Israeli PM Cancels India Visit Over "Security Concerns" - Samaya Live

ଆକ୍ରମଣ ଭୟରେ ଭାରତ ଗସ୍ତ ବାତିଲ୍‌ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ:  ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ଆଗାମୀ ଭାରତ ଗସ୍ତକୁ ପୁଣି ଥରେ ବାତିଲ୍‌ କରିଛନ୍ତି। ଆକ୍ରମଣ ଭୟରେ ନେତାନ୍ୟାହୁ ତାଙ୍କ ଗସ୍ତ ବାତିଲ କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପାଇଁ ନେତାନ୍ୟାହୁ ଭାରତ ଆସିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ନିକଟରେ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପରେ ନେତାନ୍ୟାହୁ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ନୂଆଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବିଷୟରେ ଚିନ୍ତା କରି ଡିସେମ୍ବର ୨୦୨୫ ପାଇଁ ଯୋଜନା କରାଯାଇଥିବା ଭାରତ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଦିଲ୍ଲୀର ଲାଲ୍‌ କିଲ୍ଲାରେ ହୋଇଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଥିଲେ। ୧୦ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ବିସ୍ଫୋରଣ ଥିଲା।