Bollywood - Samaya Live

ପ୍ରଥମ ପସନ୍ଦ ଥିଲେ ତମନ୍ନା
ନିକଟରେ ଚର୍ଚ୍ଚାରେ ଥିବା ଫିଲ୍ମ ଧୁରନ୍ଧରର ଗୀତ ଶରାରତ ପାଇଁ ପ୍ରଥମ ପସନ୍ଦ ଥିଲେ ଅଭିନେତ୍ରୀ ତମନ୍ନା ଭାଟିଆ । ହେଲେ ତମନ୍ନାଙ୍କୁ ନିର୍ଦ୍ଦେଶକ ଆଦିତ୍ୟ ଧର ରିଜେକଫ କରିଥିବାନେଇ ଏବେ ଚର୍ଚ୍ଚା ହୋଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଥିବାବେଳେ ଖବରକୁ ଖଣ୍ଡନ କରିଛନ୍ତି କୋରିଓଗ୍ରାଫର ବିଜୟ ଗାଙ୍ଗୁଲି । ତମନ୍ନାଙ୍କୁ ଏହି ଗୀତ ପାଇଁ କେବେ ବି ଚୟନ କରାଯାଇନଥିବା ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି । ତାଙ୍କ ଅନୁଯାୟୀ ତମନ୍ନାଙ୍କର ଷ୍ଟାରଡମ ଓ ଲୋକପ୍ରିୟତା ଗୀତର ଆବଶ୍ୟକତା ଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଆନ୍ତା ତେଣୁ ତାଙ୍କୁ ଏଥିପାଇଁ ଚୟନ ହିଁ କରାଯାଇନାହିଁ । କାହାଣୀର ଗୁରୁତ୍ୱତାକୁ ବଢାଇବା ପାଇଁ ମେକର୍ସ ଏଭଳି ନିଷ୍ପତ୍ତି ନେଇଥିବା ସେ ଉଲ୍ଲେଖ କରିଛନ୍ତି । ତେଣୁ ଏଭଳି ମିଛ ଖବରର ପ୍ରଚାର ନକରିବାକୁ ସେ ଅନୁରୋଧ କରିଥିବା ଦେଖିବାକୁ ମିଳୁଛି ।

ଅନେକ ରହିଛନ୍ତି ତାଲିକାରେ
ବଲିଉଡରେ ଖଳନାୟକ ଭୂମିକାର ଚାର୍ମ ଯେପରି ଖୁବ ନିଆରା । ଅନେକ ବଡବଡ ହିରୋ ଏହି ଚାର୍ମରେ ଭାଗ ହୋଇ ନିଜର ଭର୍ସାଟାଇଲ ଅଭିନୟ ଦର୍ଶକଙ୍କ ପାଖରେ ପହଞ୍ଚାଇଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ଆର ମାଧବନ, ଅକ୍ଷୟ କୁମାର, ବିବେକ ଓବରାୟ , ଅର୍ଜୁନ କପୁର, ରିତେଶ ଦେଶମୁଖ, ଜନଆବ୍ରାହମଙ୍କ ଭଳି ଅନେକ ଅଭିନେତା । ସୁପରଷ୍ଟାର ଅକ୍ଷୟ କୁମାରଙ୍କର ୨ ପଏଣ୍ଟ ୦ ଫିଲ୍ମର ଚରିତ୍ର ଲୋକଙ୍କ ଭିତରେ ଆଜି ବି ଜୀବନ୍ତ । ଏଥିରେ ଦର୍ଶକ ତାଙ୍କୁ ଏକ ନିଆରା ସ୍ବତନ୍ତ୍ର ଚରିତ୍ରରେ ଦେଖିବାକୁ ପାଇଥିଲେ । ସେହିଭଳି ସବୁବେଳେ ଶାନ୍ତ ସରଳ ଚରିତ୍ରରେ ଅଭିନୟ କରୁଥିବା ଆର ମାଧବନ ସୈତାନ ସିରିଜରେ ସମସ୍ତଙ୍କୁ ଚମକାଇ ଦେଇଥିଲେ । ତାଙ୍କ ଖଳନାୟକ ଭୂମିକାକୁ ଦର୍ଶକ ଖୁବ ଭଲ ପାଇବା ଦେଇଥିଲେ । ଏଥିରେ ତାଙ୍କୁ ଏକ ଭର୍ସାଟାଇଲ ଚରିତ୍ରରେ ଫ୍ୟାନମାନେ ଦେଖିଥିଲେ । ଆଉଜଣେ ଷ୍ଟାର ହେଲେ ରିତେଶ ଦେଶମୁଖ ଯାହାଙ୍କୁ ଏକ ଭିଲେନ ଓ ମହାରଜଭନ ଭଳି ଫିଲ୍ମରେ ଖଳନାୟକ ଭୂମିକାରେ ଦର୍ଶକ ଦେଖିଥିଲେ । ଏହି ସମସ୍ତ ପ୍ରୋଜେକ୍ଟରେ ସେ ନିଜର ଭର୍ସାଟାଇଲ ଅଭିନୟ ସାହାଯ୍ୟରେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇ ପାରିଥିଲେ । ଏଭଳି ଯେତେବେଳେ ବି ପରଦାରେ ହିରୋମାନେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ସେମାନଙ୍କୁ ଦର୍ଶକ ଭଲପାଇବା ଦେଇଛନ୍ତି ।

ସୈଫ ଅଲ୍ଲୀ ଖାନ
ନବେଦଶକର କ୍ୟୁଟ, ଡ୍ୟାସିଂ ହିରୋ ଭାବେ ସୈଫ ଅଲ୍ଲୀ ଖାନଙ୍କର ରହିଥିଲା ନିଆରା ପରିଚୟ । ଅନେକ ହିଟ ଫିଲ୍ମରେ ତାଙ୍କୁ ହିରୋଭାବେ ଦର୍ଶକ ଦେଖିବା ସହିତ ଖୁବ ଭଲପାଇବା ମଧ୍ୟ ଦେଇଛନ୍ତି । କିନ୍ତୁ ସମୟ ବଦଳିବା ସହିତ ସୈଫଙ୍କ ପସନ୍ଦ ମଧ୍ୟ ବଦଳିଥିଲା । ସେ ନିଜ ଅଭିନୟରେ ପରିବର୍ତ୍ତନ ଆଣି ଦର୍ଶକଙ୍କ ଆଗକୁ ଆସିଥିଲେ ଏକ ନୂଆ ଅବତାରରେ । ସୈଫଙ୍କୁ କିଛି ଫିଲ୍ମରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ଦର୍ଶକ ତାଙ୍କର ଏହି ଅବତାରକୁ ମଧ୍ୟ ଖୁବ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା । ନିକଟରେ ତାଙ୍କୁ ଆଦିପୁରୁଷ ଓ ତନହାଇ ଭଳି ପ୍ରୋଜେକ୍ଟରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ଏଥିରେ ସୈଫ ପ୍ରମାଣିତ କରିଥିଲେ ଯେ ସେ କେବଳ ହିରୋ ନୁହେଁ ବରଂ ଖଳନାୟକ ଭୂମିକାକୁ ମଧ୍ୟ ଖୁବ ଭଲରେ ପରଦାରେ ଜୀବନ୍ତ କରିପାରିବେ । ସେହିଭଳି ପୂର୍ବରୁ ତାଙ୍କର ଆଇକନିକ କ୍ୟାରେକ୍ଟର ଲଙ୍ଗଡା ତ୍ୟାଗି ସୈଫଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ଏହି ଚରିତ୍ର ତାଙ୍କର ଅଭିନୟର ଭିନ୍ନଭିନ୍ନ ଫର୍ଦ୍ଦକୁ ଦର୍ଶକଙ୍କ ଆଗରେ ପହଞ୍ଚାଇଥିଲା । ଆଗକୁ ତାଙ୍କର କିଛି ଅପକମିଂ ଫିଲ୍ମ ଆସିବାର ଅଛି, ଯେଉଁଥିରେ ସୈଫଙ୍କୁ ଖଳନାୟ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ ।  ଓମକାରା ୨କୁ ନେଇ ଆଲୋଚନା ଆରମ୍ଭ ହୋଇଛି, ଯେଉଁଥିରେ ସୈଫଙ୍କୁ ଖଳନାୟକ ଭାବେ କାଷ୍ଟ କରାଯିବାନେଇ ଆଲୋଚନା ଜାରି ରହିଛି ।

ଅଭିଷେକ ବଚ୍ଚନ
ବଲିଉଡକୁ ଅନେକ ହିଟ ଫିଲ୍ମ ଭେଟି ଦେଇଥିବା ଅଭିଷେକ ବଚ୍ଚନଙ୍କୁ ଦେଖିବାକୁ ମିଳିବ ଏକ ନୂଆ ରୂପରେ । ଖୁବଶୀଘ୍ର ଅଭିଷେକଙ୍କୁ ଖଳନାୟକ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ଖବରଟି ଭାଇରାଲ ହେବାପରେ ଅଭିଷେକଙ୍କ ଫ୍ୟାନ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ତାଙ୍କୁ ସ୍କ୍ରିନରେ ଦେଖିବାକୁ । ସୂଚନା ଅନୁସାରେ ଅଭିଷେକଙ୍କୁ ଆଗକୁ ଶାହରୁଖ ଖାନଙ୍କ ଫିଲ୍ମ କିଙ୍ଗରେ ଖଳନାୟକ ଭୂମିକାରେ ଦର୍ଶକ ଦେଖିବେ । ସବୁବେଳେ ନାୟକ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରିଥିବା ଅଭିଷେକଙ୍କର ଏହି ନୂଆ ଅନ୍ଦାଜ ଦେଖିବାକୁ ଦର୍ଶକ ମଧ୍ୟ ଅପେକ୍ଷା କରି ବସିଛନ୍ତି । ସେମାନେ ଖୁବ ଉତ୍ସାହିତ ଅଛନ୍ତି, ଅଭିନେତାଙ୍କର ଆଉ ଏକ ରୂପ ପରଦାରେ ଦେଖିବାକୁ । ଏହାକୁ ନେଇ କେବଳ ଫ୍ୟାନନୁହେଁ ଅଭିଷେକଙ୍କର ପିତା ଅମିତାଭ ବଚ୍ଚନ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ଅଭିଷେକଙ୍କ ଅଭିନୟର ଏକ ନୂଆଧାରା ସେ ପରଦାରେ ଦେଖିବାକୁ ଚାହିଁ ବସିଥିବାନେଇ ଅନେକ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏହି ଫିଲ୍ମ ଅନେକ କାରଣରୁ ଖୁବ ସ୍ପେସାଲ । ଏଥିରେ ପ୍ରଥମଥର ପାଇଁ ଅଭିଷେକଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏହାସହିତ ଏହି ଫିଲ୍ମରେ ଡେବ୍ୟୁ କରିବାକ ଯାଉଛନ୍ତି କିଙ୍ଗଖାନଙ୍କ ଝିଅ ସୁହାନା ଖାନ । ଦର୍ଶକ ଏଥିରେ ବାପ ଝିଅଙ୍କୁ ଏକାଥରେ ସ୍କ୍ରିନରେ ଦେଖିବାକୁ ପାଇବେ, ଯାହା ସମସ୍ତଙ୍କୁ ବିଶେଷଭାବେ ଉତ୍ସାହିତ କରିଛି । ସେହିଭଳି ଅଭିଷେକଙ୍କୁ ଶାହରୁଖ ଖାନଙ୍କ ସହିତ ଖଳନାୟକ ଭାବେ ଦେଖିବା ଖୁବ ଏକ୍ସାଇଟମେଣ୍ଟ ହେବ ବୋଲି ଏବେଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏଥିରେ ଅଭିଷେକ ବଚ୍ଚନଙ୍କ ସହିତ ଶାହରୁଖ ଖାନ, ସୁହାନା ଖାନ, ଦୀପିକା ପାଦୁକୋନ ନଜର ଆସିବେ । ପୂର୍ବରୁ ଅଭିଷେକଙ୍କୁ ଶାହରୁଖ ଖାନଙ୍କ ସହିତ କଭି ଅଲବିଦା ନା କେହେନା, ହାପି ନ୍ୟୁୟର ଭଳି ପ୍ରୋଜେକ୍ଟରେ ଦର୍ଶକ ଦେଖିଛନ୍ତି, ଏବଂ ଖୁବ ଭଲପାଇବା ମଧ୍ୟ ଦେଇଛନ୍ତି । ତେବେ ଉକ୍ତ ଫିଲ୍ମ ଗୁଡିକରେ ଉଭୟଙ୍କୁ ନାୟକ ଭୂମିକାରେ ଦର୍ଶକ ଦେଖିଛନ୍ତି ତେଣୁ ଏହି ପ୍ରୋଜେକ୍ଟଟି ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବ ବୋଲି ମେକର୍ସ ଆଶା ରଖିଛନ୍ତି । ସେହିଭଳି ସୁହାନାଙ୍କର ଏହା ଡେବ୍ୟୁ ଫିଲ୍ମ ହୋଇଥିବାରୁ କିଙ୍ଗଖାନ୍ଙ୍କ ଫ୍ୟାନମାନେ ମଧ୍ୟ ପ୍ରୋଜେକ୍ଟକୁ ନେଇ ଖୁବ ଆଶାବାଦୀ ଅଛନ୍ତି ।

ପ୍ଲାଷ୍ଟିକ ସର୍ଜରୀ ନେଇ ଚର୍ଚ୍ଚା
ଅନେକ ସମୟରେ ଅଭିନେତ୍ରୀଙ୍କ ପ୍ଲାଷ୍ଟିକ ସର୍ଜରୀ ନେଇ ଖୁବ ଆଲୋଚନା ହୋଇଥାଏ । ନିକଟରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ପ୍ଲାଷ୍ଟିକ ସର୍ଜରୀ ନେଇ ଆଲୋଚନା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଜଣେ ୟୁଜର ରକୁଲ ପ୍ଲାଷ୍ଟିକ ସର୍ଜରୀ କରିଥିବା ନେଇ ଦାବି କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣେ କସମେଟିକ ସର୍ଜନ ବୋଲି ତାଙ୍କ ପ୍ରୋଫାଇଲରେ ଦର୍ଶାଯାଇଛି । ତେବେ ଏହି ବ୍ୟକ୍ତିଙ୍କ ପୋଷ୍ଟରେ ଉତ୍ତର ରଖିଛନ୍ତି ରକୁଲ । ସେ ପ୍ଲାଷ୍ଟିକ ସର୍ଜରୀ କଥାକୁ ଖଣ୍ଡନ କରିବା ସହିତ ଏଭଳି ଲୋକ ଯିଏ ନିଜ ଡିଗ୍ରୀକୁ ନେଇ ମିଛ ତଥ୍ୟ ଦେଇଛନ୍ତି ସେମାନଙ୍କ ପ୍ରତି ସାବଧାନ ରହିବାକୁ କହିଛନ୍ତି । ତାଙ୍କ ନାମରେ ମିଛ ତଥ୍ୟ ପ୍ରଚାର କରୁଥିବାରୁ ସେ ଉକ୍ତ ବ୍ୟକ୍ତିଙ୍କ ଉପରେ ଖୁବ ବର୍ଷିଛନ୍ତି । କୌଣସି ପ୍ରମାଣ ନଥାଇ ଉକ୍ତ ବ୍ୟକ୍ତି କିଭଳି ଏ ମିଛ ଖବର ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏହି ଘଟଣା ପରେ ସୋସିଆଲ ମିଡିଆରେ ରକୁଲଙ୍କ ପ୍ଲାଷ୍ଟିକ ସର୍ଜରୀ କଥାକୁ ନେଇ ଖୁବ ଜୋରରେ ଆଲୋଚନା ଆରମ୍ଭ ହୋଇଛି ।

ଚରିତ୍ରଟି ଥିଲା ଖୁବ ସ୍ବତନ୍ତ୍ର
ନିକଟରେ ଅଭିନେତ୍ରୀ କଲ୍ୟାଣି ପ୍ରିୟଦର୍ଶନଙ୍କୁ ଏକ ସୁପରହିରୋ ଫିଲ୍ମ ଲୋଖା ଚାପ୍ଟର ୧ରେ ଦେଖିବାକୁ ମିଳିଛି । ଏହି ଚରିତ୍ରଟି ଖୁବ ହଟକେ ଥିଲାବୋଲି ନିକଟରେ ଏକ ସାକ୍ଷାତକାରରେ କଲ୍ୟାଣି ପ୍ରକାଶ କରିଛନ୍ତି । ତେବେ ଏହି ଫିଲ୍ମଟି କରିବାବେଳେ କଲ୍ୟାଣି ଖୁବ ନର୍ଭସ ଥିବା ଜଣାପଡିଛି । ଫିଲ୍ମର ଗୁରୁ ଦାୟିତ୍ବ ତାଙ୍କ କାନ୍ଧ ଉପରେ ରହିଥିଲା । ଏକ ସୁପରହିରୋ ଫିଲ୍ମକୁ ନିଖୁଣ ଭାବରେ ଦର୍ଶକ ସମ୍ମୁଖରେ ପହଞ୍ଚାଇବାକୁ ସେ ଖୁବ ଅଧିକ ପରିଶ୍ରମ କରିଥିବା କଲ୍ୟାଣି ପ୍ରକାଶ କରିଛନ୍ତି । ପୁରା ଟିମ୍ ଫିଲ୍ମ ରିଲିଜକୁ ନେଇ ଖୁବ ଟେନସନରେ ଥିଲେ, ହେଲେ ଫିଲ୍ମଟି ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । ସମସ୍ତେ ଏହାକୁ ଭଲ ରିଭ୍ୟୁ ଦେଇଥିଲେ ଯାହା ପୁରା ଷ୍ଟାର କାଷ୍ଟକୁ ଟେନସନ ମୁକ୍ତ କରିଥିଲା । ଆଗକୁ ଏହିଭଳି ଚରିତ୍ର ମିଳିଲେ ସେ ଖୁସିରେ କରିବେ ବୋଲି ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

ନୂଆପ୍ରୋଜେକ୍ଟକୁ ନେଇ ଉତ୍ସାହିତ
ଅଭିନେତ୍ରୀ ମୃଣାଳ ନିଜର ନୂଆ ପ୍ରୋଜେକ୍ଟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ତାଙ୍କର ଆଗକୁ ରିଲିଜ ହେବାକୁ ଯାଉଛି ଫିଲ୍ମ ଡାଇକୋଟା । ଫିଲ୍ମଟି ଏକ ଆକସନ ଥ୍ରିଲର । ଏହାସହିତ ଏଥିରେ ରୋମାଣ୍ଟିକ ଛୁଙ୍କ ମଧ୍ୟ ଦର୍ଶକ ପାଇବେ । ଫିଲ୍ମଟି ସମ୍ପର୍କରେ ଘୋଷଣା ହେବା ଦିନଠାରୁ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି । ଏଥିରେ ମୃଣାଳଙ୍କ ସହିତ ଆଦିବି ଶେଷଙ୍କୁ ଦର୍ଶକ ଲିଡ ରୋଲରେ ଦେଖିବେ । ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ଏହାର ଦମଦାର କାହାଣୀ ଦର୍ଶକଙ୍କୁ ହଲକୁ ଆଣିବାରେ ସକ୍ଷମ ହେବ ବୋଲି ମେକର୍ସ ମତ ଦେଇଛନ୍ତି । ସେହିଭଳି ମୃଣାଳ ଓ ଆଦିବି ଶେଷଙ୍କ କେମେଷ୍ଟ୍ରୀ ଦେଖିବାକୁ ଉଭୟଙ୍କ ଫ୍ୟାନ ଅପେକ୍ଷା କରି ରହିଛନ୍ତି । ଫିଲ୍ମଟି ମାର୍ଚ୍ଚ ୧୬ରେ ପରଦାକୁ ଆସିବା ନେଇ ଯୋଜନା ରହିଛି । ସେହିଭଳି ଏଭଳି ଏକ ସ୍ୱତନ୍ତ୍ର ଫିଲ୍ମରେ ଅଭିନୟ କରି ଅଭିନେତ୍ରୀ ମୃଣାଳ ମଧ୍ୟ ଖୁବ ଖୁସି ଅଛନ୍ତି । ଏହା ତାଙ୍କ କ୍ୟାରିୟରର ଏକ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ସେ ଆଶା ରଖିଥିବା ବିଭିନ୍ନ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

୨୩ ବର୍ଷ ପରେ ବିବାହ
ନିକଟରେ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଅଶ୍ଲେଶା ଶାୱନ୍ତ । ୨୩ ବର୍ଷର ଦୀର୍ଘ ପ୍ରେମ ସମ୍ପର୍କ ପରେ ଅଭିନେତ୍ରୀ ନିଜର ପ୍ରେମିକ ସନ୍ଦିପ ବାସୱାନଙ୍କ ସହିତ ବିବାହ କରିଛନ୍ତି ।

ସେଲିବ୍ରେଟିମାନଙ୍କର ବିବାହ ସବୁବେଳେ ଖୁବ ଚର୍ଚ୍ଚାରେ ରହିଥାଏ । ହେଲେ ନିକଟରେ ଜଣେ ଟେଲି ଅଭିନେତା ଓ ଅଭିନେତ୍ରୀଙ୍କ ବିବାହ ଖୁବ ଚର୍ଚ୍ଚାରେ ରହିଛି । ଏହି କପଲ ପ୍ରେମ ସମ୍ପର୍କର ୨୩ବର୍ଷ ପରେ ବିବାହ କରିଛନ୍ତି, ଯେଉଁଥିପାଇଁ ଏହା ବେଶି ଚର୍ଚ୍ଚାରେ ଅଛି । ତାଙ୍କ ବିବାହରେ ପୂରା ଟେଲି ଇଣ୍ଡଷ୍ଟ୍ରୀ ଶୁଭେଚ୍ଛା ଜଣାଇବାରେ ଲାଗିଛି । ତେବେ ଅଶ୍ଲେଶା ନିଜ ଅଭିନୟ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ୧୯୮୪ରେ ମହାରାଷ୍ଟ୍ରରେ ଜନ୍ମିତ ଅଶ୍ଲେଶା ୨୦୦୨ରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ନିଜର କ୍ୟାରିୟରର ଆରମ୍ଭ ସେ ପରିଚିତ ଶୋ କ୍ୟୁଁ ସାସ୍ ଭି କଭି ବୋହୁ ଥିରୁ ଆରମ୍ଭ କରିଥିଲେ । ଏହି ହିଟ୍ ଧାରାବାହିକରେ ଅଭିନୟ କରିବା ପରେ ଆଉ ପଛକୁ ଫେରି ଚାହି ନାହାନ୍ତି ଅଶ୍ଲେଶା । ଏହାପରେ ଗୋଟିଏ ପରେ ଗୋଟିଏ ହିଟ ଧାରାବାହିକରେ ଅଭିନୟ କରି ସମସ୍ତଙ୍କ ମନ ମୋହିଛନ୍ତି ସେ । ଏହାପରେ ତାଙ୍କୁ ଧାରାବାହିକ ସାତ ଫେରେ ସଲୋନି କା ସଫରରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ତାଙ୍କ ଚରିତ୍ର ସମସ୍ତେ ଖୁବ ଭଲ ପାଇବା ଦେଇଥିଲେ । ସବୁଠାରୁ ଅଧିକ ଫେମ୍ ତାଙ୍କୁ ମିଳିଥିଲା ଧାରାବାହିକ କୁମ କୁମ ଭାଗ୍ୟରୁ । ଏଥିରେ ତାଙ୍କ ଚରିତ୍ରକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ । ବର୍ତ୍ତମାନର ଏକ ସୁପରହିଟ ଶୋ ଅନୁପମାରେ ମଧ୍ୟ ଦର୍ଶକ ତାଙ୍କୁ ଦେଖିବାକୁ ପାଇଥିଲେ । କେବଳ ଟେଲିଭିଜନ ନୁହେଁ ବଡପରଦାରେ ମଧ୍ୟ ନିଜର ଜଲୱା ଦେଖାଇଥିଲେ ଅଶ୍ଲେଶା । ୨୦୨୨ରେ ତାଙ୍କୁ ଫିଲ୍ମ ହରିୟାନାରେ ଦର୍ଶକ ଦେଖିଥିଲେ । ଏହି ଫିଲ୍ମ ଜରିଆରେ ସେ ବଲିଉଡ ଡେବ୍ୟୁ କରିଥିଲେ । ସ୍କୁଲ ଜୀବନରୁ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ ଅଶ୍ଲେଶା । ଦ୍ବାଦଶ ଶ୍ରେଣୀରେ ପଢୁଥିବାବେଳେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ମଡେଲିଂ ପ୍ରତିଯୋଗିତାରେ ଭାଗ ନେବା ଆରମ୍ଭ କରିଥିଲେ । ଏଥିପାଇଁ ସେ ଟ୍ରେନିଂ ନେବା ମଧ୍ୟ ଆରମ୍ଭ କରିଥିଲେ । ଯାହାପରେ ତାଙ୍କୁ ଅଫର ଆସିବା ଆରମ୍ଭ ହୋଇଥିଲା । ଏହାର କିଛିଦିନ ପରେ ସେ ମୁମ୍ବାଇ ଚାଲିଆସିଥିଲେ । ଏହାପରେ ତାଙ୍କୁ ପ୍ରଥମେ କସୌଟି ଜିନ୍ଦେଗୀ କିରେ ଏକ ଛୋଟ ଚରିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା । ଏହାପରେ ତାଙ୍କୁ କ୍ୟୁଁ କି ଓ କମାଲରେ ସୁଯୋଗ ମିଳିଥିଲା । ଅନେକ ଗୁଡିଏ ଧାରାବାହିକରେ ଅଭିନୟ କରି ସେ ଟିଭି ଦୁନିଆର ପରିଚିତ ଚେହେରା ପାଲଟି ଯାଇଥିଲେ । ଏହି ଧାରାବାହିକରେ ଅଭିନୟ ସମୟରେ ହିଁ ସେ ଅଭିନେତା ସନ୍ଦିପଙ୍କ ସହିତ ଦେଖା ହୋଇଥିଲେ । ଯାହାପରେ ଉଭୟ ୨୦୦୪ରୁ ପ୍ରେମ ସମ୍ପର୍କରେ ରହିଥିଲେ । ତେବେ ସମ୍ପର୍କର ୨୩ ବର୍ଷ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ଯାହା ତାଙ୍କ ପରିବାର ସହିତ ଫ୍ୟାନଙ୍କୁ ମଧ୍ୟ ଖୁସି ଦେଇଛି ।

ନୂଆ ଯୋଡି
ଖୁବଶୀଘ୍ର ଦର୍ଶକ ସୈଫ ଅଲ୍ଲୀ ଖାନ୍ ଓ ପୁଲକିତ ଶର୍ମାଙ୍କୁ ଏକାଠି ପରଦାରେ ଦେଖିବାକୁ ପାଇବେ । ତେବେ ଫିଲ୍ମଟିର ଟାଇଟଲ ଏପର୍ଯ୍ୟନ୍ତ ଠିକ ହୋଇନାହିଁ, କିନ୍ତୁ ଫିଲ୍ମର ନିର୍ଦ୍ଦେଶନା ରମେଶ ତଉରାନିଙ୍କ ଝିଅ ସ୍ନେହା ତଉରାନି ଦେଉଥିବା ଜଣା ପଡିଛି । ସ୍ନେହା ପୂର୍ବରୁ ଅନେକ ଫିଲ୍ମରେ କାମ କରିଛନ୍ତି ତେଣୁ ତାଙ୍କର ଏହି ପ୍ରୋଜେକ୍ଟଟି ଭଲ ହେବାନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ସେହିଭଳି ଏହି ପ୍ରୋଜେକ୍ଟରେ ଦର୍ଶକପାଇଁ ଆଉ ଏକ ଆକର୍ଷଣ ପୁଲକିତ ଓ ସୈଫ । ଏହି ଯୋଡିକୁ ଦର୍ଶକ ପସନ୍ଦ କରିବେ ବୋଲି ଟିମ ଆଶା ରଖିଛି । ସେହିଭଳି ଫିଲ୍ମଟିର କାହାଣୀ ଭାରତୀୟ ଦର୍ଶକଙ୍କ ପସନ୍ଦକୁ ରଖି ନିର୍ମାଣ କରାଯାଇଛି ବୋଲି ସୂଚନା ରହିଛି । ତେଣୁ ଫିଲ୍ମଟି ଭଲ ସଫଳତା ପାଇବ ବୋଲି ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି ।

ପୁଣି ଏକ ବଡ ପ୍ରୋଜେକ୍ଟରେ
ଖୁବଶୀଘ୍ର ବବି ଦେୱଲଙ୍କୁ ଏକ ବଡ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ନିକଟରେ ଆରିୟନ ଖାନଙ୍କ ନିର୍ଦ୍ଦେଶନାରେ ରିଲିଜ ବ୍ୟାଡସ ଅଫ ବଲିଉଡରେ ବବିଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହାପରେ ବର୍ତ୍ତମାନ ବବି ନିଜର ନୂଆ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ହେବାକୁ ଯାଉଛନ୍ତି । ଏହି ପ୍ରୋଜେକ୍ଟରେ ବବିଙ୍କ ସହିତ ଆହାନ ପାଣ୍ଡେଙ୍କୁ ଦେଖିବାକୁ ମିଳିବ । ଆହାନଙ୍କ ସହିତ ଏଥିରେ ଲିଡ ରୋଲରେ ଶରଭରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ବବିଙ୍କ ଚରିତ୍ରକୁ ନେଇ ସେଭଳି କିଛି ତଥ୍ୟ ନଥିଲେ ବି ତାଙ୍କ ଫ୍ୟାନମାନେ ତାଙ୍କୁ ଏକ ବଡ ପ୍ରୋଜେକ୍ଟରେ ଦେଖିବାକୁ ଆଶାୟୀ ଅଛନ୍ତି । ସେହିଭଳି ସୂଚନା ଅନୁସାରେ ବବିଙ୍କୁ ଏକ ନିଆରା ଚରିତ୍ରରେ ଏଥିରେ ଦେଖିବାକୁ ମିଳିବ, ଯାହା ତାଙ୍କର ଅଭିନୟର ଅଭିଜ୍ଞତାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବ ।

ନୋରାଙ୍କ ପ୍ରେମରେ ପାଗଳ ଟେରେନ୍ସ
ନୂଆଦିଲ୍ଳୀ: ମଇ୦୫: ବଲିଉଡ୍ ଇଣ୍ଟଷ୍ଟ୍ରୀର ହଟ୍ ଗର୍ଲ ନୋରା ଫତେହି । ନୋରା ତାଙ୍କ ଡ୍ୟାନ୍ସ ପାଇଁ ସବୁଆଡେ ବେଶ୍‌ ଚର୍ଚ୍ଚାରେ । ସେ ନିଜ ଫ୍ୟାଶନ୍ ସେନ୍ସ ପାଇଁ ବି ଜଣାଶୁଣା । ତାଙ୍କର ଏହି ବୋଲ୍ଡନେସ୍କୁ ନେଇ ଇଣ୍ଡଷ୍ଟ୍ରୀରେ ସବୁବେଳେ ଚର୍ଚ୍ଚା ଲାଗି ରୁହେ । କିନ୍ତୁ ବର୍ତ୍ତମାନ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କୋରିଓଗ୍ରାଫର ଟେରେନ୍ସ ଲୁଇସ୍ ଏବଂ ଅଭିନେତ୍ରୀ ନୋରା ଫତେହି ଦୁହେଁ ଦୁହିଙ୍କ ଡାନ୍ସ ଓ କେମେଷ୍ଟ୍ରି ପାଇଁ ସେମାନଙ୍କ ଭିତରେ ଥିବା ରିଲେସନକୁ ନେଇ କିଛିଟା ଉଡା ଖବର ଶୁଣାଯାଇଥିଲା । ହେଲେ ଏବେ ନୋରା ଏବଂ ଟେରେନ୍ସ ପରସ୍ପରକୁ ଡେଟିଂ କରୁଥିବା ଖବର ଶୁଣିବାକୁ ମିଳିଛି । କିନ୍ତୁ ଏହାକୁ ନେଇ ନୋରା ଏବଂ ଟେରେନ୍ସ କିଛି କହି ନାହାନ୍ତି । ବର୍ତ୍ତମାନ ଟେରେନ୍ସ ଏହି ବିଷୟରେ ଖୋଲାଖୋଲି ଭାବେ ପ୍ରକାଶ କରି କହିଛନ୍ତି ଯେ ତାଙ୍କର ଏବଂ ନୋରାଙ୍କର କେମେଷ୍ଟ୍ରୀ ଖୁବ୍ ସୁନ୍ଦର । ନୋରାଙ୍କୁ ବହୁତ ପ୍ରଶଂସା କରି କହିଥିଲେ ଯେ ସେ ବହୁତ ରିୟଲ । ସେ ବହୁତ ପରିଶ୍ରମୀ, ଯାହା ମନକୁ ଆସେ ସେ କହି ଦିଅନ୍ତି । ଯେଉଁଟା କି କହିବା ଉଚିତ୍ ନୁହେଁ । ଏହା ସହ ସେ କହିଥିଲେ କି ଆମେ ଦୁହେଁ ବହୁତ ଭଲ ବନ୍ଧୁ । ପ୍ରତିଦିନ ପରସ୍ପରକୁ ଫୋନ୍ କରୁ କଥା ହେଉ। ଏହା ସହ ସେ କହିଥିଲେ କି ଆଗକୁ ଆଉ କଣ ହେବ ତାହା ରାଜ୍‌ । ରାଜ୍ କି ବାତ୍ ରାଜ୍ ହିଁ ରେହନେ ଦୋ । ତେବେ ଏହା କହି ଏକ କୁଟିଳ ହସ ହସିଥିଲେ ଟେରେନ୍ସ । ତେବେ ତାଙ୍କର ଏପରି ରହସ୍ୟାତ୍ମକ କଥା ଶୁଣି ସମସ୍ତେ ପ୍ରାୟ ଏହା ଆକଳନ କରୁଛନ୍ତି ଯେ ନୋରା ଓ ଟେରେନ୍ସ ପରସ୍ପରକୁ ଡେଟ୍‌ କରୁଛନ୍ତି ବୋଲି ।

ବଲିଉଡକୁ ନୂଆ ଏକ ବାୟୋପିକ ନେଇ ଆସୁଛନ୍ତି ତାପସୀ
ମୁମ୍ବାଇ: ଅପ୍ରେଲ ୩୦: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଅଭିନୀତ ’ସାବାସ୍ ମିଟ୍ଠୁ’ର ରିଲିଜ ତାରିଖ ପ୍ରକାଶ ପାଇଛି। ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ତାପସୀ ପନ୍ନୁ କହିଛନ୍ତି ଯେ ଏହା ଜୁଲାଇ ମାସରେ ରିଲିଜ ହେବାକୁ ଯାଉଛି। ତେବେ ’ସାବାସ୍ ମିଟ୍ଠୁ’ ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର ବିଷୟରେ କହିବ। ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ମିତାଲି ରାଜଙ୍କ କ୍ୟାରିଅର୍ ୨୩ ବର୍ଷର, ସେ କ୍ରମାଗତ ସାତଥର ୱାଣ୍ଡେରେ ଅର୍ଦ୍ଧ ଶତକ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ଏହା ସହିତ ସେ ୪ ଟି ବିଶ୍ୱକପ୍ରେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ୱ ନେଇଛନ୍ତି।ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରି ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟର ଶେୟାର କରିଛନ୍ତି। ତାପସୀ ଲେଖିଛନ୍ତି ‘ସେଝି ଝିଅଠାରୁ ଅଧିକ ଶକ୍ତିଶାଳୀ ଆଉ କେହି ହୋଇପାରିବେ ନାହିଁ, ଯାହା ପାଖରେ କିଛି କରି ଦେଖେଇବାର ସ୍ୱପ୍ନ ଅଛି । ଏହାକୁ ସଫଳ କରିବା ପାଇଁ ଯୋଜନା ଅଛି! ଏହା ହେଉଛି ଏମିତି ଏକ ଝିଅର କାହାଣୀ ଯିଏ ଏହି ‘ଜେଣ୍ଟଲମ୍ୟାନ୍ ଗେମ୍‘ରେ ନିଜର ସ୍ଥାନ ତିଆରି କରିପାରିଛି ଓ ବ୍ୟାଟ୍ ଧରି ନିଜ ସ୍ୱପ୍ନର ପଛରେ ଗୋଡେଇଛି। ତେବେ ସାବାସ ମିଟ୍ଠୁ ଦ ଅନହର୍ଡ ଷ୍ଟୋରୀ ଅଫ ୱିମେନ ଇନ୍ ବ୍ଲ୍ୟୁଦର ଏହି ଅକୁହା କାହାଣୀ ଜୁଲାଇ ୧୫ରେ ପରଦାକୁ ଆସିବ। ଆଇକନିକ୍ ଭାରତୀୟ ମହିଳା ଅଧିନାୟକଙ୍କ ଭୂମିକାକୁ ନ୍ୟାୟ ଦେବା ନେଇ ତାପସୀ ସ୍ୱତନ୍ତ୍ର କ୍ରିକେଟ୍ ତାଲିମ ନେଇଛନ୍ତି। ଫିଲ୍ମର ସୁଟିଂ ସମୟରେ ପ୍ରଶଂସକଙ୍କ କୌତୁହଳ ବଢାଇବା ପାଇଁ ତାପସୀ ଅନେକ ଫଟୋ ମଧ୍ୟ ଶେୟାର କରିଥିଲେ। ଲଣ୍ଡନ, ବ୍ରିଟେନର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ସୁଟିଂ କରିବାକୁ ଅଭିନେତ୍ରୀ ବହୁତ ଉତ୍ସାହିତ ଥିଲେ ଏବଂ ସେଠାରୁ ସୁଟିଂରୁ ଫଟୋ ମଧ୍ୟ ଶେୟାର କରିଥିଲେ। ଶ୍ରୀଜୀତ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଓ ପ୍ରିୟା ଏଭେନଙ୍କ ଦ୍ୱାରା ଲିଖିତ ସାବାସ ମିଟ୍ଠୁନେଇ ଦର୍ଶନକ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏହା ପୂର୍ବରୁ ମାର୍ଚ୍ଚ ମାସରେ ’ସାବାସ୍ ମିଟ୍ଠୁ’ର ନିର୍ମାତା ଫିଲ୍ମର ଏକ ଟିଜର ରିଲିଜ କରିଥିଲେ। ୧ ମିନିଟ୍ର ଏହି ଟିଜର୍ରେ ଅଭିନେତ୍ରୀ ତାପସୀ ପନ୍ନୁ ଦର୍ଶକମାନଙ୍କ ଗର୍ଜନରରେ ଷ୍ଟାଡିୟମରେ ପାଦ ଦେଇଥିବା ଦେଖାଯାଇଥିଲା।