sleeping pillow for mobile - Samaya Live

ମୋବାଇଲ ଶୋଇବାକୁ ତକିଆ
ଏକ ତକିଆ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଏକ କମ୍ପାନୀ ଫୋନକୁ ଶୁଆଇବା ପାଇଁ ଏକ ତକିଆର ନିର୍ମାଣ କରିଛି । ଏହି ଛୋଟ ତକିଆଟି ସେରମିକରୁ ପ୍ରସ୍ତୁତ କରାଯାଇଛି । ଏହାକୁ ଏଭଳି ପ୍ରସ୍ତୁତ କରାଯାଇଛି କି ଫୋନଟିକୁ ଏହା ଉପରେ ରଖିବା ଫଳରେ ଫୋନଟି ଆପେ ଆପେ ଡୁ ନଟ୍‌ ଡିଷ୍ଟର୍ବ ମୋଡକୁ ଚାଲି ଯାଇଥାଏ । ଏହି ତକିଆଟି ଗୋଟିଏ ପ୍ରୋଜେକଫ ଅଧୀନରେ ନିର୍ମାଣ କରାଯାଇଛି । ଏହା ଦେଖିବାକୁ ମାଟିର ଖେଳନା ଭଳି ହେଲେ ଏହା ଭିତରୁ ଟେକ୍ନୋଲୋଜିରେ ଭରପୁର । ଏହା ଭିତରେ ଏନ୍‌ଏଫସି ଚିପ ଲଗାଯାଇଛି । ଯେତେବେଳେ ତକିଆ ଉପରେ ଫୋନ ରଖାଯାଇଥାଏ, ସେତେବେଳେ ଚିପଟି ଫୋନକୁ ସିଗନାଲ ଦେଇଥାଏ ଏବଂ ଫୋନ ଡୁନର୍ଟ ଡିଷ୍ଟର୍ବ ମୋଡକୁ ଚାଲିଯାଇଥାଏ । ଏହି ତକିଆର ଦାମ ରହିଛି ୯୩ ହଜାର ଟଙ୍କା । ଏହାକୁ ବିଶେଷ ଭାବେ ସୋସିଆଲ ମିଡିଆ ଡିଟକ୍ସ ପାଇଁ ପ୍ରସ୍ତୁତ କରାଯାଇଛି ।