମ୍‌ ଚିକେନ୍‌ ।

ପଣସକଠା କୋର୍ମା
ସାମଗ୍ରୀ - ୫୦୦ଗ୍ରାମ ପଣସ କଠା, ୧୦ଟି ଆଲମଣ୍ଡ, ୧୦ଟି କାଜୁ, ୨ଟା ଭଜା ପିଆଜ, ୪ ଚାମଚ ଦହି, ୪ ଚାମଚ ଘିଅ, ଏକ ଚାମଚ ଅଦାରସୁଣ ପେଷ୍ଟ, ଏକ ଚାମଚ ଧନିଆ ଗୁଣ୍ଡ, ଏକ ଚାମଚ ଜୀରା ଗୁଣ୍ଡ,ଏକ ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, ଖଣ୍ଡେ ଡାଲଚିନି,୨ଟି ତେଜପତ୍ର, ୪-୫ ଗୁଜୁରାତି, ୧ଟା ଅଳେଇଚ, ଅଳ୍ପ ମାତ୍ରାରେ ରୋଜ ଓ୍ୱାଟର ।
ପ୍ରଣାଳୀ- ପ୍ରଥମେ ଗରମ ପାଣିରେ କାଜୁ ଓ ଆଲମଣ୍ଡକୁ ୧୦ ମିନିଟ୍‌ ପାଇଁ ଭିଜାଇ ରଖନ୍ତୁ । ତାପରେ ଆଲମଣ୍ଡର ଚୋପା ଛଡାଇ କାଜୁ ଓ ଦହି ସହ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ପ୍ୟାନ୍‌ରେ ଘିଅ ଗରମ କରନ୍ତୁ, ଏଥିରେ ସମସ୍ତ ଖଣ୍ଡ ମସଲା ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ । ଏହାପରେ ଏଥିରେ ପଣସ ପକାଇ କିଛି ସମୟ ପାଇଁ ଭାଜନ୍ତୁ । ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ ମିଶାନ୍ତୁ । ଅଳ୍ପ ସମୟ କଷନ୍ତୁ । ଏହା ପଣସ ସହ ଭଲ ଭାବେ ମିଶିଯିବା ପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାନ୍ତୁ । ମସଲା ପକାଇବାର କିଛି ସମୟ ପରେ ଏଥିରେ ଦହି ମିଶ୍ରଣକୁ ମିଶାନ୍ତୁ । ଏହାପରେ ଏଥିରେ ଭଜା ପିଆଜ ମିଶାନ୍ତୁ । ମସଲା କଷି ହେବା ପରେ ୨ କପ ପାଣି ଦେଇ ପ୍ରେସର କୁକରର ସିଟି ଦେଇଦିଅନ୍ତୁ । ଏହା ପରେ ଆବଶ୍ୟକ ଅନୁଯାୟୀ ସିଟି ଦେଲା ପରେ କାଢିନିଅନ୍ତୁ । ଏହାପରେ ଶେଷରେ ଏଥିରେ ରୋଜ ଓ୍ୱାଟର ଓ କଟା ଧନିଆ ପତ୍ର ଦେଇ ପରଷନ୍ତୁ ପଣସକଠା କୋରମା ।

କୋଲାମ୍ବି ଭାତ
ସାମଗ୍ରୀ- ୨୫୦ ଚିଙ୍ଗୁଡି, ଅଳ୍ପ ହଳଦୀଗୁଣ୍ଡ, ୨୫୦ ଗ୍ରାମ ବାସୁମତି ଚାଉଳ,୩ରୁ ୪ଟି ଗୁଜୁରାତି, ୪ରୁ ୫ଟି ଲବଙ୍ଗ, ୨ଟି ତେଜପତ୍ର, ଗୋଟିଏ ବଡ ଟମାଟ(କଟା ହୋଇଥିବା), ଦେଢଟା ପିଆଜ (କଟା), ଡାଲଚିନି ଖଣ୍ଡ ୨ଟା, ଜୀରା ଏକ ଚାମଚ, ଏକ ଚାମଚ କାଶ୍ମୀର ଚିଲି ପାଉଡର, ଏକ ଚାମଚ ଧନିଆ ଗୁଣ୍ଡ, କୋରା ନଡିଆ, ଭୁସଙ୍ଗପତ୍ର ଅଳ୍ପ, କଟା ଧନିଆ ପତ୍ର, ଏକ ଚାମଚ ଲେମ୍ବୁ ରସ ।
ପ୍ରଣାଳୀ - ଗୋଟିଏ ପାତ୍ରରେ ଚିଙ୍ଗୁଡି, ହଳଦୀ, ଲୁଣ ଗୋଳାଇ ଏହାକୁ ୧୦ରୁ ୧୫ ମିନିଟ୍‌ ଅଲଗା ରଖନ୍ତୁ । ଏବେ ପାଣି ଗରମ କରି ଏଥିରେ ଚାଉଳ ପକାନ୍ତୁ । ପାଣି ମରିବା ପରେ ଏହାକୁ ବନ୍ଦ କରି ନିଅନ୍ତୁ । ଅଦା ରସୁଣକୁ ପେଷ୍ଟ କରିନିଅନ୍ତୁ । ଏକ ବଡ ପ୍ୟାନରେ ତେଲ ଗରମ କରନ୍ତୁ । ଏଥିରେ ଡାଲଚିନି, ଗୁଜୁରାତି, ଲବଙ୍ଗ, ତେଜପତ୍ର, ଜୀରା ପକାଇ ଭାଜନ୍ତୁ । ଏହାପରେ ଏଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହେବା ପରେ ଅଦା ରସୁଣ ପେଷ୍ଟ ପକାଇ ଜାରନ୍ତୁ । ଏହାପରେ ଏଥିରେ ଟମାଟ ପକାଇ ଘାଣ୍ଟନ୍ତୁ । ମସଲା କଷି ହେବା ପରେ ଏଥିରେ ଚିଙ୍ଗୁଡି ପକାଇ ଭାଜନ୍ତୁ । ଚିଙ୍ଗୁଡି ହେବା ପରେ ଏଥିରେ ଅଳ୍ପ ପରିମାଣ ଚିନି, ଭୃସଙ୍ଗ ପତ୍ର ଓ ଲେମ୍ବୁରସ ମିଶାନ୍ତୁ । ଏହାପରେ ଏଥିରେ ଭାତ ମିଶାନ୍ତୁ । ଏହାକୁ ଅଳ୍ପ ସମୟ ପାଇଁ ଭାତ ସହ ଭାଜିବା ପରେ ଗ୍ୟାସ ବନ୍ଦ କରି ନିଅନ୍ତୁ । ଶେଷରେ ଏଥିରେ ଧନିଆ ପତ୍ର ଓ କୋରା ନଡିଆ ପକାଇ ପ୍ରସ୍ତୁତ କରନ୍ତୁ କୋଲାମ୍ବି ଭାତ ।

ବନ୍ଧା କୋବି ରାଇତା
ଆବଶ୍ୟକ ସାମଗ୍ରୀ- ୧ କପ୍‌ ଚପ୍‌ ବନ୍ଧା କୋବି, ୧ କପ୍‌ ବସା ଦହି, ଛୋଟ ଛୋଟ କଟା ହୋଇଥିବା ଗୋଟିଏ କଞ୍ଚା ଲଙ୍କା, ଭଜା ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ୧ ଚାମଚ ଲେମ୍ବୁ ରସ, ଧନିଆ ପତ୍ର, ସ୍ୱାଦନୁସାରେ ଲୁଣ

ସ୍ତୁତି ପ୍ରଣାଳୀ-ପ୍ରଥମେ ଚପ୍‌ ବନ୍ଧା କୋବିକୁ ଲେମ୍ବୁ ରସ ମିଶାଇ ଭଲଭାବରେ ଗୋଳାନ୍ତୁ । ଏହାକୁ ୫ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ରରେ ଦହି, ଲୁଣ ଏବଂ ଜିରା ପାଉଡର ପକାଇ ଗୋଳାନ୍ତୁ ଏବଂ ଦହି ମିଶ୍ରଣରେ କଞ୍ଚା ଲଙ୍କା, ଧନିଆ ପତ୍ର ପକାନ୍ତୁ । ଏବେ ଏଥିରେ ପୂର୍ବ ପ୍ରସ୍ତୁତ ବନ୍ଧାକୋବି-ଲେମ୍ବୁ ମିଶ୍ରଣ ପକାଇ ମିଶାନ୍ତୁ । ଏହା ପରେ ଏଥିରେ କଞ୍ଚା ଲଙ୍କା ପେଷ୍ଟକୁ ପକାନ୍ତୁ । ଭଲ ଭାବରେ ଘାଣ୍ଟି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣ ବନ୍ଧା କୋବି ରାଇତା । ପରଷିବା ବେଳେ ଏହା ଉପରେ ଧନିଆ ପତ୍ର, କଟା ପିଆଜ ଏବଂ ଜିରା ପାଉଡର ଛିଞ୍ଚନ୍ତୁ । ଏହି ରାଇତାକୁ ଆପଣ ବିରିୟାନୀ, ପଲଉ କିମ୍ବା ଫ୍ରାଏ ରାଇସ ସହ ଖାଇପାରିବେ ।