If they don’t want me wearing it - Samaya Live

ସଂସଦରେ ଅଷ୍ଟ୍ରେଲୀୟ ସାଂସଦଙ୍କ ବୁର୍ଖା ପିନ୍ଧାକୁ ନେଇ ବିବାଦ
ସିଡନି: ଅଷ୍ଟ୍ରେଲିଆ ସଂସଦରେ ଜଣେ ସିନେଟର ପୌଲିନ ହାନସନଙ୍କ ବୁର୍ଖା ପିନ୍ଧିବାକୁ ନେଇ ବିବାଦ ହୋଇଛି। ବୁର୍ଖାକୁ ନିଷିଦ୍ଧ କରିବା ପାଇଁ ସାଂସଦ ପୌଲିନ ଏକ ନୂ୍ଆ ପଦକ୍ଷେପ ଗ୍ରହଣ କରି ସଂସଦକୁ ଏହା ପିନ୍ଧି ଯାଇଥିଲେ। ସର୍ବସାଧାରଣ ସ୍ଥଳରେ ବୁର୍ଖାକୁ ନିଷିଦ୍ଧ ପାଇଁ ଏକ ବିଲ୍‌ ଆଣିବାକୁ ପୌଲିନଙ୍କୁ ଅନୁମତି ନମିଳିବାରୁ ସେ ଏହାକୁ ବିରୋଧ କରିବାକୁ ଯାଇ ନିଜେ ବୁର୍ଖା ପିନ୍ଧି ସିନେଟ ଚାମ୍ବରକୁ ପ୍ରବେଶ କରିଥିଲେ। ପୌଲିନ ହାନସନ ସଂସଦକୁ ଦ୍ବିତୀୟ ଥର ପାଇଁ ବୁର୍ଖା ପିନ୍ଧି ଯାଇଛନ୍ତି। ସଂସଦରେ ହାନସନଙ୍କ ବୁର୍ଖା ପିନ୍ଧାକୁ ନେଇ ବିବାଦ ହୋଇଥିଲା ଏବଂ ତାଙ୍କୁ ଏହା କାଢ଼ିବା ପାଇଁ କୁହାଯାଇଥିଲା। ପରେ ଫେସବୁକରେ ଏକ ‌ପୋଷ୍ଟ୍‌ କରି ହାନସନ କହିଛନ୍ତି, ତାଙ୍କ ପ୍ରସ୍ତାବିତ ବିଲ୍‌କୁ ସିନେଟ୍‌ ଅନୁମତି ଦେଇନଥିବାରୁ ଏହାକୁ ବିରୋଧ କରି ସେ ବୁର୍ଖା ପିନ୍ଧି ଯାଇଥିଲେ। ସେ କହିଛନ୍ତି, ‘ ଯଦି ସଂସଦ ଏହାକୁ ନି‌ଷିଦ୍ଧ କରିବ ନାହିଁ ତେବେ ମୁଁ ଏହା ପରିଧାନ କରିବି। ଯଦି ସେମାନେ ଚାହୁଛନ୍ତି ଯେ ସଂସଦରେ ମୁଁ ଏହାକୁ ପରିଧାନ କରିବି ନାହିଁ ତେବେ ‌ସେମାନେ ବୁର୍ଖା ନିଷିଦ୍ଧ କରନ୍ତୁ।