Horoscope - Samaya Live

ରାଶିଫଳ ( ୧୫.୧.୨୦୨୬ ଗୁରୁବାର )
ମେଷ _ ଶାରୀରିକ ସୁସ୍ଥତା, ଆଶାରେ ବିଳମ୍ବ, କର୍ମକ୍ଷେତ୍ରେ ଖୁସି, ସ୍ବଳ୍ପଲାଭ, ଉଚ୍ଚବ୍ୟକ୍ତିଙ୍କ ସହିତ ସାକ୍ଷାତ, ଶତ୍ରୁନାଶ, ଗୃହେ ଉତ୍ସବ, ସନ୍ତାନ ଖୁସି, ଦ୍ରବ୍ୟଲାଭ, ବିଦ୍ୟାରେ ସଫଳତା, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୨, ଆରାଧନା- ପ୍ରଭୁ ହନୁମାନ।
ବୃଷ- କର୍ମକ୍ଷେତ୍ରେ ପରିଶ୍ରମ, ଦେବଦର୍ଶନ, ଭୋଜନରେ ବିଳମ୍ବ, ଶରୀର ସୁସ୍ଥ, ବ୍ୟବସାୟ ମାନ୍ଦା, ଶତ୍ରୁ ସମସ୍ୟା, ଲୋକସମ୍ପର୍କ ବୃଦ୍ଧି, ଅଳ୍ପ ବିରୋଧ, ଜମିଗଣ୍ଡଗୋଳ, ବନ୍ଧୁସହଯୋଗ,ସନ୍ତାନଖୁସି, ବିଦ୍ୟାରେ ସଫଳତା, ଦିବା ସାଢ଼େଗୋଟାଏ ପରେ ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା- ମହାଲକ୍ଷ୍ମୀ।
ମିଥୁନ- ମାନସିକ ଶାନ୍ତି, ଶରୀର ଅସୁସ୍ଥ, ବ୍ୟବସାୟରେ ସାମାନ୍ୟ ଲାଭ, ଅର୍ଥ ସହଯୋଗ, ଧର୍ମକାର୍ଯ୍ୟରେ ସନ୍ତୁଷ୍ଟ, ପାରିବାରିକ ସହଯୋଗ, ଶତ୍ରୁ ଦେଖାଦେବେ, ଦୂରଯାତ୍ରାରେ ଲାଭ, ନୂତନ କାର୍ଯ୍ୟରେ ଲାଭ, ବିଦ୍ୟାରେ ଅସ,‌ଳ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା- ଶଙ୍କର ଭଗବାନ।
କର୍କଟ- ଧନଲାଭ, ସମ୍ପର୍କରେ ସୁଧାର, ଶୁଭଖବର ପ୍ରାପ୍ତି, ଉଚ୍ଚଆଶା ପୂର୍ଣ୍ଣ, ବ୍ୟବସାୟରେ ଲାଭ, ବନ୍ଧୁ ସହଯୋଗ, ସମସ୍ୟା ସମାଧାନ, ଭୂସମ୍ପତ୍ତି ଲାଭ, ଦାମ୍ପତ୍ୟ ଖୁସି, ଯାନବାହନ କ୍ରୟ, ଶରୀର ସୁସ୍ଥ ଧନଖର୍ଚ୍ଚ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା- ମା ଭଗବତୀ।
ସିଂହ- ସ୍ବାସ୍ଥ୍ୟସମସ୍ୟା, ଖୁସିଖବର ମିଳିବ, ଦୂରଯାତ୍ରା, ସମ୍ମାନଲାଭ, ତୀର୍ଥାଟନ, ଭଗବାନଙ୍କ ସେବା, ସ୍ବାଦିଷ୍ଟ ଭୋଜନ, ପିଲାଙ୍କ ଚିନ୍ତା, ଅର୍ଥ ସମସ୍ୟାର ସମାଧାନ, କିଣାବିକାର ସୁଯୋଗ, ଶତ୍ରୁ ପରାଜିତ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୩, ଆରାଧନା- ଭଗବାନ ନୃସିଂହ।
କନ୍ୟା- ବିଭିନ୍ନ କାର୍ଯ୍ୟରେ ଉନ୍ନତି,  ଖୁସିଖବର, ଦୂରଯାତ୍ରା, ବିବାଦର ସମାଧାନ, ଶରୀର ସୁସ୍ଥ, ସମ୍ମାନଲାଭ, ତୀର୍ଥାଟନ, ଶତ୍ରୁ ରହିବେ, ଭୂସମ୍ପତ୍ତି କ୍ରୟ, ଲୋକସମ୍ପର୍କରେ ଉନ୍ନତି, ପାରିବାରିକ ସହଯୋଗ, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୪, ଆରାଧନା- ଗଣେଶ ଭଗବାନ।
ତୁଳା- ମନସ୍ତାପ, ପାଦବ୍ୟଥା, ଆକସ୍ମିକ ଲାଭ, କର୍ମକ୍ଷେତ୍ରେ ଚିନ୍ତିତ, ବନ୍ଧୁ ଅପ ମାନ, ଗୁରୁଜନେ ସୁମିଷ୍ଠ ଭୋଜନ, ‌ପୁରାତନ ଶତ୍ରୁ ଦେଖାଦେବେ, ବ୍ୟବସାୟରେ ଶତ୍ରୁତା, ଲାଭ କମ୍‌ ଖର୍ଚ୍ଚ ଅଧିକ, ସନ୍ତାନ ସ୍ନେହ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୧୧, ଆରାଧନା- ଶଙ୍କର ଭଗବାନ।
ବିଛା- ପରିଭ୍ରମଣ ଯୋଗ, ମାନସିକ ଅସ୍ଥିରତା, ଶୁଭଖବର ପ୍ରାପ୍ତି, ଅର୍ଥସମସ୍ୟା, ପାରିବାରିକ ଖୁସି, ଦେବଦର୍ଶନ, ଶରୀର ସୁସ୍ଥ, ଉଚ୍ଚଆଶାରେ ବିଳମ୍ବ, ପିଲାଙ୍କ ଚିନ୍ତା, ଶତ୍ରୁ ରହିବେ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଖଇରିଆ, ସଂଖ୍ୟା-୭, ଆରାଧନା- ଭଗବାନ ବିଷ୍ଣୁ।
ଧନୁ- ଶତ୍ରୁରେ ବିଜୟ, ତୀର୍ଥାଟନ, ଦେବଦର୍ଶନ, ଅର୍ଥସମସ୍ୟା ସମାଧାନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଉଚ୍ଚପ୍ରଶଂସା, ଗୃହେ ଉତ୍ସବ, ଲୋକସମ୍ପର୍କରେ ଉନ୍ନତି, ଶରୀର ସୁସ୍ଥ, କିଛି କିଣାବିକାର ସୁଯୋଗ ଆସିବ, ମୂଳା ନକ୍ଷତ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୬, ଆରାଧନା- ଗୋମାତା ସେବା।
ମକର- ସୁଖଦିନ, ଖର୍ଚ୍ଚାନ୍ତ ହେବେ, ସମ୍ମାନ ପ୍ରାପ୍ତି, ଦେବଦର୍ଶନ, ସନ୍ଥକୃପା, ଲୋକସମ୍ପର୍କ ବୃଦ୍ଧି, ଶତ୍ରୁ ପରାଜିତ,  ଯାନବାହନରେ ସତର୍କ, ବନ୍ଧୁସମସ୍ୟା, ପାରିବାରିକ ସହଯୋଗ, ବିଦ୍ୟାରେ ସଫଳତା, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୧, ଆରାଧନା- ମା ଭୈରବୀ ଲକ୍ଷ୍ମୀ।
କୁମ୍ଭ - ଚିନ୍ତାମୁକ୍ତି, ଗୁରୁଜନେ ସମସ୍ୟା, ଅର୍ଥସମସ୍ୟା ରହିବ, ଶତ୍ରୁ ପରାଜିତ, ବନ୍ଧୁ ସହଯୋଗ, ତୀର୍ଥାଟନ, ଉତ୍ସବ ପ୍ରତି ଆସକ୍ତ, ବ୍ୟବସାୟରେ ସ୍ବଳ୍ପ ଲାଭ, ପାରିବାରିକ ସହଯୋଗ, ସନ୍ତାନ ଖୁସି, ବିଦ୍ୟାରେ ଅସଫଳ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗେଣି, ସଂଖ୍ୟା-୩, ଆରାଧନା- ପ୍ରଭୁ ଲିଙ୍ଗରାଜ।
ମୀନ- କାର୍ଯ୍ୟରେ ଖୁସିି ଓ ପ୍ରଶଂସା, ବାଧା ଦୂର, କଚେରୀ ମାମଲା ସମାଧାନ, ଶରୀର ସୁସ୍ଥ, ଦେବଦର୍ଶନ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ, ଧାର୍ମିକ ଯାତ୍ରା, ମାନସିକ ଶାନ୍ତି, ଦାମ୍ପତ୍ୟ ସୁଖ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୨, ଆରାଧନା- ମା ଦକ୍ଷିଣକାଳୀ ।

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ରାଶିଫଳ ( ୨୦-୧୨-୨୦୨୫, ଶନିବାର )
ମେଷ- ମାନସମ୍ମାନ ହାନି, ପରିବାରରେ ବିରୋଧ, ମୂଲ୍ୟବାନ ପଦାର୍ଥ ନଷ୍ଟ, ମନ ଅସ୍ଥିର, ବ୍ୟବସାୟରେ ସ୍ୱଳ୍ପ ଲାଭ, କର୍ମକ୍ଷେତ୍ରେ ମିତ୍ରତା, ପୁରାତନ ବନ୍ଧୁଙ୍କ ସାକ୍ଷାତ, ରାଜଦଣ୍ଡ, ଶରୀର ଅସୁସ୍ଥ, ଦୂରସ୍ଥାନକୁ ଯାତ୍ରା, ଅଯଥା ଖର୍ଚ୍ଚାନ୍ତ, ମାନସିକ ଅସ୍ଥିରତା, ଦ୍ୱିଜାମେଷ ସତର୍କ ରହିବେ, ଶୁଭରଙ୍ଗ-ଲାଲ, ଅଙ୍କ-୩, ଆରାଧନା- ମା ବଗଳାମୁଖି ।
ବୃଷ- ବାଦବିବାଦ, ସ୍ୱାସ୍ଥ୍ୟପ୍ରତି ସତର୍କ, ଅତ୍ୟଧିକ ଖର୍ଚ୍ଚ, ନୂତନ କାର୍ଯ୍ୟରେ ବିରୋଧ, ମନ ଅସ୍ଥିର, ଯାତ୍ରାରେ ସାମାନ୍ୟ ଲାଭ, ଶତ୍ରୁ ରହିବେ, କର୍ମକ୍ଷେତ୍ରେ ଖୁସି, ବନ୍ଧୁ ମିଛେଦ, ପାରିବାରିକ ସହଯୋଗ, ଭ୍ରମଣଯୋଗ, କାର୍ଯ୍ୟରେ ଅସନ୍ତୁଷ୍ଟ, କୃତ୍ତିକା ବୃଷ ସତର୍କ ରହିବେ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା- ମହାଲକ୍ଷ୍ମୀ ।
ମିଥୁନ- ମନରେ ପ୍ରସନ୍ନତା, ବନ୍ଧୁ ଦର୍ଶନ, ଦୂରସ୍ଥାନକୁ ଯାତ୍ରା, ବ୍ୟବସାୟରେ ଉନ୍ନତି, ଅତିଥି ଆଗମନ, ସ୍ୱାସ୍ଥ୍ୟରେ ଉନ୍ନତି, ପାରିବାରିକ ଖୁସି, ଉଚ୍ଚବ୍ୟକ୍ତିଙ୍କ ସହ ସୁସମ୍ପର୍କ, ଉଚ୍ଚସମ୍ମାନ ପ୍ରାପ୍ତି, ଗୃହରେ ଉତ୍ସବ, ଗୁରୁଜନଙ୍କ ଆଶିର୍ବାଦ, ବିଦ୍ୟାଲାଭ, ଶତ୍ରୁ ପରାଜିତ, ମୃଗଶିରା ମିଥୁନ ସତର୍କ ରହିବେ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା- ପ୍ରଭୁ ଜଗନ୍ନାଥ ।
କର୍କଟ-  ପରୋପକାର, ବନ୍ଧୁଲାଭ, କର୍ମକ୍ଷେତ୍ରେ ଆନନ୍ଦ, ରାଜସମ୍ମାନ ପ୍ରାପ୍ତି, ଦୂରସ୍ଥାନକୁ ଯାତ୍ରା, ବ୍ୟବସାୟରେ ବିରୋଧ, ନ୍ୟାୟିକ ବ୍ୟବସ୍ଥାରେ ଲାଭ, ଶାରୀରିକ ସୁସ୍ଥତା, ନୂତନ କାର୍ଯ୍ୟରେ ପାରିବାରିକ ଖୁସି, ପୁଷ୍ୟାକର୍କଟ ସତର୍କ ରହିବେ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୨, ଆରାଧନା- ମା ତି୍ରପୁରାସୁନ୍ଦରୀ ।
ସିଂହ-  କର୍ମେ ଅଶାନ୍ତି, ମନଅସ୍ଥିର, କର୍ମକ୍ଷେତ୍ରେ ବିରୋଧ, ବ୍ୟବସାୟରେ ସ୍ୱଳ୍ପ ଲାଭ, ଗୃହରେ ସହଯୋଗ, ପୁରାତନ ରୋଗରେ ପିଡ଼ା, ଅର୍ଥ ସମସ୍ୟା, ଗାଡ଼ିଚାଳନାରେ ସାବଧାନ, ଶତ୍ରୁ କଷ୍ଟ, ଚିଡ଼ିଚିଡ଼ାପଣ, ବନ୍ଧୁଙ୍କ ସହ ମିତ୍ରତା, ଉତ୍ତରାଫାଲଗୁନି ସିଂହ ସତର୍କ ରହିବେ, ଶୁଭରଙ୍ଗ- ହଳଦୀ, ରଙ୍ଗ-୪, ଆରାଧନା- ଭଗବାନ ବିଷ୍ଣୁ ।
କନ୍ୟା-  ବିବାଦ ସମାଧାନ, ବନ୍ଧୁଙ୍କ ସହ ମିତ୍ରତା, ମନରେ ସନ୍ଦେହ, ବ୍ୟବସାୟିକ ଖୁସି, ଦୂରଯାତ୍ରା, ଗୃହରେ ଉତ୍ସବ, ଥଣ୍ଡାଜନିତ ସମସ୍ୟା, ଦ୍ରବ୍ୟଚୋରି, ମହିଳାଙ୍କ ସହଯୋଗ ମିଳିବ, ଆର୍ଥିକ ଲାଭ, ଅଯଥା ଅଶାନ୍ତି, ଚିତ୍ରା କନ୍ୟା ସତର୍କ ରହିବେ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୫, ଆରାଧନା- ଭଗବାନ ବିଷ୍ଣୁ ।
ତୁଳା- ମନରେ ଉତ୍ସାହ, ଦ୍ରବ୍ୟପ୍ରାପ୍ତି, ପିଲାଙ୍କ ଖୁସି, ବିଦେଶ ଭ୍ରମଣ, ବ୍ୟବସାୟରେ ଲାଭ, ଆର୍ଥିକ ଉନ୍ନତି, ବନ୍ଦୁ ସହଯୋଗ, କର୍ମକ୍ଷେତ୍ରେ ଶାନ୍ତି, ଶତ୍ରୁରେ ମିତ୍ରତା, ଶରୀର ସୁସ୍ଥ, ମୋକଦ୍ଦମାରେ ବିଜୟ, ସମ୍ମାନ ଲାଭ, ଶୁଭ ଆଲୋଚନା, ସ୍ୱାତିତୁଳା ସତର୍କ ରହିବେ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୩, ଆରାଧନା- ଭଗବାନ ଶଙ୍କର ।
ବିଛା-  ମାନସିକ ଅସ୍ଥିରତା, ଅଯଥା ହଇରାଣ, କର୍ମକ୍ଷେତ୍ରେ ବିରୋଧ, ଅର୍ଥସମସ୍ୟା, ଗୃହଶତ୍ରୁ, ଉଚ୍ଛବ ପ୍ରତି ବିମୁଖ, ବ୍ୟବସାୟରେ ଶତ୍ରୁତା, ଯାନ୍ତ୍ରିକ ସମସ୍ୟା, ବିଦ୍ୟାରେ ଅଳ୍ପ ଲାଭ, ରାଜଦଣ୍ଡ, ଶତ୍ରୁ ଲାଗିରହିବେ, ଶାରୀରିକ ସମସ୍ୟା, ବନ୍ଧୁସହଯୋଗ, ଯାତ୍ରାରେ ଖୁସି, ଜ୍ୟେଷ୍ଠାବିଛା ସତର୍କ ରହିବେ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୫, ଆରାଧନା- ପ୍ରଭୁ ଜଗନ୍ନାଥ ।
ଧନୁ-  ମନରେ ପ୍ରସନ୍ନତା, ସୁସମ୍ମାନ, ଉଚ୍ଚଆଶା ପୂର୍ଣ୍ଣ, ବନ୍ଧୁମିଳନ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ବ୍ୟବସାୟରେ ଉନ୍ନତି, ବିବାଦର ସମାଧାନ, ପଦବୀ ଲାଭ, ଭୂସମ୍ପତ୍ତି ଲାଭ, କର୍ମକ୍ଷେତ୍ରେ ସମସ୍ୟା ସମାଧାନ, ବିଦ୍ୟାରେ ଉନ୍ନତି, ଯଶ ମିଳିବ, ଉତ୍ତରାଷାଢ଼ା ଧନୁ ସତର୍କ ରହିବେ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା- ମା ଶ୍ୟାମାକାଳୀ ।
ମକର- ଶରୀର ଅସୁସ୍ଥ, ବନ୍ଧୁଦର୍ଶନ, ଭ୍ରମଣଯୋଗ, ଉଚ୍ଚଆଶାରେ ବାଧା, ଶତ୍ରୁସଙ୍କଟ, ବ୍ୟବସାୟରେ ମାନ୍ଦାବସ୍ଥା, ଅଳସୁଆ ବୃଦ୍ଧି, ଋଣ କରିବେ, କର୍ମକ୍ଷେତ୍ରେ ଅଶାନ୍ତି, ଅର୍ଥ ସମସ୍ୟା, ଭଲକାର୍ଯେ୍ୟ ବିବାଦ, ଅପବାଦ, ଚୋରି ଭୟ, ଅଜଣାବ୍ୟକ୍ତିଙ୍କ ମିତ୍ରତା, ଧନିଷ୍ଠା ମକର ସତର୍କ ରହିବେ, ଶୁଭରଙ୍ଗ-ନିଳ, ସଂଖ୍ୟା-୪, ଆରାଧନା- ମା ବଗଳା ।
କୁମ୍ଭ-  ନୂତନ କର୍ମାରମ୍ଭ, ଆର୍ଥିକ ଉନ୍ନତି, ପାରିବାରିକ ଖୁସି, ବ୍ୟବସାୟରେ ଲାଭ, ସମ୍ପର୍କରେ ସୁଧାର, ଅର୍ଥଖର୍ଚ୍ଚ, ମୋକଦ୍ଦମାରେ ବିଜୟ, ଶରୀର ସୁସ୍ଥ, ନୂତନ ଆଶା, ସୁସମାଚାର, ବନ୍ଧୁରେ ଆଗ୍ରହ, ଗୃହେ ଉତ୍ସବ, ଅଯଥା ଅଶାନ୍ତି, ପୂର୍ବାଭାଦ୍ର କୁମ୍ଭ ସତର୍କ ରହିବେ, ଶୁଭରଙ୍ଗ-ମାଟିଆ, ସଂଖ୍ୟା-୧, ଆରାଧନା- ପ୍ରଭୁ ହନୁମାନ ।
ମୀନ- କର୍ମରେ ସଫଳତା, ସମ୍ମାନପ୍ରାପ୍ତି, ପାରିବାରିକ ସହଯୋଗ, ଆର୍ଥିକ ଲାଭ, ପଦବୀ ଲାଭ, ଶତ୍ରୁ ପରାଭବ, ବିଦେଶ ଭ୍ରମଣ, ନୂତନ ନିଯୁକ୍ତି, ବନ୍ଧୁଙ୍କ ସହ ମିତ୍ରତା, ଶୁଭକାର୍ଯେ୍ୟ ଆହତ, ପିଲାଙ୍କ ଚିନ୍ତା, ଯାନବାହନରେ ସତର୍କତା, ଦ୍ରବ୍ୟଲାଭ, ଉତ୍ତରାଭାତ୍ର ମୀନ ସତର୍କ ରହିବେ, ଶୁଭରଙ୍ଗ-ନାଲି, ସଂଖ୍ୟା-୯, ଆରାଧନା- ପ୍ରଭୁ ରାଧାବଲ୍ଲଭ ।

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ରାଶିଫଳ: ୧୨ଜୁନରୁ ୧୮ ଜୁନ
ମେଷ: ଆର୍ଥିତ ଅବନତି ସହିତ ମାନସିକ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ଅସହଯୋଗ ମନକୁ ଅଶାନ୍ତି କରିବ । ବ୍ୟବସାୟିକ ସ୍ଥିତି ସାମାନ୍ୟ ମାନ୍ଦା ରହିପାରେ । ପାରିବାରିକ ସ୍ଥିତିରେ ମଧ୍ୟ ସମସ୍ୟା ହୋଇପାରେ । ଛାତ୍ରଛାତୀଙ୍କ ପାଇଁ ମଧ୍ୟ କଠିନ ସମୟ ରହିପାରେ ।
ପ୍ରତିକାର: ଗଣେଶଙ୍କ ପାଖରେ ନାଲି ମନ୍ଦାର ଫୁଲ ଅର୍ପଣ କରନ୍ତୁ ।

ବୃଷ: ସପ୍ତାହ ଭଲରେ କଟିବ । କର୍ମକ୍ଷେତ୍ରରେ ଉନ୍ନତି ସହିତ ମାନସିକକ୍ଷେତ୍ରରେ ଶାନ୍ତି ମିଳିବ । ପାରିବାରିକ ସମ୍ପର୍କ ଖୁବ ମଜଭୁତ ରହିବ । ପାଟନରସିପ୍‌୍‌୍‌ରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ସମୟ ଖୁବ୍‌ ଭଲରେ କଟିବ । ଛାତ୍ରଛାତୀଙ୍କ ସମୟ ଭଲରେ କଟିବ, ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ ।

ମିଥୁନ: ପୂର୍ବରୁ ଅଟକି ଥିବା ସରକାରୀ କାର୍ଯ୍ୟ ଏଥର ହୋଇଯିବ । ଅର୍ଥବ୍ୟାପାରକୁ ନେଇ ଅଟକି ଥିବା କାର୍ଯ୍ୟ ଏହି ସପ୍ତାହରେ ହୋଇଯିବ । ମାନସିକସ୍ଥିତି ଖୁବ୍‌୍‌ ଭଲ ରହିବ । ଆର୍ଥିକକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଗୃହିଣୀମାନେ କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ ।
ପ୍ରତିକାର: ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ।

କର୍କଟ: ପୂର୍ବରୁ ଅପେକ୍ଷା କରିଥିବା ଫଳ ଏହି ସପ୍ତାହରେ ମିଳିବ । ପାରିବାରିକ ସ୍ଥିତି ମଧ୍ୟ ଭଲରେ କଟିବ । ପୂର୍ବରୁ ଥିବା ବିବାଦ ଏହି ସପ୍ତାହରେ ସମାଧାନ ହୋଇଯିବ । ସନ୍ତାନମାନଙ୍କ ସହିତ ସମୟ ଅତିବାହିତ କରିବେ । ବ୍ୟବସାୟରେ ମଧ୍ୟ ସମୟ ଦେବେ । ଗୃହିଣୀମାନେ ଘର କାମରେ ଖୁସୀ ଅନୁଭବ କରିବେ ।
ପ୍ରତିକାର: ଘରେ ମନିପ୍ଲାଣ୍ଟ୍‌ ଗଛ ଲଗାନ୍ତୁ ।

ସିଂହ: ଅତ୍ୟଧିକ ପରିଶ୍ରମ କାରଣରୁ ପାରିବାରିକ ଜୀବନ ଅଶାନ୍ତି ରହିବ ।
କର୍ମ କରିବା ସହିତ ପରିବାର ସହିତ ସମୟ ଅତିବାହିତ କରନ୍ତୁ । ବ୍ୟବସାୟରେ ଲାଭ ମିଳିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦିଅନ୍ତୁ ।
ବିବାହ ଉପଯୋଗୀ ପ୍ରାର୍ଥୀଙ୍କ ପାଇଁ ଶୁଭ ଖବର ଆସିବ ।
ପ୍ରତିକାର: ସୂର୍ଯ୍ୟଙ୍କ ପୂଜା କରନ୍ତୁ ।

କନ୍ୟା: ପାରିବାରିକ ବିବାଦର ଅନ୍ତ ଘଟିବ । କର୍ମକ୍ଷେତ୍ରରେ ମନ ଦେଇ କାର୍ଯ୍ୟ କରିବା କାରଣରୁ ପୁରସ୍କୃତ ମଧ୍ୟ ହୋଇପାରନ୍ତି । ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ମାନସିକସ୍ଥିତି ଖୁବ୍‌୍‌ ଭଲ ରହିବ । ଗୃହିଣୀମାନେ ସତର୍କ ରୁହନ୍ତୁ, ଗୋଡ଼ରେ ଆଘାତ ଲାଗିପାରେ ।
ପ୍ରତିକାର: ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ ।

ତୁଳା: ବ୍ୟବସାୟରେ ଲାଭ ମିଳିବା ସହିତ ପୁଞ୍ଜି ନିବେଶ କରିପାରନ୍ତି ।
କର୍ମଚାରୀମାନେ ସତର୍କ ରୁହନ୍ତୁ, ମିଥ୍ୟା ଗୁଜବ କାରଣରୁ ମନ ଅଶାନ୍ତି ରହିପାରେ । ପାରିବାରିକ ସ୍ଥିତି ଖୁବ୍‌ ଭଲ ରହିବ । ସନ୍ତାନଙ୍କ ପାଇଁ ସମୟ ଭଲ ରହିଛି ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କୁ ଗେଣ୍ଡୁ ଫୁଲ ଦେଇ ପୂଜା କରନ୍ତୁ ।

ବିଛା: ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ସହଯୋଗ ମିଳିବ । ବ୍ୟବସାୟରେ ନୂତନ ଚିନ୍ତାଧାରା କାରଣରୁ ଉନ୍ନତି ମିଳିବ । ମାନସିକକ୍ଷେତ୍ରରେ ଉନ୍ନତି ମିଳିବ । ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲରେ କଟିବ ।
ପ୍ରତିକାର: ଗଣେଶଙ୍କୁ ନାଲି ମନ୍ଦାର ଫୁଲ ଅର୍ପଣ କରନ୍ତୁ ।

ଧନୁ: ଆତ୍ମୀୟଙ୍କ ଅସୁସ୍ଥତା ମନକୁ ଭାରାକ୍ରାନ୍ତା କରିପାରେ । ମନ ବିଚଳ ରହିବ । ଏଥିପାଇଁ ଚାକିରି ଓ ବ୍ୟବସାୟରେ ସମସ୍ୟା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଖୁବ୍‌ ଭଲ ସମୟ । ଗୃହିଣୀମାନେ ନୂତନ ଅଳଙ୍କାର ପ୍ରାପ୍ତି କରିପାରନ୍ତି ।
ପ୍ରତିକାର: ପାଖରେ ସବୁବେଳେ ହଳଦିଆ ରୁମାଲ୍‌ ରଖନ୍ତୁ ।
ମକର: ସପ୍ତାହ ଭଲରେ କଟିବ । ଶୁଭ ଖବର ପ୍ରାପ୍ତି ମନକୁ ଖୁସି ରଖିବ । ବିବାହ ସ୍ଥିର ହୋଇପାରେ । ପୂର୍ବରୁ ଥିବା ବିବାଦର ସମାଧାନ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହିତ, ବ୍ୟବସାୟରେ ମନ ମୁତାବକ ଫଳ ମିଳିବ ।
ପ୍ରତିକାର: ଜଗନ୍ନାଥଙ୍କୁ ନୀଳ ଅପରାଜିତା ଫୁଲ ଅର୍ପଣ କରନ୍ତୁ ।

କୁମ୍ଭ: ପୂର୍ବରୁ ଥିବା ଯନ୍ତ୍ରଣା, ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ଦୂରସ୍ଥାନକୁ ବଦଳି ହୋଇପାରନ୍ତି । ବ୍ୟବସାୟରେ ବେଶ୍‌ ଲାଭ ମିଳିବ । ପାରିବାରିକ ସ୍ଥିତି ଭଲ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲରେ କଟିବ । ଗୃହିଣୀ ଦୂରଯାତ୍ରା କରିପାରନ୍ତି ।
ପ୍ରତିକାର: ମା’ ଲକ୍ଷ୍ମୀଙ୍କ ପାଖରେ ପଦ୍ମଫୁଲ ଅର୍ପଣ କରନ୍ତୁ ।

ମୀନ: ଶାରୀରିକ ଅସୁସ୍ଥତା କାରଣରୁ ମାନସିକଚାପ ବଢ଼ିିପାରେ ।
କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ । ବ୍ୟବସାୟିକ ସ୍ଥିତି ସାମାନ୍ୟ ରହିବ । ପାରିବାରିକସ୍ଥିତି ଭଲ ରହିବ । ଛାତ୍ରଛାତ୍ରୀଙ୍କ ସମୟ ଭଲରେ କଟିବ, ପରୀକ୍ଷାରେ ଭଲ ଫଳ ଦେବେ ।
ପ୍ରତିକାର: ବୁଧୁବାର ଦିନ ବିଷ୍ଣୁ ପୂଜା କରନ୍ତୁ ।