Rashipala - Samaya Live

କେମିତି କଟିବ ସପ୍ତାହ: ୩ ଜୁଲାଇ - ୯ ଜୁଲାଇ
ମେଷ- ଆର୍ଥିକ ଅବନତି ସହିତ ମାନସିକ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ଅସହଯୋଗ ମନକୁ ଅଶାନ୍ତ କରିବ । ବ୍ୟବସାୟିକ ସ୍ଥିତି ସାମାନ୍ୟ ମାନ୍ଦା ରହିପାରେ । ପାରିବାରିକ ସ୍ଥିତିରେ ମଧ୍ୟ ସମସ୍ୟା ହୋଇପାରେ । ଛାତ୍ରଛାତୀଙ୍କ ପାଇଁ ମଧ୍ୟ କଠିନ ସମୟ ରହିପାରେ ।
ପ୍ରତିକାର- ଗଣେଶଙ୍କ ପାଖରେ ନାଲି ମନ୍ଦାରଫୁଲ ଅର୍ପଣ କରନ୍ତୁ ।

ବୃଷି- ସପ୍ତାହ ଭଲରେ କଟିବ । କର୍ମକ୍ଷେତ୍ରରେ ଉନ୍ନତି ସହିତ ମାନସିକ କ୍ଷେତ୍ରରେ ଶାନ୍ତି ମିଳିବ । ପାରିବାରିକ ସମ୍ପର୍କ ଖୁବ୍‌ ମଜଭୁତ ରହିବ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ସହିତ ସମ୍ପର୍କ ଖୁବ୍‌ ଭଲରେ କଟିବ । ପାଟନରସିପ୍‌୍‌୍‌ରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ସମୟ ଖୁବ୍‌ ଭଲରେ କଟିବ । ଛାତ୍ରଛାତୀଙ୍କ ସମୟ ଭଲରେ କଟିବ, ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
ପ୍ରତିକାର- ମା’ ଲକ୍ଷ୍ମୀଙ୍କୁ ଧଳା ଫୁଲ ଅର୍ପଣ କର;ୁ ।

ମିଥୁନ୍‌- ପୂର୍ବରୁ ଅଟକି ଥିବା ସରକାରୀ କାର୍ଯ୍ୟ ଏଥର ହୋଇଯିବ । ପଇସା- ପତ୍ରକୁ ନେଇ ଅଟକି ଥିବା କାର୍ଯ୍ୟ ଏହି ସପ୍ତାହରେ ହୋଇଯିବ । ମାନସିକସ୍ଥିତି ଖୁବ୍‌୍‌ ଭଲ ରହିବ । ଆର୍ଥିକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବେ । ଗୃହିଣୀମାନେ କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ ।
ପ୍ରତିକାର- ବିଷ୍ଣୁ ସହସ୍ରନାମ ପାଠକର;ୁ ।

କର୍କଟ- ପୂର୍ବରୁ ଅପେକ୍ଷା କରିଥିବା ଫଳ ଏହି ସପ୍ତାହରେ ମିଳିବ । ପାରିବାରିକସ୍ଥିତି ମଧ୍ୟ ଭଲରେ କଟିବ । ପୂର୍ବରୁ ଥିବା ବିବାହ ଏହି ସପ୍ତାହରେ ସମାଧାନ ହୋଇଯିବ । ସନ୍ତାନମାନଙ୍କ ସହିତ ସମୟ ଅତିବାହିତ କରିବେ । ବ୍ୟବସାୟରେ ମଧ୍ୟ ସମୟ ଦେବେ । ଗୃହିଣୀମାନେ ଘର କାମରେ ଖୁସି ଅନୁଭବ କରିବେ ।
ପ୍ରତିକାର- ମନିପ୍ଲାଣ୍ଟ ଗଛରେ ପାଣିରେ କ୍ଷୀର ମିଶାଇ ଦିଅ;ୁ ।

ସିଂହ- ଅତ୍ୟଧିକ ପରିଶ୍ରମ କାରଣରୁ ପାରିବାରିକ ଜୀବନ ଅଶାନ୍ତ ରହିବ ।
କର୍ମକରିବା ସହିତ ପରିବାର ସହିତସମୟ ଅତିବାହିତ କର;ୁ । ବ୍ୟବସାୟରେ ଲାଭ ମିଳିବ, ପୂର୍ବରୁ ଅଟକିଥିବା ପଇସା ଫେରି ପାଇବେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦିଅ;ୁ । ଗୃହିଣୀଙ୍କ ସମୟ ମଧ୍ୟ ଭଲରେ କଟିବ । ବିବାହ ଉପଯୋଗୀ ପ୍ରାର୍ଥୀଙ୍କ ବିବାହ ସ୍ଥିର ହୋଇଯିବ ।
ପ୍ରତିକାର- ସୂର୍ଯ୍ୟଙ୍କ ପୂଜା କରିବା ସହିତ ପ୍ରତିଦିନ ଆଦିତ୍ୟ ରୁଦ୍ର ସ୍ତୋତ୍ର ପାଠକର;ୁ ।

କନ୍ୟା- ପୂର୍ବ ସପ୍ତାହରେ ଥିବା ବିବାଦ ଏହି ସପ୍ତାହରେ ସମାଧାନ ହୋଇଯିବ । କର୍ମକ୍ଷେତ୍ର କିମ୍ବା ପାରିବାରିକ ବିବାଦର ଅନ୍ତ ଘଟିବ । କର୍ମକ୍ଷେତ୍ରରେ ମନ ଦେଇ କାର୍ଯ୍ୟ କରିବା କାରଣରୁ ପୁରସ୍କୃତ ମଧ୍ୟ ହୋଇପାରନ୍ତି । ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ମାନସିକ ସ୍ଥିତି ଖୁବ୍‌୍‌ ଭଲରହିବ । ସନ୍ତାନମାନଙ୍କ ସମୟ ମଧ୍ୟ ଭଲରେ କଟିବ । ଛାତ୍ରଛାତ୍ରୀମାନେ ପାଠପଢାରେ ସମୟ ଦେବେ ନାହିଁ । ଗୃହିଣୀମାନେ ସତର୍କ ରୁହ;ୁ, ଗୋଡ଼ରେ ଆଘାତ ଲାଗିପାରେ ।
ପ୍ରତିକାର- ବିଷ୍ଣୁ ସହସ୍ର ନାମ ପାଠକର;ୁ ।

ତୁଳା- ପୂର୍ବରୁ ଅଟକି ଥିବା କାର୍ଯ୍ୟ ଖୁବ୍‌ଶୀଘ୍ର ହୋଇଯିବ । ପୂର୍ବରୁ ଅଟକି ଥିବା ବିଲ୍‌୍‌ ପାସ୍‌୍‌ ହୋଇଯିବ । ବ୍ୟବସାୟରେ ଲାଭ ମିଳିବା ସହିତ ପୁଞ୍ଜି ନିବେଶ କରିପାରନ୍ତି । କର୍ମଚାରୀମାନେ ସତର୍କ ରୁହ;ୁ, ମିଥ୍ୟା ଗୁଜବ କାରଣରୁ ମନ ଅଶାନ୍ତ ରହିପାରେ । ପାରିବାରିକ ସ୍ଥିତି ଖୁବ୍‌ ଭଲ ରହିବ । ସନ୍ତାନଙ୍କ ପାଇଁ ସମୟ ଭଲ ରହିଛି । ମହିଳାମାନେ ସତର୍କ ରୁହ;ୁ, ଥଣ୍ଡା, କାଶ, କଫ ଇତ୍ୟାଦି ରୋଗ ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖୁବ୍‌ ଭଲରେ କଟିବ ।
ପ୍ରତିକାର- ମା’ ଲକ୍ଷ୍ମୀଙ୍କୁ ଗେଣ୍ଡୁ ଫୁଲ ଦେଇ ପୂଜା କର;ୁ ।

ବିଛା- ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ସହଯୋଗ ମିଳିବ । ବ୍ୟବସାୟରେ ନୂତନ ଚିନ୍ତାଧାରା କାରଣରୁ ଉନ୍ନତି ମିଳିବ । ମାନସିକ କ୍ଷେତ୍ରରେ ଉନ୍ନତି ମିଳିବ । ପାରିବାରିକ ସ୍ଥିତି ମଧ୍ୟ ଭଲରେ କଟିବ । ମାନସିକ ସ୍ଥିତି ମଧ୍ୟ ଭଲ ରହିବ । ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲରେ କଟିବ । ଗୃହିଣୀଙ୍କ ପାରିବାରିକ ସ୍ଥିତି ମଜଭୁତ ରହିବ ।
ପ୍ରତିକାର- ଗଣେଶଙ୍କୁ ନାଲି ମନ୍ଦାରଫୁଲ ଅର୍ପଣ କର;ୁ ।

ଧନୁ- ଆତ୍ମୀୟଙ୍କ ଅସୁସ୍ଥତା ଓ ବିୟୋଗ ମନକୁ ଭାରାକ୍ରାନ୍ତ କରିପାରେ । ମନ ବିଚଳିତ ଥିବା କାରଣରୁ କର୍ମକ୍ଷେତ୍ର ଓ ବ୍ୟବସାୟରେ ସମସ୍ୟା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଖୁବ୍‌ ଭଲ ସମୟ । ଗୃହିଣୀମାନେ ନୂତନ ଅଳଙ୍କାର ପ୍ରାପ୍ତି କରିପାରନ୍ତି ।
ପ୍ରତିକାର- ପାଖରେ ସବୁବେଳେ ହଳଦିଆ ରୁମାଲ୍‌ ରଖ;ୁ ।

ମକର- ସପ୍ତାହ ଭଲରେ କଟିବ । ଶୁଭଖବର ପ୍ରାପ୍ତି ମନକୁ ଖୁସି ରଖିବ । ବିବାହ ସ୍ଥିର ହୋଇପାରେ । ପୂର୍ବରୁ ଥିବା ବିବାଦର ସମାଧାନ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହିତ, ବ୍ୟବସାୟରେ ମନ ମୁତାବକ ଫଳ ମିଳିବ । ପାରିବାରିକ ସ୍ଥିତି ମଧ୍ୟ ଠିକ୍‌ରହିବ । ଗୃହିଣୀମାନଙ୍କ ସମୟ ଖୁବ୍‌ ଭଲରେ କଟିବ ।
ପ୍ରତିକାର- ଜଗନ୍ନାଥଙ୍କୁ ନୀଳ ଅପରାଜିତା ଫୁଲ ଅର୍ପଣ କର;ୁ ।

କୁମ୍ଭ- ପୁର୍ବରୁ ଥିବା ଯନ୍ତ୍ରଣା, ସମସ୍ୟା ଦୂରହେବ । କର୍ମକ୍ଷେତ୍ରରେ ଦୂରସ୍ଥାନକୁ ବଦଳି ହୋଇପାରନ୍ତି । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ବଚସା ହୋଇପାରେ । ବ୍ୟବସାୟରେ ବେଶ୍‌ ଲାଭ ମିଳିବ । ପାରିବାରିକ ସ୍ଥିତି ଭଲ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲରେ କଟିବ ।
ଗୃହିଣୀଙ୍କ ସମୟ ଭଲରେ କଟିବ, ଦୂର ଯାତ୍ରା କରିପାରନ୍ତି ।
ପ୍ରତିକାର- ମା’ ଲକ୍ଷ୍ମୀଙ୍କ ପାଖରେ ପଦ୍ମଫୁଲ ଅର୍ପଣ କର;ୁ ।

ମୀନ- ଶାରୀରିକ ଅସୁସ୍ଥତା କାରଣରୁ ମାନସିକ ଚାପ ବଢ଼ିିପାରେ । କଫ, କାଶ, ଥଣ୍ଡା ଇତ୍ୟାଦି ରୋଗ ହୋଇପାରେ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ । କାର୍ଯ୍ୟଭାର ବୃଦ୍ଧି କାରଣରୁ ଶରୀରକୁ ଅବହେଳା କରିପାରନ୍ତି । ବ୍ୟବସାୟିକ ସ୍ଥିତି ସାମାନ୍ୟ ରହିବ । ପାରିବାରିକ ସ୍ଥିତି ଭଲ ରହିବ । ଛାତ୍ରଛାତ୍ରୀଙ୍କ ସମୟ ଭଲରେ କଟିବ, ପରୀକ୍ଷାରେ ଭଲ ଫଳ ଦେବେ । ଗୃହିଣୀଙ୍କ ପାଇଁ ସମୟ ଭଲରେ କଟିବ ।
ପ୍ରତିକାର- ବିଷ୍ଣୁ ସହସ୍ରନାମ ପାଠକର;ୁ ।

୨୬ ଜୁନରୁ ୨ ଜୁଲାଇ: କେମିତି କଟିବ ଆପଣଙ୍କ ସପ୍ତାହ
ମେଷ-କର୍ମକ୍ଷେତ୍ରରେ ନୂତନ ଅଫର୍‌ ପାଇବେ । ବ୍ୟବସାୟରେ ନୂତନ ପୁଞ୍ଜିନିବେବେଶ କର;ୁ । ମନ ଖୁସି ରହିବ । ମାନସିକସ୍ଥିତି ଏବଂ ପାରିବାରିକ ସ୍ଥିତି ଠିକ୍‌ ର ହିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି କାରଣରୁ ମନ ଖୁସି ରହିବ ।
ପ୍ରତିକାର- ଶିବଙ୍କ ପୂଜାର୍ଚ୍ଚନା କର;ୁ ।

ବୃଷ- ମାନସିକଚାପ ବଢ଼ିିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ମାନସିକ ଚାପ କାରଣରୁ ଭୁଲ୍‌ କରିପାରନ୍ତି । ପାରିବାରିକ ସ୍ଥିତି ଭଲ ରହିବ । ପିଲାଙ୍କସହିତ ସମୟ ଅତିବାହିତ କରିବେ । ପିତାମାତାଙ୍କ ଅସୁସ୍ଥତା କାରଣରୁ ମାନସିକ ଚାପ ବଢ଼ିିବ । ମହିଳାଙ୍କ ପାଇଁ ସପ୍ତାହ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ।
ପ୍ରତିକାର- ନାଲିବସ୍ତ୍ର ପରିଧାନ କର;ୁ ।

ମିଥୁନ୍‌- ବ୍ୟବସାୟ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ । ପିଲାଙ୍କଠାରୁ ଅସହଯୋଗ ମିଳିବ । ପାରିବାରିକ ଗଣ୍ଡଗୋଳ କାରଣରୁ ମାନସିକ ଦୁଃଶ୍ଚିନ୍ତା ଦେଇ ଗତିକରିବେ । ଯୁକ୍ତି-ତର୍କ ଓ ଗଣ୍ଡଗୋଳ ପରିସ୍ଥିତି ଭିତରକୁ ଯାଆ;ୁ ନାହିଁ ।
ପ୍ରତିକାର- ପ୍ରତିଦିନ ସୂର୍ଯ୍ୟ ପୂଜା କରିବାସହିତ ଆଦିତ୍ୟ ସ୍ତୋତ୍ର ପାଠ କର;ୁ ।

କର୍କଟ- ନୂତନ କାର୍ଯ୍ୟ କରିବାକୁ ଇଚ୍ଛାପ୍ରକାଶ କରିବେ । ଆଗାମୀ ବର୍ଷ ଖୁବ୍‌ ଉନ୍ନତି ହେବ । ଏହି ସପ୍ତାହରେ ଆର୍ଥିକ ଉନ୍ନତି ହେବ । ପାରିବାରିକ ସ୍ଥିତି ମଜଭୁତ ରହିବ । ଗୃହିଣୀମାନଙ୍କ ସମୟ ଭଲରେ କଟିବ ।
ପ୍ରତିକାର- ମା’ ଲକ୍ଷ୍ମୀଙ୍କୁ ଧଳା ଫୁଲ ଅର୍ପଣ କର;ୁ ।

ସିଂହ- ନୂତନ କର୍ମ, ନୂତନ ବ୍ୟବସାୟ, ବିବାହ ପ୍ରସ୍ତାବରେ ଲାଭ ମିଳିବ । ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ବିଦେଶ ଗ୍ରସ୍ତ ହେବା ଯୋଗରହିଛି । ଗାଡ଼ିଚଲାଇବା ବେଳେ ଗୋଡ଼କୁ ସାବଧାନରେ ରଖ;ୁ । ଗୋଡ଼ ଖସିଯିବାର ସମ୍ଭାବନା ରହିଛି ।
ପ୍ରତିକାର- ଦକ୍ଷିଣକାଳୀଙ୍କ ପୂଜା କରିବା ସହିତ ତେଲଦୀପ ଅର୍ପଣ କର;ୁ ।

କନ୍ୟା- ପୂର୍ବରୁ ଥିବା ବିଷାଦ, ବିବାଦ, ଜଟିଳତାର ସମାଧାନ ହେବ । ଦୃଢ଼ ଇଚ୍ଛାଶକ୍ତି ସହିତ କାମ କରିବା ସହ ପରିଶ୍ରମ କରିବେ ।
ମାନସିକ ସ୍ଥିତି ଠିକ୍‌ ରହିବ । ନୂତନ ଜମି କିମ୍ବା ଯାନବାହନ କ୍ରୟ କରିବାର ଯୋଗ ରହିଛି ।
ପ୍ରତିକାର- ପ୍ରତିଦିନ ହନୁମାନ ଚାଳିିଶା ୩ ଥର ପାଠକର;ୁ ।

ତୁଳା- ଯୁକ୍ତି-ତର୍କ, ଗଣ୍ଡଗୋଳ ଭିତରକୁ ଯାଆ;ୁ ନାହିଁ । ପାରିବାରିକ ସ୍ଥିତି ମଜଭୁତ୍‌ ରହିବ । କର୍ମକ୍ଷେତ୍ର ମଜଭୁତ୍‌୍‌ ରହିବ । ବ୍ୟବସାୟରେ ଗ୍ରାହକ ସଂଖ୍ୟା କମିଯିବେ । ବ୍ୟବସାୟରେ ମାନ୍ଦା ଅବସ୍ଥା ଲାଗିରହିବ । ବ୍ୟବସାୟସ୍ଥଳରେ ନିୟମିତ ପୂଜାର୍ଚ୍ଚନା କର;ୁ । ଗୃହିଣୀଙ୍କ ସମୟ ଭଲରେ କଟିବ ।

ବିଛା- କର୍ମକ୍ଷେତ୍ର ଓ ବ୍ୟାବସାୟିକ କ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ ବିଶୃଙ୍ଖଳା ହୋଇପାରେ । ମହିଳାମାନଙ୍କ ଦେହ ଅସୁସ୍ଥ ହୋଇପାରେ । ଛାତ୍ରଛାତ୍ରୀଙ୍କ ମନ ପାଠପଢାରେ ଆଦୌ ରହିବ ନାହିଁ । ପରୀକ୍ଷାରେ ଛୋଟମୋଟ ଭୁଲ୍‌ କରିପାରନ୍ତି ।
ପ୍ରତିକାର- ପ୍ରତିଦିନ ବିଷ୍ଣୁ ସହସ୍ର ନାମ ପାଠକର;ୁ ।

ଧନୁ- ପୂର୍ବରୁ ଥିବା ବିବାଦର ସମାଧାନ ହେବ । ନୂତନ ଆଶା ନେଇ ନୂଆ ଚାକିରି କିମ୍ବା ବ୍ୟବସାୟ ଆରମ୍ଭ କରିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅ;ୁ । କଫ, ଥଣ୍ଡାଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି । ପୁରୁଣା ରୋଗ କାରଣରୁୁ କଷ୍ଟ ପାଇବେ ।
ପ୍ରତିକାର- ପାଖରେ ସବୁବେଳେ ହଳଦି ଆରୁମାଲ୍‌ ରଖ;ୁ ।

ମକର- କର୍ମକ୍ଷେତ୍ରରେ ଅପଦସ୍ଥ କିମ୍ବା ବ୍ୟବସାୟରେ ହାନୀ ହୋଇପାରେ । ଅଜଣା ଓ ଅପରିଚିତ ଲୋକଙ୍କଠାରୁ ଦୂରେଇ ରୁହ;ୁ । ସ୍ୱାସ୍ଥ୍ୟ ଭଲ ରହିବା ସହିତ ପାରିବାରିକ ସ୍ଥିତି ଭଲରେ କଟିବ । ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ । ଦୂରସ୍ଥାନକୁ ଯିବାର ପ୍ଲାନିଂ କରିପାରନ୍ତି । ଗୃହିଣୀମାନଙ୍କ ସମୟ କଷ୍ଟଦାୟକ ରହିବ । କର୍ମଜୀବୀ ଓ ବ୍ୟବସାୟୀଙ୍କ ସମୟ ମଧ୍ୟ କଷ୍ଟଦାୟକ ରହିଛି ।
ପ୍ରତିକାର- ଜଗନ୍ନାଥଙ୍କୁ ନୀଳ ଅପରାଜିତା ଫୁଲ ଅର୍ପଣ କର;ୁ ।

କୁମ୍ଭ- ଚ୍ୟାଲେଞ୍ଜ ସହିତ କାର୍ଯ୍ୟକଲେ ନିଶ୍ଚିତ ସଫଳତା ମିଳିବ । ବ୍ୟବସାୟ କିମ୍ବା କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ ।
ପାରିବାରିକ ସ୍ଥିତି କାରଣରୁ ମାନସିକ ଚାପରେ ରହିବେ । ଜମିବାଡି କାରଣରୁ ଗଣ୍ଡଗୋଳ ଲାଗିରହିବ । ନୂତନ ଜମିବାଡ଼ି କ୍ରୟ କର;ୁ ନାହିଁ । ପିଲାଙ୍କ ସହିତସମୟ ଅତିବାହିତ କରନ୍ତୁ ।
ପ୍ରତିକାର-ଗଣେଙ୍କୁ ଦୁବ ଅର୍ପଣ କର;ୁ ।

ମୀନ- ପୂର୍ବରୁ ଅଟକି ଥିବା ଜମିଜମା ବିବାଦ ଓ ଆର୍ଥିକ ଅଭାବ ଦୂର ହେବ । ଆର୍ଥିକ କ୍ଷେତ୍ରରେ ବେଶ୍‌ ଲାଭ ମିଳିବ । ବ୍ୟାବସାୟିକ କ୍ଷେତ୍ରରେ ଉନ୍ନତି ମିଳିବ । କର୍ମକ୍ଷେତ୍ରରେ ଅସହଯୋଗ ମିଳିବ । ମହିଳାମାନେ ନୂତନ ଅଳଙ୍କାର, ଗୃହଉପକରଣ କ୍ରୟ କରିପାରନ୍ତି । ଜୀବନ ଖୁସିରେ ଅତିବାହିତ ହେବ ।
ପ୍ରତିକାର- ଗଣେଶଙ୍କୁ ଦୁବ ଅର୍ପଣ କର;ୁ ।

କେମିତି କଟିବ ସପ୍ତାହ: ୧୯ ଜୁନ୍‌ - ୨୫ ଜୁନ୍‌
ମେଷ: ଆର୍ଥିକ ଅବନତି ସହିତ ମାନସିକ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ଅସହଯୋଗ ମନକୁ ଅଶାନ୍ତି କରିବ । ବ୍ୟବସାୟିକ ସ୍ଥିତି ସାମାନ୍ୟ ମାନ୍ଦା ରହିପାରେ । ପାରିବାରିକ ସ୍ଥିତିରେ ମଧ୍ୟ ସମସ୍ୟା ହୋଇପାରେ । ଛାତ୍ରଛାତୀଙ୍କ ପାଇଁ ମଧ୍ୟ କଠିନ ସମୟ ରହିପାରେ ।
ପ୍ରତିକାର: ଗଣେଙ୍କ ପାଖରେ ନାଲିମନ୍ଦାର ଫୁଲ ଅର୍ପଣ କର;ୁ ।

ବୃଷ: ସପ୍ତାହ ଭଲରେ କଟିବ । କର୍ମକ୍ଷେତ୍ରରେ ଉନ୍ନତି ସହିତ ମାନସିକ କ୍ଷେତ୍ରରେ ଶାନ୍ତି ମିଳିବ । ପାରିବାରିକ ସମ୍ପର୍କ ଖୁବ୍‌ ମଜଭୁତ ରହିବ ।
କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ସହିତ ସମ୍ପର୍କ ଖୁବ୍‌ ଭଲରେ କଟିବ । ପାଟନରସିପ୍‌୍‌୍‌ରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ସମୟ ଖୁବ୍‌୍‌ ଭଲରେ କଟିବ । ଛାତ୍ରଛାତୀଙ୍କ ସମୟ ଭଲରେ କଟିବ, ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କୁ ଧଳା ଫୁଲ ଅର୍ପଣ କର;ୁ ।

ମିଥୁନ: ପୂର୍ବରୁ ଅଟକି ଥିବା ସରକାରୀ କାର୍ଯ୍ୟ ଏଥର ହୋଇଯିବ ।
ପଇସା-ପତ୍ରକୁ ନେଇ ଅଟକି ଥିବା କାର୍ଯ୍ୟ ଏହି ସପ୍ତାହରେ ହୋଇଯିବ ।
ମାନସିକସ୍ଥିତି ଖୁବ୍‌୍‌ ଭଲ ରହିବ । ଆର୍ଥିକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବେ । ଗୃହିଣୀମାନେ କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ ।
ପ୍ରତିକାର: ବିଷ୍ଣୁ ସହସ୍ରନାମ ପାଠକର;ୁ ।

କର୍କଟ: ପୂର୍ବରୁ ଅପେକ୍ଷା କରିଥିବା ଫଳ ଏହି ସପ୍ତାହରେ ମିଳିବ ।
ପାରିବାରିକ ସ୍ଥିତି ମଧ୍ୟ ଭଲରେ କଟିବ । ପୂର୍ବରୁ ଥିବା ବିବାହ ଏହି ସପ୍ତାହରେ ସମାଧାନ ହୋଇଯିବ । ସନ୍ତାନମାନଙ୍କ ସହିତ ସମୟ ଅତିବାହିତ କରିବେ । ବ୍ୟବସାୟରେ ମଧ୍ୟ ସମୟ ଦେବେ । ଗୃହିଣୀମାନେ ଘର କାମରେ ଖୁସି ଅନୁଭବ କରିବେ ।
ପ୍ରତିକାର: ମନିପ୍ଲାଣ୍ଟ୍‌ଗଛରେ ପାଣିରେ କ୍ଷୀର ମିଶାଇ ଦିଅ;ୁ ।

ସିଂହ: ଅତ୍ୟଧିକ ପରିଶ୍ରମ କାରଣରୁ ପାରିବାରିକ ଜୀବନ ଅଶାନ୍ତି ରହିବ । କର୍ମ କରିବା ସହିତ ପରିବାର ସହିତ ସମୟ ଅତିବାହିତ କର;ୁ ।
ବ୍ୟବସାୟରେ ଲାଭ ମିଳିବ, ପୂର୍ବରୁ ଅଟକି ଥିବା ପଇସା ଫେରି ପାଇବେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦିଅ;ୁ । ଗୃହିଣୀଙ୍କ ସମୟ ମଧ୍ୟ ଭଲରେ କଟିବ । ବିବାହ ଉପଯୋଗୀ ପ୍ରାର୍ଥୀଙ୍କ ବିବାହ ସ୍ଥିର ହୋଇଯିବ ।
ପ୍ରତିକାର: ସୂର୍ଯ୍ୟଙ୍କ ପୂଜା କରିବା ସହିତ ପ୍ରତିଦିନ ଆଦିତ୍ୟ ରୁଦ୍ର ସ୍ତୋତ୍ର ପାଠକର;ୁ ।

କନ୍ୟା: ପୂର୍ବସପ୍ତାହରେ ଥିବା ବିବାଦ ଏହି ସପ୍ତାହରେ ସମାଧାନ ହୋଇଯିବ । କର୍ମକ୍ଷେତ୍ର କିମ୍ବା ପାରିବାରିକ ବିବାଦର ଅନ୍ତ ଘଟିବ । କର୍ମକ୍ଷେତ୍ରରେ ମନ ଦେଇ କାର୍ଯ୍ୟ କରିବା କାରଣରୁ ପୁରସ୍କୃତ ମଧ୍ୟ ହୋଇପାରନ୍ତି । ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ମାନସିକ ସ୍ଥିତି ଖୁବ୍‌୍‌ଭଲ ରହିବ । ସନ୍ତାନମାନଙ୍କ ସମୟ ମଧ୍ୟ ଭଲରେ କଟିବ । ଛାତ୍ରଛାତ୍ରୀମାନେ ପାଠପଢାରେ ସମୟ ଦେବେ ନାହିଁ । ଗୃହିଣୀମାନେ ସତର୍କ ରୁହ;ୁ, ଗୋଡ଼ରେ ଆଘାତ ଲାଗିପାରେ ।
ପ୍ରତିକାର: ବିଷ୍ଣୁ ସହସ୍ର ନାମ ପାଠକରନ୍ତ ।

ତୁଳା: ପୂର୍ବରୁ ଅଟକି ଥିବା କାର୍ଯ୍ୟ ଖୁବ୍‌ଶୀଘ୍ର ହୋଇଯିବ । ପୂର୍ବରୁ ଅଟକି ଥିବା ବିଲ୍‌୍‌ ପାସ୍‌୍‌ ହୋଇଯିବ । ବ୍ୟବସାୟରେ ଲାଭ ମିଳିବାସହିତ ପୁଞ୍ଜି ନିବେଶ କରିପାରନ୍ତି ।
କର୍ମଚାରୀମାନେ ସତର୍କ ରୁହ;ୁ, ମିଥ୍ୟା ଗୁଜବ କାରଣରୁ ମନ ଅଶାନ୍ତ ରହିପାରେ । ପାରିବାରିକ ସ୍ଥିତି ଖୁବ୍‌ ଭଲ ରହିବ । ସନ୍ତାନଙ୍କ ପାଇଁ ସମୟ ଭଲ ରହିଛି । ମହିଳାମାନେ ସତର୍କ ରୁହ;ୁ, ଥଣ୍ଡା, କାଶ, କଫ ଇତ୍ୟାଦି ରୋଗ ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖୁବ୍‌ ୍‌ଭଲରେ କଟିବ ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କୁଗେଣ୍ଡୁ ଫୁଲ ଦେଇ ପୂଜାକର;ୁ ।

ବିଛା: ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ସହଯୋଗ ମିଳିବ । ବ୍ୟବସାୟରେ ନୂତନ ଚିନ୍ତାଧାରା କାରଣରୁ ଉନ୍ନତି ମିଳିବ । ମାନସିକ କ୍ଷେତ୍ରରେ ଉନ୍ନତି ମିଳିବ । ପାରିବାରିକ ସ୍ଥିତି ମଧ୍ୟ ଭଲରେ କଟିବ । ମାନସିକ ସ୍ଥିତି ମଧ୍ୟ ଭଲ ରହିବ । ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲରେ କଟିବ । ଗୃହିଣୀଙ୍କ ପାରିବାରିକ ସ୍ଥିତି ମଜଭୁତ ରହିବ ।
ପ୍ରତିକାର: ଗଣେଶଙ୍କୁ ନାଲିମନ୍ଦାର ଫୁଲ ଅର୍ପଣ କର;ୁ ।

ଧନୁ: ଆତ୍ମୀୟଙ୍କ ଅସୁସ୍ଥତା ଓ ବିୟୋଗମନକୁ ଭାରାକ୍ରାନ୍ତ କରିପାରେ । ମନ ବିଚଳ ଥିବା କାରଣରୁ କର୍ମକ୍ଷେତ୍ର ଓ ବ୍ୟବସାୟରେ ସମସ୍ୟା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଖୁବ୍‌ ଭଲ ସମୟ । ଗୃହିଣୀମାନେ ନୂତନ ଅଳଙ୍କାର ପ୍ରାପ୍ତି କରିପାରନ୍ତି ।
ପ୍ରତିକାର: ପାଖରେ ସବୁବେଳେ ହଳଦିଆରୁମାଲ୍‌ ରଖ;ୁ ।

ମକର: ସପ୍ତାହ ଭଲରେ କଟିବ । ଶୁଭଖବର ପ୍ରାପ୍ତି ମନକୁ ଖୁସିରଖିବ । ବିବାହ ସ୍ଥିର ହୋଇପାରେ । ପୂର୍ବରୁ ଥିବା ବିବାଦର ସମାଧାନ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହିତ, ବ୍ୟବସାୟରେ ମନ ମୁତାବକ ଫଳ ମିଳିବ । ପାରିବାରିକ ସ୍ଥିତି ମଧ୍ୟ ଠିକ୍‌ ରହିବ । ଗୃହିଣୀମାନଙ୍କ ସମୟ ଖୁବ୍‌ଭଲରେ କଟିବ ।
ପ୍ରତିକାର: ଜଗନ୍ନାଥଙ୍କୁ ନୀଳ ଅପରାଜିତା ଫୁଲ ଅର୍ପଣ କର;ୁ ।

କୁମ୍ଭ: ପୁର୍ବରୁ ଥିବା ଯନ୍ତ୍ରଣା, ସମସ୍ୟା ଦୂରହେବ । କର୍ମକ୍ଷେତ୍ରରେ ଦୂରସ୍ଥାନକୁ ବଦଳି ହୋଇପାରନ୍ତି । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ବଚସା ହୋଇପାରେ । ବ୍ୟବସାୟରେ ବେଶ୍‌ ଲାଭ ମିଳିବ । ପାରିବାରିକ ସ୍ଥିତି ଭଲ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲରେ କଟିବ । ଗୃହିଣୀଙ୍କ ସମୟ ଭଲରେ କଟିବ, ଦୂର ଯାତ୍ରା କରିପାରନ୍ତି ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କ ପାଖରେ ପଦ୍ମଫୁଲ ଅର୍ପଣ କର;ୁ ।

ମୀନ: ଶାରୀରିକ ଅସୁସ୍ଥତା କାରଣରୁ ମାନସିକ ଚାପ ବଢ଼ିିପାରେ । କଫ, କାଶ, ଥଣ୍ଡା ଇତ୍ୟାଦି ରୋଗ ହୋଇପାରେ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ । କାର୍ଯ୍ୟଭାର ବୃଦ୍ଧି କାରଣରୁ ଶରୀରକୁ ଅବହେଳା କରିପାରନ୍ତି । ବ୍ୟବସାୟିକ ସ୍ଥିତି ସାମାନ୍ୟ ରହିବ । ପାରିବାରିକ ସ୍ଥିତି ଭଲ ରହିବ । ଛାତ୍ରଛାତ୍ରୀଙ୍କ ସମୟ ଭଲରେ କଟିବ, ପରୀକ୍ଷାରେ ଭଲ ଫଳ ଦେବେ । ଗୃହିଣୀଙ୍କ ପାଇଁ ସମୟ ଭଲରେ କଟିବ ।
ପ୍ରତିକାର: ତାରିଣୀଙ୍କୁ ପୂଜା କର;ୁ ।

ରାଶିଫଳ: ୧୨ଜୁନରୁ ୧୮ ଜୁନ
ମେଷ: ଆର୍ଥିତ ଅବନତି ସହିତ ମାନସିକ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ଅସହଯୋଗ ମନକୁ ଅଶାନ୍ତି କରିବ । ବ୍ୟବସାୟିକ ସ୍ଥିତି ସାମାନ୍ୟ ମାନ୍ଦା ରହିପାରେ । ପାରିବାରିକ ସ୍ଥିତିରେ ମଧ୍ୟ ସମସ୍ୟା ହୋଇପାରେ । ଛାତ୍ରଛାତୀଙ୍କ ପାଇଁ ମଧ୍ୟ କଠିନ ସମୟ ରହିପାରେ ।
ପ୍ରତିକାର: ଗଣେଶଙ୍କ ପାଖରେ ନାଲି ମନ୍ଦାର ଫୁଲ ଅର୍ପଣ କରନ୍ତୁ ।

ବୃଷ: ସପ୍ତାହ ଭଲରେ କଟିବ । କର୍ମକ୍ଷେତ୍ରରେ ଉନ୍ନତି ସହିତ ମାନସିକକ୍ଷେତ୍ରରେ ଶାନ୍ତି ମିଳିବ । ପାରିବାରିକ ସମ୍ପର୍କ ଖୁବ ମଜଭୁତ ରହିବ । ପାଟନରସିପ୍‌୍‌୍‌ରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ସମୟ ଖୁବ୍‌ ଭଲରେ କଟିବ । ଛାତ୍ରଛାତୀଙ୍କ ସମୟ ଭଲରେ କଟିବ, ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ ।

ମିଥୁନ: ପୂର୍ବରୁ ଅଟକି ଥିବା ସରକାରୀ କାର୍ଯ୍ୟ ଏଥର ହୋଇଯିବ । ଅର୍ଥବ୍ୟାପାରକୁ ନେଇ ଅଟକି ଥିବା କାର୍ଯ୍ୟ ଏହି ସପ୍ତାହରେ ହୋଇଯିବ । ମାନସିକସ୍ଥିତି ଖୁବ୍‌୍‌ ଭଲ ରହିବ । ଆର୍ଥିକକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଗୃହିଣୀମାନେ କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ ।
ପ୍ରତିକାର: ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ।

କର୍କଟ: ପୂର୍ବରୁ ଅପେକ୍ଷା କରିଥିବା ଫଳ ଏହି ସପ୍ତାହରେ ମିଳିବ । ପାରିବାରିକ ସ୍ଥିତି ମଧ୍ୟ ଭଲରେ କଟିବ । ପୂର୍ବରୁ ଥିବା ବିବାଦ ଏହି ସପ୍ତାହରେ ସମାଧାନ ହୋଇଯିବ । ସନ୍ତାନମାନଙ୍କ ସହିତ ସମୟ ଅତିବାହିତ କରିବେ । ବ୍ୟବସାୟରେ ମଧ୍ୟ ସମୟ ଦେବେ । ଗୃହିଣୀମାନେ ଘର କାମରେ ଖୁସୀ ଅନୁଭବ କରିବେ ।
ପ୍ରତିକାର: ଘରେ ମନିପ୍ଲାଣ୍ଟ୍‌ ଗଛ ଲଗାନ୍ତୁ ।

ସିଂହ: ଅତ୍ୟଧିକ ପରିଶ୍ରମ କାରଣରୁ ପାରିବାରିକ ଜୀବନ ଅଶାନ୍ତି ରହିବ ।
କର୍ମ କରିବା ସହିତ ପରିବାର ସହିତ ସମୟ ଅତିବାହିତ କରନ୍ତୁ । ବ୍ୟବସାୟରେ ଲାଭ ମିଳିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦିଅନ୍ତୁ ।
ବିବାହ ଉପଯୋଗୀ ପ୍ରାର୍ଥୀଙ୍କ ପାଇଁ ଶୁଭ ଖବର ଆସିବ ।
ପ୍ରତିକାର: ସୂର୍ଯ୍ୟଙ୍କ ପୂଜା କରନ୍ତୁ ।

କନ୍ୟା: ପାରିବାରିକ ବିବାଦର ଅନ୍ତ ଘଟିବ । କର୍ମକ୍ଷେତ୍ରରେ ମନ ଦେଇ କାର୍ଯ୍ୟ କରିବା କାରଣରୁ ପୁରସ୍କୃତ ମଧ୍ୟ ହୋଇପାରନ୍ତି । ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ମାନସିକସ୍ଥିତି ଖୁବ୍‌୍‌ ଭଲ ରହିବ । ଗୃହିଣୀମାନେ ସତର୍କ ରୁହନ୍ତୁ, ଗୋଡ଼ରେ ଆଘାତ ଲାଗିପାରେ ।
ପ୍ରତିକାର: ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ ।

ତୁଳା: ବ୍ୟବସାୟରେ ଲାଭ ମିଳିବା ସହିତ ପୁଞ୍ଜି ନିବେଶ କରିପାରନ୍ତି ।
କର୍ମଚାରୀମାନେ ସତର୍କ ରୁହନ୍ତୁ, ମିଥ୍ୟା ଗୁଜବ କାରଣରୁ ମନ ଅଶାନ୍ତି ରହିପାରେ । ପାରିବାରିକ ସ୍ଥିତି ଖୁବ୍‌ ଭଲ ରହିବ । ସନ୍ତାନଙ୍କ ପାଇଁ ସମୟ ଭଲ ରହିଛି ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କୁ ଗେଣ୍ଡୁ ଫୁଲ ଦେଇ ପୂଜା କରନ୍ତୁ ।

ବିଛା: ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ସହଯୋଗ ମିଳିବ । ବ୍ୟବସାୟରେ ନୂତନ ଚିନ୍ତାଧାରା କାରଣରୁ ଉନ୍ନତି ମିଳିବ । ମାନସିକକ୍ଷେତ୍ରରେ ଉନ୍ନତି ମିଳିବ । ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲରେ କଟିବ ।
ପ୍ରତିକାର: ଗଣେଶଙ୍କୁ ନାଲି ମନ୍ଦାର ଫୁଲ ଅର୍ପଣ କରନ୍ତୁ ।

ଧନୁ: ଆତ୍ମୀୟଙ୍କ ଅସୁସ୍ଥତା ମନକୁ ଭାରାକ୍ରାନ୍ତା କରିପାରେ । ମନ ବିଚଳ ରହିବ । ଏଥିପାଇଁ ଚାକିରି ଓ ବ୍ୟବସାୟରେ ସମସ୍ୟା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଖୁବ୍‌ ଭଲ ସମୟ । ଗୃହିଣୀମାନେ ନୂତନ ଅଳଙ୍କାର ପ୍ରାପ୍ତି କରିପାରନ୍ତି ।
ପ୍ରତିକାର: ପାଖରେ ସବୁବେଳେ ହଳଦିଆ ରୁମାଲ୍‌ ରଖନ୍ତୁ ।
ମକର: ସପ୍ତାହ ଭଲରେ କଟିବ । ଶୁଭ ଖବର ପ୍ରାପ୍ତି ମନକୁ ଖୁସି ରଖିବ । ବିବାହ ସ୍ଥିର ହୋଇପାରେ । ପୂର୍ବରୁ ଥିବା ବିବାଦର ସମାଧାନ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହିତ, ବ୍ୟବସାୟରେ ମନ ମୁତାବକ ଫଳ ମିଳିବ ।
ପ୍ରତିକାର: ଜଗନ୍ନାଥଙ୍କୁ ନୀଳ ଅପରାଜିତା ଫୁଲ ଅର୍ପଣ କରନ୍ତୁ ।

କୁମ୍ଭ: ପୂର୍ବରୁ ଥିବା ଯନ୍ତ୍ରଣା, ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ଦୂରସ୍ଥାନକୁ ବଦଳି ହୋଇପାରନ୍ତି । ବ୍ୟବସାୟରେ ବେଶ୍‌ ଲାଭ ମିଳିବ । ପାରିବାରିକ ସ୍ଥିତି ଭଲ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲରେ କଟିବ । ଗୃହିଣୀ ଦୂରଯାତ୍ରା କରିପାରନ୍ତି ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କ ପାଖରେ ପଦ୍ମଫୁଲ ଅର୍ପଣ କରନ୍ତୁ ।

ମୀନ: ଶାରୀରିକ ଅସୁସ୍ଥତା କାରଣରୁ ମାନସିକଚାପ ବଢ଼ିିପାରେ ।
କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ । ବ୍ୟବସାୟିକ ସ୍ଥିତି ସାମାନ୍ୟ ରହିବ । ପାରିବାରିକସ୍ଥିତି ଭଲ ରହିବ । ଛାତ୍ରଛାତ୍ରୀଙ୍କ ସମୟ ଭଲରେ କଟିବ, ପରୀକ୍ଷାରେ ଭଲ ଫଳ ଦେବେ ।
ପ୍ରତିକାର: ବୁଧୁବାର ଦିନ ବିଷ୍ଣୁ ପୂଜା କରନ୍ତୁ ।